ସାର୍ଥକ ଟିଭି ଅଭିନେତ୍ରୀ ନିଅନ୍ତି କେତେ ପଇସା – ଗୋଟେ ଦିନର ସୁଟିଂ ପାଇଁ ଏତେ ଟଙ୍କା ନିୟନ୍ତି ଜାଣିଲେ ଆପଣ ମଧ୍ୟ ଚମକି ପଡିବେ..

Spread the love

ବନ୍ଧୁମାନେ ଆପଣମାନେ ସାର୍ଥକ ଚ୍ୟାନେଲରେ ଅନେକ ଧାରାବାହିକ ଦେଖିଥିବେ।ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଯେମିତି ହେଲେ ଉଠି ଥିବ କି ଏହି ଧାରାବାହିକ ଗୁଡ଼ିକର ଅଭିନେତ୍ରୀ ମାନେ ଗୋଟେ ଦିନ ପିଛା କେତେ ଟଙ୍କା ନିଅନ୍ତି।ତେବେ ଆଜି ଆମେ ଏଠାରେ ସେହି ବିଷୟରେ ଜଣାଇବାକୁ ଯାଉଛୁ କି କେଉଁ ଅଭିନେତ୍ରୀମାନେ ଦିନକୁ କେତେ ଟଙ୍କା ନେଉଛନ୍ତି।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ପଢନ୍ତୁ।

୭) ସପ୍ତମ ସ୍ଥାନରେ ଆସିବେ ଅଭିନେତ୍ରୀ ସୁପ୍ରିୟା ନାୟକ- ସୁପ୍ରିୟା ସାର୍ଥକ ଚ୍ୟାନେଲରେ କେମିତି କହିବି କହ ଧାରଧାରାବାହିକରେ ନନ୍ଦିନୀ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ସେ ଏହି ଧାରାବାହିକ ଦ୍ଵାରା ଅନେକ ଲୋକଙ୍କ ମନ ଜିଣି ପାରିଛନ୍ତି।ତେବେ ସୁପ୍ରିୟା ଗୋଟେ ଦିନର ସୁଟିଂ ପାଇଁ ୧୦୦୦  ଟଙ୍କା ନେଇଥାନ୍ତି।

୬) ଷଷ୍ଠ ସ୍ଥାନରେ ଆସିବେ ଅଭିନେତ୍ରୀ ମାନସୀ ପାଲ- ମାନସୀ ପାଲ ସାର୍ଥକ ଚ୍ୟାନେଲରେ ତୋ ପାଇଁ ମୁଁ ମୋ ପାଇଁ ତୁ ଧାରାବାହିକରେ ଜ୍ୟୋତି ଭୂମିକାରେ ଅଭିନୟ କରୁଛନ୍ତି।ତେବେ ସେ ଏହି ଧାରାବାହିକ ଦ୍ଵାରା ଅନେକ ଲୋକଙ୍କ ମନ ଜିଣି ପାରିଛନ୍ତି।ତେବେ ମାନସୀ ଗୋଟେ ଦିନର ସୁଟିଂ ପାଇଁ ୩୫୦୦ ଟଙ୍କା ନେଉଛନ୍ତି।

୫) ପଞ୍ଚମ ସ୍ଥାନରେ ଆସିବେ ଅଭିନେତ୍ରୀ ତୃପ୍ତି ମିରାମ୍ବିକା- ତୃପ୍ତି ମିରାମ୍ୱିକା ସାର୍ଥକ ଚ୍ୟାନେଲରେ ମହାଦେବୀ ଧାରାବାହିକରେ ଶ୍ରୀ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ସେ ଏହି ଧାରାବାହିକ ଦ୍ଵାରା ଅନେକ ଲୋକଙ୍କ ମନ ଜିଣି ପାରିଛନ୍ତି।ତେବେ ତୃପ୍ତି ଗୋଟେ ଦିନର ସୁଟିଂ ପାଇଁ ୩୫୦୦ଟଙ୍କା ନେଉଛନ୍ତି।

୪) ଚତୁର୍ଥ ସ୍ଥାନରେ ଆସିବେ ଅଭିନେତ୍ରୀ ଅର୍ପିତା କର- ଅର୍ପିତା କର ସାର୍ଥକ ଚ୍ୟାନେଲରେ ମହାଦେବୀ ଧାରାବାହିକରେ ଦେବୀ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ସେ ଏହି ଧାରାବାହିକ ଦ୍ଵାରା ଅନେକ ଲୋକଙ୍କ ମନ ଜିଣି ପାରିଛନ୍ତି।ତେବେ ଅର୍ପିତା ଗୋଟେ ଦିନର ସୁଟିଂ ପାଇଁ ୪୦୦୦ ଟଙ୍କା ନେଉଛନ୍ତି।

୩) ତୃତୀୟ ସ୍ଥାନରେ ଆସିବେ ଅଭିନେତ୍ରୀ ଅନନ୍ୟା ଦାଶ- ଅନନ୍ୟା ଦାଶ ସାର୍ଥକ ଚ୍ୟାନେଲରେ ଦିବ୍ୟ ଦୃଷ୍ଟି ଧାରାବାହିକରେ ଦୃଷ୍ଟି ଭୂମିକାରେ ଅଭିନୟ କରୁଛନ୍ତି।ତେବେ ସେ ଏହି ଧାରାବାହିକ ଦ୍ଵାରା ଅନେକ ଲୋକଙ୍କ ମନ ଜିଣି ପାରିଛନ୍ତି।ତେବେ ସେ ଗୋଟେ ଦିନର ସୁଟିଂ ପାଇଁ ୫୦୦୦ ଟଙ୍କା ନେଉଛନ୍ତି।

୨) ଦ୍ଵିତୀୟ ସ୍ଥାନରେ ଆସିବେ ଅଭିନେତ୍ରୀ ଲିପ୍ସା ମିଶ୍ର- ଲିପ୍ସା ମିଶ୍ର ସାର୍ଥକ ଚ୍ୟାନେଲରେ ହେ ପ୍ରଭୁ ଧାରାବାହିକରେ କୁହୁ ଭୂମିକାରେ ଅଭିନୟ କରୁଛନ୍ତି।ଲିପ୍ସା ଜଣେ ବହୁତ ଭଲ ଅଭିନେତ୍ରୀ ସେ ଧାରାବାହିକରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରି ଧୀରେ ଧୀରେ ସମ୍ପୂର୍ଣ୍ଣ ଓଡ଼ିଆ ସିନେମା ଜଗତରେ ନାମ କରି ପାରିଥିଲେ।ଏବେ କିନ୍ତୁ ସେ ଏହି ଧାରାବାହିକରେ କାମ କରୁଛନ୍ତି।ତେବେ ଲିପ୍ସା ଗୋଟେ ଦିନର ସୁଟିଂ ପାଇଁ ୮୦୦୦ ଟଙ୍କା ନେଇଥାନ୍ତି।

୧) ପ୍ରଥମ ସ୍ଥାନରେ ଆସିବେ ଅଭିନେତ୍ରୀ ଜେସି ସାମଲ- ଜେସି ସାମଲ ସାର୍ଥକ ଚ୍ୟାନେଲରେ ଜୀବନ ସାଥି ଧାରାବାହିକରେ ଭକ୍ତି ଭୂମିକାରେ ଅଭିନୟ କରୁଛନ୍ତି।ତେବେ ସେ ନିଜର ବହୁତ ଭଲ ଅଭିନୟ ଶୈଳୀ ଦ୍ଵାରା ଲୋକଙ୍କ ମନକୁ କିଣିବାରେ ସକ୍ଷମ ହେଇଛନ୍ତି।ତେଣୁ ସେ ଏହି ତାଲିକାରେ ସବୁଠୁ ଉପରେ ଅଛନ୍ତି।ତେବେ ଜେସି ଗୋଟେ ଦିନର ସୁଟିଂ ପାଇଁ ୯୦୦୦ ଟଙ୍କା ନେଉଛନ୍ତି।

Leave a Reply

Your email address will not be published. Required fields are marked *