ଏହି ବର୍ଷ ହୋଲି Holii ପର୍ବରେ ସଫଳ ହେବେ ଏହି ନାମଧାରୀ ବ୍ୟକ୍ତି,ଚମତ୍କାର ହେବ ସେମାନଙ୍କ ଜୀବନରେ ଆସିବ ଖୁସି ର ମୁହୂର୍ତ..

Spread the love

ଦଶହରା ଠାରୁ ଆରମ୍ଭ କରି ଦୋଳଯାତ୍ରା ପର୍ଯ୍ୟନ୍ତ ସମସ୍ତ ଉତ୍ସବ ଓଡିଆମାନେ ଅତି ଧୁମଧାମରେ ସମସ୍ତେ ପାଳନ କରିଥାନ୍ତି। ସେଥିପାଇଁ ଏହି ଦୁଇଟି ଦିନ ସମସ୍ତ ଓଡିଶାବାସୀଙ୍କ ପାଇଁ ଖୁସିର ଦିନ ହୋଇଥାଏ। ମାତ୍ର ଏହି ଦିନ ଗ୍ରହ ମାନଙ୍କ ଚାଳନ ଲୋକମାନଙ୍କ ଯିବନଶୈଳୀକୁ ପ୍ରଭାବିତ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ବର୍ଷ ହୋଲି କେଉଁମାନଙ୍କ ପାଇଁ ଶୁଭମୟ ଅଟେ।

ହୋଲି ପର୍ବ ମେଶ ରାଶିର ବ୍ୟକ୍ତିଙ୍କ ଜୀବନରେ ଅନେକ ସଫଳତା ହାସଲ କରିବେ,ହଠାତ ଧନପ୍ରାପ୍ତିର ଯୋଗ ରହିଛି, ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଏହି ରାଶିର ଲୋକଙ୍କ ଉପରେ ରହିଛି। ପରିବାରରେ ହସଖୁସି ଲାଗି ରହିଥାଏ।ବୃଷ ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ସୁନ୍ଦରମୟ ରହିଛି। ଅଟକି ରହିଥିବା କାମ ଯଥାଶୀଘ୍ର ସମ୍ପୂର୍ଣ୍ଣ ହୋଇଯିବ। ଚାକିରୀରେ ପଦୋନ୍ନତି ହେବ। ଟଙ୍କା ପଇସାର କୌଣସି ଅଭାବ ରହିବ ନାହିଁ।

ହୋଲି ପର୍ବରେ କୁମ୍ଭ ରାଶିର ଲୋକଙ୍କ ପାଇଁ ଏହା ସୁଖମୟ ସାବ୍ୟସ୍ତ ହେବ। ଯଦି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରୁଛନ୍ତି, ତେବେ ତାହା ଯଥାଶୀଘ୍ର ସମ୍ପୂର୍ଣ୍ଣ ହୋଇଯିବ। ଅପଣଙ୍କ ପାଖରେ କେବେ ବି ଧନର ଅଭାବ ରହିବ ନାହିଁ। ଦେବୀ ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ। ପରିବାର ପ୍ରତି ଆପଣ ଯତ୍ନବାନ ଏବଂ ଦାୟିତ୍ୱଶୀଳ ହେବେ।

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହା ସୁଖମୟ ସାବ୍ୟସ୍ତ ହେବ। ଯଦି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରୁଛନ୍ତି, ତେବେ ତାହା ଅତି ସରଳ ଭାବରେ ସମ୍ପୂର୍ଣ୍ଣ ହୋଇଯିବ। ଆପଣ ଯେଉଁ କାମ କରୁଛନ୍ତି, ସେଥିରେ ପରିବାରର ସମ୍ପୂର୍ଣ୍ଣ ସହଯୋଗ ପାଇବେ। ପ୍ରତ୍ୟେକ ସ୍ଥାନରେ ଆପଣ ପ୍ରଶଂସିତ ହେବେ ଏବଂ ଚାକିରୀରେ ପଦୋନ୍ନତି ମିଳିବ।

ହୋଲି ପର୍ବ ମୀନ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଧନର କୌଣସି ଅଭାବ ରହିବ ନାହିଁ। ଆପଣ ଯେଉଁ କାର୍ଯ୍ୟ କରିବେ ,ସେଥିରେ ସଫଳତା ହାସଲ କରିବେ। ସମାଜରେ ଆପଣଙ୍କ ମାନ-ସମ୍ମାନରେ ବୃଦ୍ଧି ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ସୁଖମୟ ରହିବ। ଗୃହ ପରିବାରରେ ହସଖୁସି ଲାଗି ରହିବ ଏବଂ ଆପଣ ନିଜ ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ କରିବେ।

Leave a Reply

Your email address will not be published. Required fields are marked *