ରକ୍ତ ଚନ୍ଦନ ତସ୍କର Birapaan, ୨ହଜାର ହାତୀ, ୧୩୮ ଲୋକଙ୍କୁ ମାରି ଦେଇଥିବା ଡାକୁ ବିରାପ୍ପାନ୍ ମଲା କେମିତି ଜାଣନ୍ତୁ…ଦେଖନ୍ତୁ Video

Spread the love

ବର୍ତ୍ତମାନ ନିକଟରେ ରିଲିଜ ହୋଇଥିବା ପୁଷ୍ପା ଫିଲ୍ମ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଅବଗତ ଅଟୁ।ଏହା ସହିତ ଏହି ଫିଲ୍ମ ବର୍ତ୍ତମାନ ଅନେକ ନାମ କମାଇ ସାରିଲାଣି।ଏହା ସହିତ ଏଥିରେ ଏକ ରକ୍ତ ଚନ୍ଦନ ଚୋରର ଜୀବନ ସମ୍ପର୍କରେ ଦର୍ଶା ଯାଇଛି।ଏହା ସହିତ ଏହାକୁ ଅନେକ ଲୋକ ମଧ୍ୟ ପସନ୍ଦ କରିଛନ୍ତି।ତେବେ ବାସ୍ତବରେ କଣ ଜଣେ।ଏପରି ଡାକୁ ଥିଲା ନା ନାହିଁ ଏହା ଅନେକ ଲୋକ ଚିନ୍ତା ମଧ୍ୟ କରୁ ଥିବେ।

ତେବେ ବାସ୍ତବରେ ଏପରି ଜଣେ ଡାକୁ ଥିଲା।ଏହା ସହିତ ତାର ନାମ ଥିଲା ବିରାପ୍ପାନ।ସେ ଏପରି କାର୍ଯ୍ୟ କରିଥିଲା ଯାହା ସମ୍ପର୍କରେ ଶୁଣିବା ପରେ ସମସ୍ତେ ଭୟଭୀତ ହେବା ଆରମ୍ଭ ହୋଇଯିବେ।ତେବେ ସେ ନିଜର ସମ୍ପୂର୍ଣ୍ଣ ଜୀବନରେ ପ୍ରାୟ ୨ ହଜାର ହାତୀ ଓ ୧୩୮ ଜଣ ମଣିଷଙ୍କ ହତ୍ୟା କରିଥିଲା।

ଏହା ସହିତ ଏହା ଶୁଣିବା ପାଇଁ ଅସମ୍ଭବ ଲାଗୁଥିଲେ ମଧ୍ୟ ସେ ଏପରି କରି ଦେଖାଇ ଦେଇଥିଲେ।ଏହା ସହିତ ସେ ଅନେକ ବଡ଼ ବଡ଼ ଲୋକଙ୍କୁ ଅପହରଣ ମଧ୍ୟ କରିଥିଲା।ଏହା ସହିତ ତାକୁ ମାରିବା ପାଇଁ ସରକାରଙ୍କର ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।ଏହା ସହିତ ତାକୁ ଧରିବା ସହଜ ନଥିଲା।

ଏହା ସହିତ ଶେଷରେ ଅନେକ ପ୍ରୟାସ ପରେ ପୋଲିସ ତାକୁ ଧରିବାରେ ସଫଳ ହୋଇ ପାରିଥିଲା।ଏହା ସହିତ ଶେଷରେ ତାକୁ ସେହି ସ୍ଥାନରେ ହିଁ ଗୁଳି ମାରି ଦିଆ ଯାଇଥିଲା।ଏହା ସହିତ ସେ ବିଶେଷ ଭାବରେ କର୍ଣ୍ଣାଟକ ଓ ତାମିଲନାଡୁ ଜଙ୍ଗଲରେ ନିଜର ଚୋରି କାର୍ଯ୍ୟ ଚଳାଇ ଥିଲା।ଏହା ସହିତ ସେ

ପ୍ରଥମେ ତିନିଜଣ ଜଙ୍ଗଲ ଅଧିକାରୀ ମାନଙ୍କୁ ମାତ୍ର ୧୦ ବର୍ଷ ବୟସରେ ମାରି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା।ଏହା ସହିତ ଏହା ପରେ ସେ ଆଉ କେବେ ମଧ୍ୟ ଘରକୁ ଫେରି ନାହିଁ।ଏହା ପରେ ଜଙ୍ଗଲ ହିଁ ତାର ଘର ହୋଇ ଯାଇଛି।ଏହା ସହିତ ଏହା ପରେ ତାର ଆତଙ୍କ ସେହି ତାମିଲନାଡୁ ଓ କର୍ଣ୍ଣାଟକ ଅଞ୍ଚଳର ସମ୍ପୂର୍ଣ୍ଣ ଭାବରେ ଖେଳାଇ ହୋଇ ଯାଇଥିଲା।

ଏହା ସହିତ ଅନେକ ଲୋକ ତାକୁ ଭୟଭୀତ କରିବା ପାଇଁ ଅନେକ ପ୍ରୟାସ କରି ମଧ୍ୟ ସମସ୍ତେ ଅସଫଳ ହୋଇଥିଲେ।ତେବେ ଶେଷରେ ତାକୁ ୨୦୦୬ ମସିହାରେ ମାରି ଦିଆ ଯାଇଥିଲା।ତେବେ ସେ ହାତୀଦାନ୍ତ ଓ ରକ୍ତ ଚନ୍ଦନର ଏକ ବହୁତ ବଡ଼ ବ୍ୟବସାୟୀ ଥିଲା।ଏହା ସହିତ ଅନେକ ପ୍ରୟାସ ପରେ ସେହି ବ୍ୟକ୍ତିକୁ ମାରିବାରେ ଶେଷରେ ପୋଲିସ ସଫଳ ହୋଇ ପାରିଥିଲା।

ତେବେ ତାକୁ ମାରିବା ପାଇଁ ପ୍ରୟାସରେ ଅନେକ ପୋଲିସଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।ତେବେ ସେ ବାସ୍ତବରେ ଏକ ବହୁତ ବଡ଼ ଅପରାଧୀ ଥିଲା।ଏହା ସହିତ ସେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଅପହରଣ ମଧ୍ୟ କରି ଥିଲା।ଏହା ସହିତ ସେ ଦକ୍ଷିଣ ଭାରତର ଏକ ବହୁତ ବଡ଼ ଡାକୁ ଭାବରେ ପରିଚିତ ଥିଲା।

Leave a Reply

Your email address will not be published. Required fields are marked *