ଯେବେ ଗାଁ ଲୋକଙ୍କୁ ଦର୍ଶନ ଦେଲେ ସ୍ଵୟଂ ଭଗବାନ ଶେଷନାଗ (Sesanaga) ତା ପରେ ଘଟିଲା ଏପରି ବିଚିତ୍ର ଘଟଣା ଜାଣିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ…ଦେଖନ୍ତୁ Video

Spread the love

ତେବେ ଭଗବାନ ଶିବଙ୍କ ଅନେକ ମହିମା ସଂପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଭଗବାନ ଶିବଙ୍କ ଏପରି ଅନେକ ମହିମା ରହିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଥାଏ।ତେବେ ଆମେ ବର୍ତ୍ତମାନ ଭଗବାନ ଶିବଙ୍କ ସେହିପରି ଏକ ମହିମା ସମ୍ପର୍କରେ ଆଲୋଚନା କରିବା।ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଭଗବାନ ଶିବ ନିଜର ଭକ୍ତ ମାନଙ୍କ ସମସ୍ତେ ଇଚ୍ଛା ପୂରଣ କରି ଥାଆନ୍ତି।

ଏହା ସହିତ ନିଜର ଭକ୍ତ ମାନଙ୍କୁ ସେ କେବେ ମଧ୍ୟ ଏକାକୀ ଛାଡ଼ି ନଥାନ୍ତି।ତେବେ ଭଗବାନ ଶିବଙ୍କ ଜଣେ ପରମ ଭକ୍ତ ଥିଲେ ତାଙ୍କର ନାମ ଥିଲା ସୀତା ବାଇ।ତେବେ ସେ ଭଗବାନ ଶିବଙ୍କ ଏପରି ଏକ ଭକ୍ତ ଥିଲେ ଯିଏକି ତାଙ୍କର ପୂଜା ସବୁ ଦିନ କରି ଥାଆନ୍ତି।ଏହା ସହିତ ସବୁ ସମୟରେ ତାଙ୍କୁ ସ୍ମରଣ କରିଥାଆନ୍ତି।ତେବେ ତାଙ୍କ ପାଖରେ ଏପରି ଏକ ଶକ୍ତି ଥିଲା

ଯିଏକି ତାଙ୍କ ପାଖକୁ ନିଜର ରୋଗ ନେଇ ଯାଉଥିଲେ ସେ ତାଙ୍କୁ ଝାଡ଼ିବା ଫଳରେ ତାଙ୍କର ସେହି ରୋଗ ଭଲ ହୋଇ ଯାଉଥିଲା।ତେବେ ଏହା ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଥିଲା।ତେବେ ଥରେ ତାଙ୍କ ସହିତ ଏପରି ଏକ ଅଦ୍ଭୂତ ଘଟଣା ଘଟିଲା ସେ ଏହାକୁ ଯାହାକୁ ମଧ୍ୟ କହିଲେ ସେ ଏହାର ବିଶ୍ୱାସ କଲେ ନାହିଁ।

ଏହା ସହିତ ତାଙ୍କର ବୟସ ଅଧିକ ହୋଇଥିବା କାରଣରୁ ସମସ୍ତେ ତାଙ୍କୁ ପାଗଳ ବୋଲି ମଧ୍ୟ କହିବା ଆରମ୍ଭ କରି ଦେଇ ଥିଲେ।ତେବେ ସେ କିନ୍ତୁ ଯାହା ଦେଖିଥିଲେ ତାହା ସତ୍ୟ ଥିଲା।ତେବେ ଆମେ ନାଗଙ୍କ ସମ୍ପର୍କରେ ଭଲ ଭାବରେ ଜାଣୁ।ତେବେ ଆମର ପୁରାଣରେ ଶେଷନାଗଙ୍କ ସମ୍ପର୍କରେ ବର୍ଣ୍ଣିତ ହୋଇଛି

ଏହା ସହିତ ଏହା ଯଦି ଅତୀତରେ ନଥିଲେ ତେବେ ସେ ପୁରାଣରେ ଆସିଲେ କେଉଁଠୁ।ତେବେ ତାଙ୍କର ଅସ୍ତିତ୍ବ ନିଶ୍ଚୟ ଭାବରେ ଥିଲା।ଏହା ସହିତ ଥରେ ସେ ଶେଷନାଗଙ୍କ ଦର୍ଶନ ପାଇଥିଲେ।ଥରେ ସେ ନିଜର କ୍ଷେତରେ କୌଣସି କାର୍ଯ୍ୟ କରିବା ସମୟରେ ଆକାଶକୁ ଦେଖିବା ପରେ ସେ କିଛି ଅଦ୍ଭୁତ ଦୃଶ୍ୟ ଦେଖିଲେ।

ତେବେ ସେ ଦେଖିଲେ କି ସେଠାରେ ଆକାଶରେ ଏକ ବିଶାଳ ସର୍ପ ଆକାରର ବାଦଲ ରହିଛନ୍ତି।ତେବେ ଭଲ ଭାବରେ ଏହାକୁ ଦେଖିବା ପରେ ଏହା ଭଗବାନ ଶେଷନାଗଙ୍କ ରୂପରେ ଏହି ବାଦଲ ଥିଲା।ତେବେ ସେ ଏହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇnଥିଲେ।ଏହା ସହିତ ସେ ସେଠାରେ ବସି ପ୍ରଣାମ କରିଥିଲେ।

ଏହା ସହିତ ସେଠାରେ ପ୍ରଣାମ କରିବା ପରେ ସେ ଏହା ସମ୍ପର୍କରେ ନିଜର ପରିବାର ଲୋକଙ୍କୁ କହିଥିଲେ।ଏହା ସହିତ ସେ ଏହାକୁ ନିଜର ଗ୍ରାମ ଲୋକଙ୍କୁ ଦେଖିବା ପାଇଁ ମଧ୍ୟ କହିଥିଲେ।ତେବେ ସେତେବେଳେକୁ ବାଦଲ ଚାଲି ଯାଇଥିଲା।ଏହା ସହିତ ତାଙ୍କର କଥାକୁ କେହି ମଧ୍ୟ ବିଶ୍ଵାସ କଲେ ନାହିଁ।

Leave a Reply

Your email address will not be published. Required fields are marked *