ଓଡିଶା ସରକାର କୋଭିଡି ପାଇଁ ଜାରି କଲେ ନୂଆ Guidelines,ଆଜିଠୁ ସ୍କୁଲ କଲେଜ ସବୁ ବନ୍ଦ,ରାତି ୯ ରୁ ସକାଳ ୫ ଯାଏ ସବୁ ବନ୍ଦ ଜାଣନ୍ତୁ ଆଉ କଣ ରହିଛି ନିୟମ..ଦେଖନ୍ତୁ Video

Spread the love

ତେବେ ଗତ ଦୁଇବର୍ଷ ହେଲା ସମ୍ପୂର୍ଣ୍ଣ ବିଶ୍ଵ ବର୍ତ୍ତମାନ ଏହି କରୋନା ମହାମାରୀ ପ୍ରଭାବରେ ବହୁତ ଅଧିକ ଭାବରେ ପୀଡ଼ିତ ହୋଇ ସାରିଛି।ତେବେ ବର୍ତ୍ତମାନ ଏହି ମହାମାରୀ ପ୍ରଭାବ ପୁଣି ଥରେ ବଢ଼ିବାକୁ ଯାଉଛି।ବର୍ତ୍ତମାନ ଆମେରିକାରେ ପ୍ରତିଦିନ ପୁଣି ୧୧ ଲକ୍ଷରୁ ଅଧିକ ମହାମାରୀ ସଂକ୍ରମିତ ଚିହ୍ନଟ ହେଉଛନ୍ତି।ତେବେ ଏହା ପରେ ବର୍ତ୍ତମାନ ସାଉଥ ଆଫ୍ରିକାରେ ପୁଣି ଆଉ ଏକ ଭୟଙ୍କର ଭୁତାଣୁ ମଧ୍ୟ ଚିହ୍ନଟ ହୋଇଛି।ତେବେ ଏହାକୁ ବର୍ତ୍ତମାନ ଓମିକ୍ରନ ବୋଲି କୁହାଯାଉଛି।

ଏହା ସହିତ ଏହା ବର୍ତ୍ତମାନ ଧିରେ ଧିରେ ଆମ ଭାରତ ଉପରେ ମଧ୍ୟ ନିଜର ପ୍ରଭାବ ପକାଇବା ଆରମ୍ଭ କରି ସାରିଲାଣି।ତେବେ ବର୍ତ୍ତମାନ ଆମ ଦେଶର କିଛି ରାଜ୍ୟ ଯେପରିକି ମହାରାଷ୍ଟ୍ର, ଦିଲ୍ଲୀ,କର୍ଣ୍ଣାଟକ,ପଶ୍ଚିମବଙ୍ଗ ଓ ତାମିଲନାଡୁ ଭଳି ରାଜ୍ୟରେ ପୁଣି ଏହି କରୋନା ଭୁତାଣୁ ପୁଣି ଧୃତ ବେଗରେ ସଂକ୍ରମିତ ହେବା ଆରମ୍ଭ ହୋଇ ସାରିଲାଣି।

ତେବେ ଏହା ପ୍ରଭାବରେ ବର୍ତ୍ତମାନ ଅନେକ ଲୋକ ସଂକ୍ରମିତ ମଧ୍ୟ ହେବା ଆରମ୍ଭ ହୋଇ ସାରିଲାଣି।ଏହାର ପ୍ରଭାବ ପୂର୍ବ ଅପେକ୍ଷା ୩ ଗୁଣ ଅଧିକ ରହିବ ବୋଲି ମଧ୍ୟ ଅନୁମାନ କରାଯାଉଛି।ତେବେ ଗତ ପାଞ୍ଚ ଦିନ ତଳେ ସମ୍ପୂର୍ଣ୍ଣ ରାଜ୍ୟରେ ପ୍ରତିଦିନ ୨୦୦ ସଂକ୍ରମିତ ବାହାରୁ ଥିବା ବେଳେ ବର୍ତ୍ତମାନ ଅଚାନକ ଭାବରେ ଏହି ସଂକ୍ରମଣ ହାରରେ ବୃଦ୍ଧି ଘଟି ଯାଇଛି।

ଏହା ସହିତ ଅଚାନକ ଭାବରେ ଏପରି ଭାବରେ ବୃଦ୍ଧି ଘଟିବା ଫଳରେ ବର୍ତ୍ତମାନ ଏହା ଆମର ରାଜ୍ୟ ପାଇଁ ଏକ ବହୁତ ବଡ଼ ଚିନ୍ତାର କାରଣ ମଧ୍ୟ ହୋଇଛି।ଏହା ସହିତ ଆଜି ସଂକ୍ରମଣ ହାରରେ ପ୍ରାୟ ୮୯ ପ୍ରତିଶତ ବୃଦ୍ଧି ଘଟି ଥିବାର ଦେଖିବାକୁ ମିଳିଥିଲା।ତେବେ ଆଜି ଆମ ରାଜ୍ୟରେ ସଂକ୍ରମଣ ପ୍ରାୟ ୧୨୦୦ ରୁ ଅଧିକ ବାହାରି ଥିବାର ଦେଖା ଯାଇଥିଲା।

ବହୁତ ଅଧିକ ଥିଲା।ତେବେ ଏହା ଉପରେ ବର୍ତ୍ତମାନ ରାଜ୍ୟ ସରକାର କିଛି କଟକଣା ଜାରି କରିବା ସହିତ ବର୍ତ୍ତମାନ ରାଜ୍ୟ ବାସୀଙ୍କୁ ସତର୍କ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ବର୍ତ୍ତମାନ ଏହା ମଧ୍ୟ ଜଣା ପଡୁଛି କି ଯେଉଁମାନେ ବର୍ତ୍ତମାନ ଦୁଇ ଦୁଇଟା ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରେ ମଧ୍ୟ ସଂକ୍ରମଣ ଦେଖିବାକୁ ମିଳୁଛି।

ଏହା ସହିତ ବର୍ତ୍ତମାନ ଏହାକୁ ନେଇ ଅନେକ ଲୋକ ମଧ୍ୟ ଭୟଭୀତ ହୋଇ ସାରିଲେଣି।ତେବେ ଯେଉଁ ମାନେ ଦୁଇଟି ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ହାର କମ ବୋଲି ମଧ୍ୟ ଦେଖିବାକୁ ମିଳିଛି।ଏହା ସହିତ ବର୍ତ୍ତମାନ ଏପରି ଭାବରେ ସଂକ୍ରମଣ ବଢ଼ି ଚାଲି ଥିବାରୁ ବର୍ତ୍ତମାନ ସମସ୍ତଙ୍କୁ ସଚେତନ ରହିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହିତ ସରକାର ବର୍ତ୍ତମାନ ୧୫-୧୮ ବର୍ଷ ପିଲାଙ୍କ ପାଇଁ ଟୀକାକରଣ ଆରମ୍ଭ କରିଛନ୍ତି।ଯେଉଁଥିରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମଧ୍ୟ କୁହାଯାଇଛି।ଏହା ସହିତ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ ସରକାର ବର୍ତ୍ତମାନ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *