ପୁଣି ଆସିଲା ଦୁଃଖର ଖବର,ଆଜି ପ୍ରସିଦ୍ଧ Singer ଙ୍କ ମୃତ୍ୟୁରେ ସାରା ଖେଳିଯାଇଛି ଶୋକର ଛାୟା,ଅନେକ ଗୀତ ଗାଇଥିଲେ ସେହି ଗାୟକ..

Spread the love

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ପ୍ରତି ଦିନ କିଛି ନା କିଛି ଜିନିଷ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଆଜି ମୁଁ ଆପଣ ମାନଙ୍କୁ ଏପରି ଗୋଟିଏ ଘଟଣା ବିଷୟରେ ଅବଗତ କରାଇବି।ତେବେ ଏହି ବିଷୟରେ ଆପଣ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଆସନ୍ତୁ ଜାଣିବା ଆଜିର ତଥ୍ୟ ବିଷୟରେ।ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି।

ଆଜି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି।ସାଙ୍ଗମାନେ ଆମ ଦେଶ ହେଉଛି କଳାକାର ଓ ସଂସ୍କୃତିର ଦେଶ।ଏଠାରେ ଅନେକ କଳାକାର ଅଛନ୍ତି।ନାଚ ହେଉ ବା ଗୀତ ଭାରତ ସବୁଠାରୁ ଆଗରେ।

ଆଜି ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରେ ପୀଡ଼ିତ ଥିଲେ।ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ।ତେବେ ବର୍ତମାନ ସମୟରେ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି।ହୃଦ ଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଖବର ସାମ୍ନାକୁ ଆସିଛି। କଣ୍ଠ ଦାନ ସହିତ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନେତା ଭାବରେ କାମ କରୁଥିଲେ।

ତାଙ୍କର ମୃତ୍ୟୁରେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି।ତାଙ୍କ ପରିବାର ଲୋକେ ସମ୍ପୂର୍ଣ ଭାବରେ ଦୁଃଖରେ ଭାଙ୍ଗି ପଡିଛନ୍ତି।ଅନେକ କଳାକାର ସ୍ବର୍ଗତ ଅଭିନେତା ତଥା କଣ୍ଠଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ସେ ଚରିତ୍ରରେ ରତ୍ନ ପରି ଉଜ୍ଜଳ ଯେପରି ନାମକୁ ସୂଚାଇ ଥାଏ।ଲୋକମାନେ ସୋସିଆଲ ମିଡିଆରେ ଲୋକପ୍ରିୟ ଗୀତ ସବୁ ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।ତାଙ୍କ ପରଲୋକରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେଉଁଥିରେ ଲେଖା ଅଛି ପ୍ରସିଦ୍ଧ ଫିଲ୍ମ ଗାୟକ ଶ୍ରୀ ଭାଲୁପୁରନ ମାଳିକଙ୍କ ଦେହାନ୍ତ ହୋଇଛି।ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ଜଣେ ଭଲ ଗାୟକ ଓ ଅଭିନେତା ଥିଲେ।ସେ ସମସ୍ତ ଭାରତୀୟ ଭାଷା ଫିଲ୍ମ ପାଇଁ ଗୀତ ଗାଇଥିଲେ।

ଏହା ସହିତ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।ଜଣା ଶୁଣା ଅଭିନେତା ତଥା ପ୍ରସିଦ୍ଧ ଗାୟକ ମନିକା ଭିନାୟ ଗମଙ୍କ ପରଲୋକ ହୋଇଛି।ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରି ଖେଳି ଯାଇଛି।ତେବେ ଆଶା କରୁଛି ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *