Hirakudaa ଜଳ ଭଣ୍ଡାରରେ ଦେଖାଗଲା ଏକ ବିଶାଳକାୟ ମାଛ,ଲୋକ ଦେଖିକି ଡ଼ରିକି ହେଇଗଲେ ଛାନିଆ…ଦେଖନ୍ତୁ Video

Spread the love

ବର୍ତ୍ତମାନ ଏକ ଖବର ଶୁଣିବାକୁ ମିଳିଛି ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଏହି ଖବର ଆସୁଛି ହୀରାକୁଦ ଡ଼୍ୟାମ ପାଖରୁ।ତେବେ ପ୍ରତିଦିନ ଅନେକ ଲୋକ ହୀରାକୁଦ ଭିତରକୁ ମାଛ ଧରିବା ପାଇଁ ଯାଇ ଥାଆନ୍ତି।ଏହା ସହିତ ଅନେକ ଲୋକ ସେଠାରେ ମାଛ ଧରି ନିଜର ଜୀବିକା ଅର୍ଜନ କରି ଥାଆନ୍ତି।ତେବେ ଏହା ପରେ ମଧ୍ୟ ସେଠାକୁ ଆଜି ଏକ ଏପରି ମାଛ ଆସିଥିବାର ଦେଖା ଯାଇଥିଲା ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ତେବେ ସୂଚନା ଅନୁସାରେ ସେହି ମାଛର ଓଜନ ଥିଲା ପ୍ରାୟ ୧୦ କ୍ୟୁଣ୍ଟାଲ।ତେବେ ଏତେ ବଡ଼ ମାଛ ଦେଖିବା ପରେ ସେଠାରେ ଥିବା ସମସ୍ତ ମାଛ ଧରାଳି ଭୟଭୀତ ହୋଇ ଯାଇଥିଲେ।ଏହା ସହିତ ସେମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ।ତେବେ ଏତେ ବଡ ମାଛ କେଉଁ ସ୍ଥାନରୁ ଆସିଲା ଏହା ସେମାନେ ମଧ୍ୟ ଜାଣି ପାରିଲେ ନାହିଁ।

ଏହା ସହିତ ସେମାନେ ପ୍ରତିଦିନ ସେଠାରେ ମାଛ ଧରିବା ପାଇଁ ଯାଇ ଥାଆନ୍ତି।ଏହା ସହିତ ଏହା ପରେ ମଧ୍ୟ ଏହା ସେମାନଙ୍କ ନଜରରେ ପୂର୍ବରୁ କିପରି ଭାବରେ ଆସି ନଥିଲ ଏହା ସେମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।ତେବେ ମାଛ ଧରାଳି ମାନେ ଏହାକୁ ଦେଖିବା ପରେ ଏହା ସମ୍ପର୍କରେ ସମସ୍ତଙ୍କୁ ଖବର ଦେଇଥିଲେ।।

ତେବେ ଏହା ପରେ ସେଠାକୁ ଉପରିସ୍ଥ ଅଧିକାରୀ ଆସିବା ପରେ ସେହି ମାଛ କେଉଁଆଡେ ଚାଲି ଯାଇଥିଲା।ଏହା ସହିତ ଏହି ମାଛ ପହଁରୁ ଥିବାର ଏକ ଭିଡିଓ ଜଣେ ବ୍ୟକ୍ତି କରି ନେଇଥିଲେ।ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା।ତେବେ ଏତେ ବଡ଼ ମାଛ ଆଗରୁ କେବେ ମଧ୍ୟ ହୀରାକୁଦ ଠାରେ ଦେଖା ଯାଇ ନଥିଲା।

ଏହା ପରେ ଏହାକୁ ଦେଖିବା ପାରେ ବର୍ତ୍ତମାନ ଏହା କେଉଁ ପ୍ରଜାତିର ମାଛ ଜାଣିବା ପାଇଁ ପ୍ରୟାସ କରା ଯାଉଛି।ଏହା ସହିତ ଏହି ପ୍ରଜାତିର ମାଛ ଆଉ ଥାଇ ପାରନ୍ତି ବୋଲି ଅନୁମାନ କରା ଯାଉଛି।ଏହା ସହିତ ଏହି ମାଛ ସମ୍ପର୍କରେ ବର୍ତ୍ତମାନ ଅଧିକ ତଥ୍ୟ ବାହାର କରିବା ପାଇଁ ପ୍ରୟାସ କରାଯାଉଛି।

ଏହା ସହିତ ଏହି ମାଛ କେଉଁ ସ୍ଥାନରୁ ଆସିଛି ଏହା ଜାଣିବା ପାଇଁ ମଧ୍ୟ ବର୍ତ୍ତମାନ ପ୍ରୟାସ କରାଯାଉଛି।ଏହା ସହିତ ଏହି ମାଛକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।ଏହା ସହିତ ଅନେକ ଲୋକ ବର୍ତ୍ତମାନ ଏହି ମାଛ ସମ୍ପର୍କରେ ଜାଣିବା ପାଇଁ ଅନେକ ପ୍ରୟାସ କରୁଛନ୍ତି।ତେବେ ହୀରାକୁଦ ଜଳ ଭଣ୍ଡାରରେ

ଏପରି ମାଛ ଆଉ ଅଛନ୍ତି କି ନାହିଁ ଏହା ଜାଣିବା ପାଇଁ ବର୍ତ୍ତମାନ ଅନେକ ପ୍ରୟାସ କରାଯାଉଛି।ଏହା ସହିତ ଏହି ମାଛର ଆକାର ବହୁତ ବଡ଼ ଥିଲା ବୋଲି କୁହା ଯାଉଛି।ଏହା ସହିତ ଏତେ ବଡ଼ ମାଛ ବାସ୍ତବରେ କେହି ମଧ୍ୟ ଦେଖି ନଥିବା କୁହା ଯାଉଛି।ତେବେ ଏହି ମାଛକୁ ବର୍ତ୍ତମାନ ଖୋଜିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଛି।

Leave a Reply

Your email address will not be published. Required fields are marked *