୬୦ ବର୍ଷ ବୟସରେ ବିବାହ କରିବା ପଡିଗଲା ମହଙ୍ଗା, ଜାଣନ୍ତୁ କଣ ହୋଇଥିଲା Bahaghara ପରେ ବୁଢା ବ୍ୟକ୍ତିଙ୍କ ହାଲ୍

Spread the love

ଆପଣ ସମସ୍ତେ ଏହି ଲୋକକଥା ଶୁଣିଥିବେ କି ବୁଢି ଘୋଡି ଲାଲ ଲଗାମ୍ ଓ ଏହି ବୁଢା ବ୍ୟକ୍ତିଙ୍କ ଉପରେ ଏହି ଲୋକକଥା ବିଲକୁଲ୍ ଫିଟ୍ ବସେ , ହଁ ଆଜ୍ଞା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ବୃଦ୍ଧ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରେ ବାହାହେବାପାଇଁ ମନ ହେଲା, ଓ ବାହାଘର ପରେ ତାଙ୍କର କଣ ଅବସ୍ଥା ହେଲା ଆପଣ ନିଜେ ପଢିନିଅନ୍ତୁ, କହିଦେବୁ କି ଏହି ବୃଦ୍ଧ ଇନ୍ଦୋରର ବାସିନ୍ଦା ଅଟନ୍ତି । ଓ ସେ ଅବସରପ୍ରାପ୍ତ ବିଜୁଳି କର୍ମଚାରୀ ଅଟନ୍ତି , ଯିଏ କି ନିଜ ଠାରୁ କମ୍ ବୟସର ଝିଅକୁ ବିବାହ କରିନେଲେ ।

ଏଠାରେ ଧ୍ୟାନ ଦେବାର ବିଷୟ ଏହା କି ଯେ ଯେଉଁ ଝିଅକୁ ବୃଦ୍ଧା ବାହାହେବାପାଇଁ ମନସ୍ତ କରିଥିଲେ ସେ ଝିଅ ନିଜ ନାଁ ଭୁଲ୍ କହିକରି ବାହାହୋଇଥିଲା । ସେମିତି ଆମେ ସେହି ବୃଦ୍ଧ ବ୍ୟକ୍ତିଙ୍କ କଥା କହୁଛୁ ତାଙ୍କ ନାଁ ରୁପଦାସ ବୈରାଗୀ ଅଟେ , ଏବେ ପୋଲିସ୍ ବାହାଘର ପରେ ଗହଣା ଓ ପଇସା ହୋଇଯାଇଥିବା ଫେରାର୍ ଝିଅକୁ ଗିରଫ କରିନେଇଛନ୍ତି, ରୁପଦାସଙ୍କ ପ୍ରଥମ ସ୍ତ୍ରୀଙ୍କ ନିଧନ ୧୯୯୨ ରେ ହୋଇଯାଇଥିଲା ଓ ସ୍ତ୍ରୀଙ୍କ ନିଧନ ପରେ ତାଙ୍କର କେହି ବି ସନ୍ତାନ ନଥିଲେ, ଓ ନା କେହି ସଂମ୍ପର୍କୀୟ ଥିଲେ

ଏମିତିରେ ରୁପଦାସ ଜୀ ଆଉଥରେ ବାହାହେବାପାଇଁ ମନ କରିଥିଲେ , ଓ ଏହି ଭାବରେ ସେ ନିଜ ସାଙ୍ଗଙ୍କୁ ବି ଏହି ବିଷୟରେ କଥା ହୋଇଥିଲେ । ଜଣାଇଦେବୁ କି ତାଙ୍କ ବନ୍ଧୁଙ୍କ ସହ କଥାବାର୍ତ୍ତା ହୋଇସାରିବାପରେ ରୁପଦାସଙ୍କୁ ଚାଳିଶରୁ ୪୫ ବର୍ଷର ବିଧବା ମହିଳାଙ୍କ ନମ୍ବର ମିଳିଲା, ତାପରେ ଆଗାମୀ ଦିନ ରୁପଦାସ ଜୀ ନିଜ ସାଙ୍ଗଙ୍କ ସହ ସେହି ମହିଳା ଓ ଏକ ବ୍ୟକ୍ତିକୁ ନେଇ ଘରେ ପହଞ୍ଚିଲା, ତେବେ ସେ ମହିଳା ନିଜ ନାଁ ପୁଜା କହିଥିଲା

ଏହାପରେ ଯେଉଁ ବ୍ୟକ୍ତି ସେହି ମହିଳା ସହ ଆସିଥିଲା, ସେ ନିଜକୁ ସେ ଝିଅର ଭାଇ କହୁଥିଲା, ଏଠାରେ ଆଶ୍ଚର୍ଯ୍ୟକର କଥା ଏହା କି ଯେ ସେହି ପରିବାରକୁ ନେଇ ରୁପଦାସଙ୍କ ସାଙ୍ଗ ତାଙ୍କୁ ନିଶ୍ଚିତ ରହିବାକୁ କହିଥିଲେ, କିନ୍ତୁ ତେବେ ତାଙ୍କୁ ଏହା ଜଣାନଥିଲାକି ଏହି ଲୋକ ଏଭଳି ଧୋକେବାଜ୍ ହୋଇଥିବେ ।କହିଦେବୁ କି ବିବାହ ପରେ ରୁପଦାସଜୀ ଆଲମୀରା ଓ ଘରର ଚାବି ପୁଜାଙ୍କ ହାତରେ ଦେଇଦେଲେ, ଓ ଦିନେ ରୁପଦାସ ଜୀ ଆଉ ଏକ ଜାଗାରେ କାମ କରୁଥିଲେ, ତେବେ ସେ ସାହାଯ୍ୟ ପାଇଁ ନିଜ ସ୍ତ୍ରୀ ପୁଜାକୁ ଡକାଇଲେ, କିନ୍ତୁ ଆବାଜ୍ ଦେବାପରେ ପୁଜା ଆସିଲେ ନାହିଁ

ତେବେ ସେ ତଳକୁ ଯାଇ ଆଲମୀରା ଖୋଲା ହୋଇଥିବାର ଦେଖିଲେ ଏହାପରେ ରୁପଦାସଜୀଙ୍କୁ ଜଣାଗଲା କି ଆଲମୀରାରୁ ସବୁ ଗହଣା ଓ ତିନି ଲକ୍ଷ ଟଙ୍କା ଗାୟବ ଅଛି, ଓ ତାପରେ ଏହି ପୁରା ଘଟଣା ବିଷୟରେ ରୁପଦାସ ନିଜ ସାଙ୍ଗକୁ କହିଲେ ।ଯେବେ ରୁପଦାସଜୀଙ୍କୁ ଲାଗିଲା କି ପୋଲିସ୍ ରେ ରିପୋର୍ଟ କରିଦେବା ଉଚିତ୍ ତେବେ ସେ ପୋଲିସ୍ ପାଖରେ ଅଭିଯୋଗ ଦାଖଲ କଲେ, ରୁପଦାସଙ୍କ ସାଙ୍ଗ ଏବେ ପୋଲିସ୍ ହିରାସତରେ ଅଛି

କହିଦେବୁ କି ରୁପଦାସଙ୍କ ସାଙ୍ଗର ସ୍ତ୍ରୀକୁ ଫୋନ୍ କରି କହିଲେ କି ତାଙ୍କ ସ୍ୱାମୀ ରୋଗାକ୍ରାନ୍ତ ଅଛନ୍ତି , ଓ ତାଙ୍କୁ ଜଲଦି ଦେଖାକରିବାକୁ ଆସନ୍ତୁ, ତେବେ ଏହି ଖବର ଶୁଣିକରି ରୁପଦାସ ଓ ତାଙ୍କ ସାଙ୍ଗର ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଦେଖାକରିବାକୁ ଆସିଲେ, ଯାହା ଅସଲରେ ପୁଜା ହିଁ ଥିଲେ

ଏହାପରେ ପୋଲିସ୍ ରୁପଦାସଙ୍କ ସାଙ୍ଗ ଅଶୋକ ଓ ପୁଜା ଦୁହେଁଙ୍କୁ ଗିରଫ କରିନେଲେ, ସେମିତି ସେହି ମହିଳାଙ୍କ ଅସଲି ନାଁ ହେମା ଅଟେ, ଓ ପୋଲିସ୍ କୁ ହେମା ତଥା ଅଶୋକଙ୍କ ପାଖରୁ ନଗଦ ଓ ଗହଣା ମିଳିଛି, ଯଦି ଆମେ ସିଧା ଶବ୍ଦରେ କହିବା ୬୦ ବର୍ଷର ବୟସରେ ରୁପଦାସ ଙ୍କୁ ବାହାହେବା ସତରେ ମହଙ୍ଗା ପଡିଲା ।

Leave a Reply

Your email address will not be published. Required fields are marked *