ମତେ ଆପଣ ଗାଳି କରନ୍ତୁ ମୁଁ ଖୁସି ଅଛି ଯେ ଆପଣ ମୋ ସୁମିତକୁ Support କରୁଛନ୍ତି,କାହିଁକି ଏପରି କହିଦେଲେ ତପସ୍ୱିନୀ..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ କଳହ ବର୍ତ୍ତମାନ ଧୀରେ ଧୀରେ ଅଧିକ ବଢ଼ି ବଢ଼ି ଚାଲିଛି।ଏହା ସହିତ ଏହି ସମୟରେ କଳହ ବର୍ତ୍ତମାନ ବହୁତ ଅଧିକ ହୋଇ ଯାଇଥିବା କାରଣରୁ ବର୍ତ୍ତମାନ ଅନେକ ଲୋକ ଏହା ଉପରେ ବର୍ତ୍ତମାନ ଅନେକ କଥା କହିବା ଆରମ୍ଭ କରି ସାରିଲେଣି।ଏହା ସହିତ ଏହି କଳହର ସମାଧାନ କରିବା ପାଇଁ ବର୍ତ୍ତମାନ ଅନେକ ପ୍ରୟାସ କରାଯିବା ପରେ ମଧ୍ୟ ଏହାର ସମାଧାନ ହୋଇ ପାରି ନାହିଁ।

ଏହା ସହିତ ବର୍ତ୍ତମାନ ଏହି କଳହର ଆଉ ଏକ ଶୁଣାଣି ସମୟ ରହି ଥିବାରୁ ବର୍ତ୍ତମାନ ଏହି କଳହର ସମାଧାନ ହୋଇଯିବ ବୋଲି ସମସ୍ତେ ଆଶା କରୁଛନ୍ତି।ତେବେ ଏହା ପରେ ବର୍ତ୍ତମାନ ତପସ୍ଵିନୀ ମଧ୍ୟ ଏହି ସମସ୍ୟାର ସମାଧାନ କରିବା ପାଇଁ ନିଜର ସମସ୍ତ ପ୍ରୟାସ ଚଳାଇଛନ୍ତି।ତେବେ ସେ କହିଥିଲେ କି ସେ ନିଜର ପତିଙ୍କ ପାଖକୁ କୌଣସି ପରିସ୍ଥିତିରେ ମଧ୍ୟ ଯିବାକୁ ଚାହୁଁଛନ୍ତି।

କିନ୍ତୁ ତାଙ୍କର ପତି ଏହି ଘଟଣାର ସମାଧାନ କରିବା ପାଇଁ ପ୍ରୟାସ କରୁ ନାହାନ୍ତି ବୋଲି ସେ କହିଛନ୍ତି।ଏହା ସହିତ ତାଙ୍କର ପତି ପ୍ରେମ କରି ତାଙ୍କୁ ବିବାହ କରିଥିଲେ ଏହା ସହିତ ଏପରି ଭାବରେ ତାଙ୍କୁ ଏକ ବର୍ଷ ପରେ ଛାଡ଼ିଦେବା ସଠିକ ନୁହେଁ ବୋଲି ସେ କହିଛନ୍ତି।ତେବେ ଏହା ପରେ ମଧ୍ୟ ଅନେକ ଲୋକ ତାଙ୍କୁ ସମର୍ଥନ କରୁ ନାହାନ୍ତି।

ତେବେ ଏହା ଉପରେ ତପସ୍ଵିନୀ କହିଥିଲେ କି ତାଙ୍କୁ ଯିଏ ସମର୍ଥନ କରନ୍ତୁ କି କରନ୍ତୁ ନାହିଁ ସେମାନେ ତାଙ୍କୁ ସମର୍ଥନ କରୁ ନାହାନ୍ତି ମାନେ ସେମାନେ ତାଙ୍କର ପତିଙ୍କୁ ସମର୍ଥନ କରୁଛନ୍ତି।ଏହା ସହିତ ସେ କହିଥିଲେ କି ସେମାନେ ତାଙ୍କର ପତିଙ୍କୁ ସମର୍ଥନ କରୁଥିବାରୁ ମଧ୍ୟ ସେ ବହୁତ ଖୁସି ଅଛନ୍ତି।

ଏହା ସହିତ ନିଜର ପତିଙ୍କୁ ବର୍ତ୍ତମାନ ସେ ନିଜର କରିବା ପାଇଁ ନିଜର ସମସ୍ତ ପ୍ରୟାସ କରି ଚାଲିଛନ୍ତି।ତେବେ ତାଙ୍କୁ ଯେଉଁ ବ୍ୟକ୍ତିମାନେ ବର୍ତ୍ତମାନ ବିରୋଧ କରୁଛନ୍ତି ସେ ସେମାନଙ୍କୁ ତାଙ୍କର ପରିସ୍ଥିତି ବୁଝିବା ପାଇଁ ଅନୁରୋଧ କରିଛନ୍ତି।ଏହା ସହିତ ସତ୍ୟରେ କିଏ ରହିଛି ଏହା ଜାଣିବା ପାଇଁ ପ୍ରୟାସ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ଏହା ସହିତ ଯେଉଁ ବ୍ୟକ୍ତି ନ୍ୟାୟରେ ରହିଛି ସେହି ବ୍ୟକ୍ତିକୁ ନ୍ୟାୟ ମିଳିବ ବୋଲି ମଧ୍ୟ ସେ କହିଛନ୍ତି।ଏହା ସହିତ ସେ ନିଜକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ନ୍ୟାୟରେ ଥିବା କଥା କହିଛନ୍ତି।ଏହା ସହିତ ସେ କହିଛନ୍ତି କି ଯଦି କୌଣସି ବ୍ୟକ୍ତି ତାଙ୍କୁ ସମର୍ଥନ କରୁ ନାହାନ୍ତି ତେବେ ଠିକ ଅଛି ତେବେ ସେମାନେ ତାଙ୍କୁ ବିରୋଧ କରିବାର ମଧ୍ୟ କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।ଏହା ସହିତ ଏହା ପରେ ମଧ୍ୟ ସେ ସେମାନଙ୍କ ପାଖରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି।ଯାହା ଫଳରେ ସେ ନିଜର ପତିଙ୍କୁ ପୁଣି ଫେରି ପାଇ ପାରିବେ ଏହା ସହିତ ସେ ନିଜର ଶ୍ୱଶୁର ଘରକୁ ଯାଇ ପାରିବେ।

Leave a Reply

Your email address will not be published. Required fields are marked *