କାହା Tuition କଥାରେ ଉଠବସ ହେଉଛନ୍ତି ବାବୁସାନ,ସମସ୍ତେ ଜାଣନ୍ତି ଚେନ୍ନାଇରେ ବାବୁଶାନ କାହାସହ ଅଛନ୍ତି,ଭଉଣୀ କଲେ ବଡ ଖୁଲାସା…

Spread the love

ସେ ଝିଅ ଯେମିତି କହୁଛି ସେମିତି ଭିଡିଓ କରି ଛାଡୁଛି ବାବୁ।ସେଠି ଯେମିତି ଥିଲା ଏଠି ମଧ୍ୟ ସେମିତି କରୁଛି।ସେ ଝିଅ ସହିତ ଥିବା ପର୍ଯ୍ୟନ୍ତ ଆମ ଫୋନ ରିସିଭ କରିବନି।ବାବୁଶାନ ଫେରିବା ପରେ ହିଁ ସବୁ ସମସ୍ୟାର ସମାଧାନ ହେବ।ସବୁ କିଛି ଜଣା ପଡୁଛି କାହା ଇସାରାରେ ଏହି ସବୁ କରୁଛି ବାବୁ। ସେ ଝିଅ ଏଠି ଏମିତି କରୁଥିଲା ହାତ କାଟିଦେବି ମରିଯିବି।

ସେଠି ମଧ୍ୟ ସେ ସେମିତି କରୁଥିବ।ଯେଉଁଥିପାଇଁ ବାବୁ ସାନ ତା କଥାରେ ପଡି ସେମିତି ଭିଡ଼ିଓ କରୁଛନ୍ତି।ଆମକୁ ତ ଡର ଲାଗିଲାଣି ଯେ ସେ ଝିଅ ଗୁଣି ଗାରେଡ଼ି କରିଦେଇଛି।ନହେଲେ ନିଜ ମା ସ୍ତ୍ରୀ ଓ ପରିବାର କୁ ଭଲପାଉଥିବା ବାବୁ ଏତେ ବଦଳିଗଲା କେମିତି? ଏବେ ମଧ୍ୟ ସେ ଚେନ୍ନାଇ ରେ ପ୍ରକୃତି ଙ୍କ ସହ ରହିଥିବାର ଏବଂ ତାଙ୍କ କଥାରେ ଭିଡିଓ ବନାଉଥିବାର ଅଭିଯୋଗ ଆଣିଛନ୍ତି ବାବୁଶାନ ଙ୍କ ଭଉଣୀ ତ୍ରୁଟି ମହାନ୍ତି।

ତୃପ୍ତି:- ସେ ଚେନ୍ନାଇ ରେ ହିଁ ଅଛି ଓଡ଼ିଶା ରେ ନାହିଁ।ଆଉ ସେଠି କାହା ସହ ରହୁଚି ସେଟା ଆପଣ ମାନଙ୍କୁ ବି ଜଣା।ଯଦି ଜଣେ ଓଡ଼ିଶା ରେ ଥାଇ ଜଣଙ୍କୁ ବ୍ଲାକ ମେଲ କରିଲା ଏବଂ ଏତେ କଥା କହିପାରୁଛନ୍ତି।ଚେନ୍ନାଇ ରେ ସେ ତାଙ୍କ ପାଖରେ ଥିବା ତାଙ୍କୁ କଣ କିଛି କହିନଥିବେ।
ଯେ ତମେ ମତେ ଭଲ କାହିଁକି ଭିଡ଼ିଓ କର ବୋଲି।

ଆପଣ ଦେଖି ପାରୁଥିବେ ଯେ ବାବୁଶାନ ଯେଉଁ ଭଳି ମୁହଁ ଦେଖାଇ କହୁଛନ୍ତି ଏମିତି କିଛି ହୋଇଥିବ।ଦ୍ଵିତୀୟ କଥା ବାବୁଶାନ ଙ୍କ ର ଏହି କାମ ବାଧ୍ୟ ରେ କରାଯାଇଛି।ସେଟା ହୋଇପାରେ ନଚେତ ସେ ଭାବିଥାଉ ପାରେ ଯେ ଆମ ଘର ସମ୍ମାନ କେବେ ବି ତଳେ ନପଡୁ।ସାମ୍ବାଦିକ:-ଅଭିନେତା ବାବୁଶାନ ଏବଂ ଅଭିନେତ୍ରୀ ପ୍ରକୃତି ଙ୍କ ଏହି ସମ୍ପର୍କ କୁ ନେଇ ମୁଁହ ମୁଁହି ହୋଇଯାଇଛନ୍ତି ବାବୁଶାନ ଏବଂ ପ୍ରକୃତି ଙ୍କ ପରିବାର।

ଘଟଣା ପରେ ବାବୁଶାନ କହିଥିଲେ ଯେ ଯଦି ଏହା କରିବା ଦ୍ଵାର ଏତେ ଅସୁବିଧା ହେଉଛି ତେବେ ମୁଁ ଆଉ ପ୍ରକୃତି ମିଶ୍ର କିମ୍ବା ଅନ୍ୟ କୌଣସି ହୀରୋଇନ ଙ୍କ ସହ କମ କରିବି ନାହିଁ।କିନ୍ତୁ ତାଙ୍କ ପରିବାର ପ୍ରକୃତି ମିଶ୍ର ତାଙ୍କୁ ବ୍ଲାକ ମେଲ କରୁଥିବା କଥା ମିଡିଆ ଆଗରେ କହିଛନ୍ତି।ଅପରାଜିତା ପୁଅର ତ୍ରୁଟି କୁ ମାନିବା ସହିତ ପୁଅ ଜଲଦି ଘରକୁ ଫେରିଆସୁ ବୋଲି ନିବେଦନ କରିଛନ୍ତି।

ବାବୁଶାନ:- ଗୋଟିଏ ଜିନିଷ କହିବାକୁ ଚାହୁଁଛି ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବା ପାଇଁ ଏଠିକାର ଓଡ଼ିଆ ସଜେଶନ ପାଇଁ ଯୋଉଥିରେ ପ୍ରକୃତି ମିଶ୍ର ମଧ୍ୟ ସାମିଲ ଥିଲେ ମୁଁ ଏଠିକି ମୋର ନୂଆ ଫିଲ୍ମ ଆନାଉନସ ପାଇଁ ଆସିଥିଲି। ମୁଁ ଜାଣିନଥିଲି ଯେ ଘରେ ଏତେ ଅସୁବିଧା ଚାଲିଛି ବୋଲି।ଯଦି ଏତେ ଅସୁବିଧା ରହିଛି ତେବେ ମୁଁ ସେ ଫିଲ୍ମ କୁ ମଧ୍ୟ ରିଲିଜ କରିବି ନାହିଁ।ଆଉ ଦରକାର ପଡ଼ିଲେ ମଧ୍ୟ କୌଣସି ହେରୋଇନ ମାନଙ୍କ ସହ କାମ କରିବି ନାହିଁ ।

ଅପରାଜିତା:- ମୁଁ ଜାଣିଚି ତୁ ବହୁତ ଭଲପାଉ ସେମାନଙ୍କ ଠାରୁ ଦୁରେଇ ଆସେ।ସେମାନେ ତୋ ପାଇଁ କ୍ଷତି କାରକ।ସର ଫିଲ୍ମ ଇଣ୍ଡଷ୍ଟ୍ରି ତତେ ଖୋଜୁଛି।ବହୁତ ଭଲ ପାଏ ତତେ।ସମସ୍ତେ ତତେ ଓ ତୋର ଭଲ ସିନେମା କୁ ଅପେକ୍ଷା କରିଛନ୍ତି।ସେ ମତେ ଥରେ କହିଛି ଯେ ମା ସେ ମତେ ବ୍ଲାକ ମେଲ କରୁଛି ମୁଁ ଦୌଡ଼ି ଦେଇଦେବି,ମରିଯିବି। ମୁଁ କହିଲି ବାବା ତୁ ଡରୁଛୁ କଣ ପାଇଁ।ସମସ୍ତେ ଆମେ ତୋ ସହିତ ରହିଚୁ।

ସାମ୍ବାଦିକ:- ତେବେ ଏତେ ସବୁ ପରେ ପାଲଟା ଜବାବ ଦେଇଥିଲେ ପ୍ରକୃତି ମିଶ୍ର।କେହି କାହା ଘର ଭାଙ୍ଗି ପାରନ୍ତି ନାହିଁ। ନିଜ ସ୍ବାମୀ କୁ ଜଗି ନ ପାରିଲେବେକରେ ଶିଙ୍କୁଳି ଦେଇ ରଖନ୍ତୁ ବୋଲି କହିଛନ୍ତି ପ୍ରକୃତି।ଅନ୍ୟ ଝିଅ କୁ ରାସ୍ତାରେ ଟାଣା ଟାଣି କରିଲା ଜଣା ପଡ଼ିଗଲା କିଏ କଣ।ମତେ ଯେତେ ଭାଙ୍ଗିଲେ ବି ମୁଁ ପୁଣି ଠାରେ ଯୋଡ଼ି ହୋଇ ଅଭିନୟ କରିବି ବୋଲି ପୁଣି ଥରେ କହିଥିଲେ।ପ୍ରକୃତି ମିଶ୍ର:- ଆପଣଙ୍କ ସ୍ବାମୀ କୁ ଅସୁବିଧା ହୋଇଛି ଆପଣ ତାକୁ ବାନ୍ଧି ରଖନ୍ତୁ।ଆପଣ ତାକୁ ଘରୁ ଛାଡନ୍ତୁ ନାହିଁ।

ସାମ୍ବାଦିକ:- ଏହି ସବୁ ଭିତରେ କିନ୍ତୁ ସବୁଠାରୁ ବଡ଼ ଚର୍ଚ୍ଚା ରେ ଥିଲା ବାବୁଶାନ ଙ୍କ ର ଭିଡିଓ।ପୁଣି ଏକ ଭିଡ଼ିଓ ଜରିଆରେ ନିଜ ଘର ଲୋକ ଙ୍କ ର କଥା କୁ ଖଣ୍ଡ କରିଥିଲେ।ସେ ଭିଡିଓ ରେ ଯାହା ସବୁ କହିଥିଲେ ଯେ ସେ ମୋର ଭଲ ସାଙ୍ଗ ସେ ମତେ ବହୁତ ସାହାଯ୍ୟ କରୁଛି। ନା ସେ ମତେ ବ୍ଲାକ ମେଲ କରୁଛି।ସେ ମତେ ବହୁତ ସାହାଯ୍ୟ କରୁଛି।

ବାବୁଶାନ:- ଯେଉଁ ଭିଡିଓ ଟି ଆପଣ ମାନେ ଦେଖୁଛନ୍ତି।ସେ ହେଉଛନ୍ତି ମୋର ଭଲ ସାଙ୍ଗ।ନା ସେ ମତେ ବ୍ଲାକ ମେଲ କରୁଛନ୍ତି ନା ସେ ମୋଠାରୁ ପଇସା ନେଇଛନ୍ତି ନା ସେ ମତେ ହଇରାଣ କରୁଛନ୍ତି।ସେ ସବୁବେଳେ ମୋ ସହିତ ଥାଆନ୍ତି।ସାମ୍ବାଦିକ:- ତେବେ ଏହା ଭିତରେ ପ୍ରତ୍ୟେକ ଭାବରେ ଅନେକ ପ୍ରଶ୍ନ ଏବେ ସାମ୍ନା କୁ ଆସୁଛି।ପ୍ରକୃତରେ ବାବୁଶାନ କାହା ସହ ଅଛନ୍ତି ଏବଂ କେଉଁଠି ଅଛନ୍ତି।ଏହି ଭିଡିଓ ମାଧ୍ୟମରେ ସେ କାହାକୁ ସପୋର୍ଟ କରୁଛନ୍ତି ନିଜ ପରିବାର କୁ ନା ପ୍ରକୃତି ମିଶ୍ର ଙ୍କୁ।

Leave a Reply

Your email address will not be published. Required fields are marked *