ପୂର୍ବ ବର୍ଷ ନୂଆବର୍ଷରେ ସୁମିତ ମୋ ପାଇଁ ଗୀତ ଲେଖି ପଠାଇଥିଲେ ଓ ସୁନ୍ଦର ଭାବେ Wish ଜଣେଇଥିଲେ,ଆଉ ତପସ୍ୱିନୀ ଙ୍କୁ କହିଥିଲେ ଏହି ସୁନ୍ଦର କଥା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ସୁମିତ ଏବଂ ତପସ୍ୱିନୀଙ୍କ ଘଟଣା ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ସୁମିତ ତପସ୍ୱିନୀଙ୍କ କେସ ବିଷୟରେ ନିହାତି ଭାବରେ ଜାଣିଥିବେ।

ଏହି କଥା ବର୍ତ୍ତମାନ ଚାରିଆଡେ ଭାଇରାଲ ହେବାରେ ଲାଗିଛି।ଆଗକୁ ନୂଆବର୍ଷ ଆସିବାକୁ ଯାଉଛି।ତେବେ ଆମେ ଆଜି ଜାଣିବା ଏହା ସମ୍ପର୍କରେ ତପସ୍ୱିନୀ କଣ କହିଥିଲେ।ସେ କହିଥିଲେ ଯେ ଆର ବର୍ଷ ନୂଆ ବର୍ଷରେ ମୁଁ ଶୋଇପଡ଼ିଥିଲି ଏବଂ ସୁମିତ ମତେ ପ୍ରଥମେ ମେସେଜ କରିଥିଲେ।ସେ ଗୋଟେ ଗୀତ ମଧ୍ୟ ମୋ ପାଇଁ ଲେଖି ପଠାଇଥିଲେ ହ୍ଵାଟସାପ ମାଧ୍ୟମରେ।

ସେ ଗୀତର ତ ସ୍କ୍ରିନସଟ ରଖିଛି ମୁଁ।ମତେ ବି ସେ ଗୀତ ଆସେନି।ସେ ୧୨ଟା ରାତିରେ ୱଇସ କରିଥିଲେ ଏବଂ ମୁଁ ସକାଳୁ ଉଠିବା ପୂର୍ବରୁ ମଧ୍ୟ ୱଇସ କରିଥିଲେ ଏବଂ କଲ କରିଥିଲେ ଆଉ ସେ କହିଥିଲେ କି ଆର ନୂଆ ବର୍ଷ ବେଳକୁ ଆମେ ମିଶିକରିଥିବା ଆମ ଘରେ ଆମ ବାହାଘର ହୋଇଯାଇଥିବ।

ତୋର ଜନ୍ମଦିନ ମଧ୍ୟ ପଳେଇଆସିଥିବ।ସେଥିରେ ବି ଆମେ ମିଶିକରୀ ସେଲିବ୍ରେସନ କରିବା।ବୋଧ ହୁଏ ଭଗବାନ ଚାହୁଁ ନଥିବେ ମୁଁ କିନ୍ତୁ ବହୁତ ଖୁସି ଆଛି ଯେ କାଲି ନୂଆ ବର୍ଷ ଏବଂ ସୁମିତ ମତେ କହିଥିଲେ ତୁମେ ନୂଆବର୍ଷରେ ଆସିଯାଇଥିବ ଏବଂ ଆମେ ମିଶିକରି ଥିବା ଏବେ ମୁଁ ମୋ ସ୍ୱାମୀଙ୍କ ଘରେ ଥିବାରୁ ବହୁତ ଖୁସି।

ଯଦି ନୂଆବର୍ଷରେ ସୁମିତଙ୍କୁ ଦେଖିପାରିଥାନ୍ତି ତେବେ ଆହୁରି ଖୁସି ହୋଇଥାନ୍ତି।ଏହା ଦୁନିଆର ବହୁତ ବଡ଼ ଗିଫ୍ଟ ବୋଲି ଭାବିଥାନ୍ତି।ହୁଏତ ଭଗବାନ ମତେ ଏହା ଦିଅନ୍ତୁ।ଏପରି କିଛି ହେଉ ଯାହାଦ୍ୱାରା ମୁଁ କାଲି ସୁମିତଙ୍କୁ ଦେଖିପାରିବି।ଏହାପରେ ସେ କହିଥିଲେ ମୁଁ ସୁମିତଙ୍କୁ ଗୁହାରି କରି କହିବି ସବୁଦିନ କହୁଚି

ଆଜି ମଧ୍ୟ କହିବି ସ୍ୱାମୀ ସ୍ତ୍ରୀ ଉଭୟଙ୍କ ଭିତରେ ଝଗଡା ହୁଏ।ତୁମେ ମୁହଁରେ ନକହିଲେ ମଧ୍ୟ ତୁମ ମନ ଜାଣିଛିଯେ କଣ ହୋଇଛି ଏବଂ କଣ ହୋଇନି କାହିଁକି ଡିମ୍ପଲ ଏଠିକି ଆସିଛି କଣ ନିର୍ଯ୍ୟାତନା ଡିମଲଙ୍କୁ ଦିଆହୋଇଛି ନା ଡିମ୍ପଲ ଖାଲିରେ ଅଛି।ଲୋକ ତ କହିବେ।କିନ୍ତୁ ତୁମେ ନିଜେ ଜାଣିଛଯେ କଣ ଭୁଲ ହୋଇଛି।

ଖାଲି ଏତିକି କହିବି ମୋର ଶାଶୁଘର ଲୋକ ଏବଂ ସୁମିତଙ୍କୁ ଯେ ସେମାନେ ନୂଆ ବର୍ଷରେ କାହାର ମନ୍ଦ ଚିନ୍ତା କରନ୍ତୁନି।ଖାଲି ଏତିକି କହିବି।ସେହି କଥାକୁ ଜଲଦି ତୁଟେଇବାପାଇଁ ଭାବନ୍ତୁ।ଏହାକୁ ଗୋଳେଇ ଘଣ୍ଟେଇ ନକରନ୍ତୁ।ଏହାପରେ ଯଦି ସୁମିତଙ୍କୁ କହିଛନ୍ତି ଯଦି କେଉଁ କଥା ଭୀଡ଼ିଓରେ କହିପାରୁ ନାହାନ୍ତି ମତେ ତୁମେ କହିପାରିବ।

Leave a Reply

Your email address will not be published. Required fields are marked *