ବାବାଙ୍କ (Saibaba) ଫଟୋ ଘରେ ରଖି ପୂଜା କରିବା ଉଚିତ କି,ଆପଣ ଏହି ବଡ ଭୁଲ କରୁ ନାହାନ୍ତି ତ,ଏବେ ହେଇଯାଆନ୍ତୁ ସାବଧାନ…

Spread the love

ତେବେ ଆମେ ଅନେକ ବାବାଙ୍କ ଫଟୋ ନିଜର ଘରେ ରଖି ପୂଜା କରିବାର ଅନେକ ଲୋକ ନିଶ୍ଚୟ ଭାବରେ ଦେଖି ଥିବେ।ଏହା ସହିତ ନିଜର ଘରେ ଠାକୁରଙ୍କ ସହିତ ସାଇ ବାବା ଓ ସତ୍ୟ ସାଇ ବାବାଙ୍କ ଫୋଟୋ ମଧ୍ୟ ରଖି ପୂଜା କରିବାର ଅନେକ ଲୋକଙ୍କ ଘରେ ଦେଖା ଯାଇଥାଏ।ତେବେ କିଛି ଲୋକ ଏପରି କହି ଥାଆନ୍ତି କି ଏପରି କରିବା ସଠିକ କାର୍ଯ୍ୟ ନୁହେଁ।ଏପରି ଭାବରେ ଅନେକ ଲୋକ ଅନେକ କଥା କହି ଥାଆନ୍ତି।

ତେବେ ଆମେ ବର୍ତ୍ତମାନ ଏହା ଆଲୋଚନା କରିବା କି ଏହି ଘଟଣା ବାସ୍ତବରେ ଏକ ସତ୍ୟ ଘଟଣା ନା ଏହା ସହିତ ଆଉ କିଛି କଥା ଜଡ଼ିତ ହୋଇ ରହିଛି।ତେବେ ସୂଚନା ଅନୁସାରେ ବାବାଙ୍କ ଫଟୋ ରଖି ଘରେ ପୂଜା କରିବା ଫଳରେ ବାବାଙ୍କ ଆଶୀର୍ବାଦ ଲାଭ ହୋଇଥାଏ।ଏହା ସହିତ ଯେଉଁ ମାନେ କହି ଥାଆନ୍ତି ଏପରି କରିବା ଏକ ବହୁତ ଭୁଲ କାର୍ଯ୍ୟ ଅଟେ ତେବେ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।

ଏହା ସହିତ ସେ ମଧ୍ୟ ଠାକୁର ଅଟନ୍ତି।ଯାହା ଫଳରେ ତାଙ୍କୁ ମଧ୍ୟ ଘରେ ରଖି ପୂଜା କରିବା ଆବଶ୍ୟକ।ଏହା ସହିତ ଅନେକ ଲୋକ ତାଙ୍କୁ ନିଜର ଘରେ ପୂଜା କରିବା ସହିତ ତାଙ୍କ ପ୍ରତି ନିଷ୍ଟା ଦେଖାଇବା ଫଳରେ ସେମାନେ ତାଙ୍କର କୃପା ମଧ୍ୟ ପାଇ ଥାଆନ୍ତି।ତେବେ ବାବାଙ୍କୁ ଯିଏ ଭକ୍ତି କରି ଥାଏ

ଏହା ସହିତ ତାଙ୍କୁ ଶ୍ରଦ୍ଧାର ସହିତ ଯଦି ଡାକି ଥାଏ ତେବେ ତାଙ୍କ ଉପରେ ବାବା ନିଶ୍ଚୟ ଭାବରେ ସନ୍ତୁଷ୍ଟ ହୋଇ ଥାଆନ୍ତି।ଏହା ସହିତ ବାବାଙ୍କ ସହିତ ଏହିପରି ଅନେକ କାହାଣୀ ମଧ୍ୟ ଜଡିତ ହୋଇ ରହିଛି।ତେବେ ଯେଉଁ ବ୍ୟକ୍ତି ବାବାଙ୍କୁ ଶ୍ରଦ୍ଧା ମନରେ ଡାକି ଥାଏ ସେହି ବ୍ୟକ୍ତି ଉପରେ ବାବା ନିଶ୍ଚୟ ଭାବରେ ସନ୍ତୁଷ୍ଟ ହୋଇ ଥାଆନ୍ତି।

ଏହା ସହିତ ଏହିପରି ବାବାଙ୍କ ଫଟୋ ଘରେ ରଖି ପୂଜା କରିବା ସହିତ ତାଙ୍କୁ ଯିଏ ଶ୍ରଦ୍ଧାର ସହିତ ସ୍ମରଣ କରି ଥାଏ ତେବେ ବାବାଙ୍କ କୃପା ସେ ନିଶ୍ଚୟ ଭାବରେ ପାଇଥାଏ।ଏହା ସହିତ ତାଙ୍କର ଆଶୀର୍ବାଦ ଫଳରେ ସେ ନିଶ୍ଚୟ ଭାବରେ ସମସ୍ତ ପ୍ରକାରର ସମସ୍ୟାର ମଧ୍ୟ ସମାଧାନ କରି ଦେଇଥାଏ।

ତେଣୁ ତାଙ୍କର ଫଟୋ ଘରେ ରଖି ପୂଜା କରିବା ପାଇଁ ଅନେକ ଲୋକ କହି ଥାଆନ୍ତି।ଏହା ସହିତ ତାଙ୍କର ଫଟୋ ଘରେ ରଖି ପୂଜା କରିବା ଫଳରେ ଅନେକ ପ୍ରକାରର ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ।ଏହା ସହିତ ଯେଉଁ ମାନେ କହି ଥାଆନ୍ତି କି ତାଙ୍କର ଫଟୋ ଘରେ ରଖିବା ଫଳରେ କୌଣସି ଅସୁବିଧା ହୋଇଥାଏ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।ଏହା ସହିତ ତାଙ୍କୁ ଆରାଧନା କରିବା ଫଳରେ ଜୀବନର ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ।ଏହା ସହିତ ତାଙ୍କର ଆଶୀର୍ବାଦ ଫଳରେ ଜୀବନରେ ଅନେକ ଭଲ ସମୟ ମଧ୍ୟ ଆସିଥାଏ।

Leave a Reply

Your email address will not be published. Required fields are marked *