ଏହି ସୁନ୍ଦର ଅଭିନେତ୍ରୀ ଙ୍କୁ ଡେଟ କରୁଛନ୍ତି ଯଶପ୍ରୀତ ବୁମରାହ, ମିଳିଛି ଏହି ପ୍ରମାଣ :

Spread the love

ଆପଣ ଜାଣିଥିବ ଏକି କ୍ରିକେଟ ଓ ବଲିଉଡ ର ସମ୍ପର୍କ ବହୁତ ପୁରୁଣା ଅଟେ , ବଲିଉଡ ଷ୍ଟାର ସହ କ୍ରିକେଟର ଙ୍କର ସମ୍ବନ୍ଧ ସବୁବେଳେ ଚର୍ଚା ରେ ଥାଏ | ଏହି ସମ୍ପର୍କ ଆଜି ର ନୁହେଁ ବରଂ ୧୯ ତମ ଶତାବ୍ଦୀ ରୁ ଚାଲି ଆସୁଛି | ଏହି ସମ୍ପର୍କ କାହାର ବିବାହ ଯାଏ ଯାଉଛି ଓ କାହାର ଅଧା ରେ ହିଁ ସରିଯାଉଛି | ଏବେ ଏହି ଲିଷ୍ଟ ରେ ଆଉ ଏକ ଭାରତୀୟ ଟିମ ଖେଳାଳି ନାମ ଯୋଡି ହୋଇଗଲାଣି |

ଯାହା କଥା କହୁଛେ ସେ ହେଲେ ଭାରତୀୟ ବୋଲର ଯଶପ୍ରୀତ ବୁମରାହ | କିନ୍ତୁ ଚର୍ଚା ର କଥା ତେବେ ପ୍ରେମ ର ପିଚ ରେ ଯଶପ୍ରୀତ ବୁମରାହ କୁ କିଏ ଜଣେ କ୍ଲିନ ବୋଲଡ କରିଦେଇଛି | ଯଶପ୍ରୀତ ବୁମରାହ ଙ୍କର ନାମ ସାଉଥ ର ଅଭିନେତ୍ରୀ ଅନୁପମ ପରମେଶବରଣ ଙ୍କ ସହ ଯୋଡ଼ା ଯାଉଛି |

ରିପୋର୍ଟ ଅନୁସାରେ ଯଶପ୍ରୀତ ବୁମରାହ, ଓ ଅନୁପମା ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି | ଏମାନଙ୍କ ସମ୍ବନ୍ଧ ର ଖବର ତେବେ ଚର୍ଚ୍ଚ ଆରେ ଆସିଲା ଯେତେବେଳେ ଯଶପ୍ରୀତ ବୁମରାହ ଅନୁପମା ଙ୍କୁ ଟୁଇଟର ରେ ଫଲୋ କରିବା ଆରମ୍ଭ କରିଲେ | ଯଶପ୍ରୀତ ବୁମରାହ ଆଜି ଯାଏ କୌଣସି ବଲିଉଡ ଅଭିନେତ୍ରୀ ଙ୍କୁ ଫଲୋ କରିନଥିଲେ |

ଏମିତି ତ ଯଶପ୍ରୀତ ବୁମରାହ ଙ୍କ ନାମ ପ୍ରଥମ ଥର କୌଣସି ଅଭିନେତ୍ରୀ ଙ୍କ ସହ ଯୋଡ଼ା ହୋଇନି | ଏହା ଆଗରୁ କ୍ରିକେଟର ରାଶି ଖଁନା ସହ ସମ୍ବନ୍ଧ ଥିବାର ଖବର ଆସିଥିଲା | ଏବେ ଅଭିନେତ୍ରୀ କହିଲେ କି ମୁ ବାସ ଏତିକି ଜାଣିଚି କି ଯଶପ୍ରୀତ ବୁମରାହ ବହୁତ ଭଲ ଖେଳାଳି ଅଟନ୍ତି | ଏହା ଠୁ ଅଧିକ ମୁ କିଛି ଜାଣିନି |

ଅନୁପମା ୨୦୧୫ ରେ ମାଲାୟାଲାମ ଫିଲ୍ମ ପ୍ରେମମ ରୁ ନିଜର ଡେବ୍ୟୁ କରିଛନ୍ତି | ଏହା ପରେ ୨୦୧୬ ରେ ତେଲୁଗୁ ଫିଲ୍ମ ରେ ଡେବ୍ୟୁ କରିଛନ୍ତି |

Leave a Reply

Your email address will not be published. Required fields are marked *