ପୁଣି କାନ୍ଦିଲେ Tapasiwni,ଅର୍ଡର ହାତରେ ଅଛି ଝିଅ କାନ୍ଦୁଛି କାହିଁକି ,ଆଜି ଝିଅ ଯିବା କଥା ମାନେ ଯିବ…ଦେଖନ୍ତୁ Video

Spread the love

ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ପ୍ରତିଦିନ ନୂଆ ନୂଆ ମୋଡ଼ ନେବାକୁ ଲାଗିଛି।ଏହା ସହିତ ଏହି କଳହର ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହୋଇ ପାରୁ ନାହିଁ।ଏହା ସହିତ ଏହି କଳହର ସମାଧାନ ପାଇଁ ଅନେକ ପ୍ରୟାସ କରାଯାଉଥିଲେ ମଧ୍ୟ ଏହା କିଛି ନୂଆ ମୋଡ଼ ନେଇ ଯାଉଛି।ତେବେ କୋର୍ଟ ଏହା ନିର୍ଦ୍ଦେଶ ଦେଇଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ।ଏହା ସହିତ ତାଙ୍କୁ ମାସିକ ୧୭ ହଜାର ଟଙ୍କା ମଧ୍ୟ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ତେବେ ଏହି ନିର୍ଦ୍ଦେଶ ଦେବା ପରେ ମଧ୍ୟ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇ ପାରୁ ନାହିଁ।ତେବେ ତପସ୍ଵିନୀ ଏହା ଚିନ୍ତା କରିଥିଲେ କି ତାଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଗଲା।ଏହା ସହିତ ସେ ଯେଉଁ ୪୪ ଦିନର ସଂଘର୍ଷ ଚଳାଇଥିଲେ ତାହା ଶେଷ ହୋଇଗଲା।କିନ୍ତୁ ପୁଣି ସବୁକିଛି ଭୁଲ ହୋଇଗଲା।

ତେବେ ଏହି ଶୁଣାଣି ହେବା ପରେ ଡକ୍ଟର ସୁମିତଙ୍କ ପିତା ଦୁଇଦିନ ସମୟ ନେଇ ଉପର ଘର ସଜାଡ଼ିବା ପାଇଁ କହିଥିଲେ।ତେବେ ଏହା ପରେ ମଧ୍ୟ ତପସ୍ଵିନୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଶ୍ୱଶୁର ଘରକୁ ଯାଇ ନାହାନ୍ତି।ଏହା ସହିତ ତପସ୍ଵିନୀ କୌଣସି କାରଣରୁ କାନ୍ଦୁ ଥିବାର ମଧ୍ୟ ଦେଖା ଯାଇ ଥିଲା।

ତେବେ ଏହି କଥାକୁ ଏଇ ବର୍ତ୍ତମାନ ପ୍ରମିଳା ମାଉସୀ ବହୁତ ଅଧିକ କ୍ରୋଧିତ ହୋଇ ପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା।ତେବେ ପ୍ରମିଳା ମାଉସୀ କୋର୍ଟଙ୍କ ନିଷ୍ପତି ଆସିବା ପରେ ନିଜର ଘରକୁ ଚାଲି ଯାଇଥିଲେ।ତେବେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଚିକିତ୍ସାଳୟ ନିଆ ଯାଇଥିଲା।

ଏହା ସହିତ ସେଠାରେ ତାଙ୍କୁ ସାଲାଇନ ଲାଗିଥିଲା ବୋଲି ମଧ୍ୟ କୁହା ଯାଇଥିଲା।ଏହା ସହିତ ସେ କହିଥିଲେ କି ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ନଥିଲା।ତେବେ ସେ ଯେତେବେଳେ ଜାଣିବାକୁ ପାଇଥିଲେ କି ତପସ୍ଵିନୀ କୌଣସି କାରଣରୁ କାନ୍ଦିଛନ୍ତି ଏହା ଜାଣିବା ପରେ ସେ ତୁରନ୍ତ ପୁଣି ଫେରି ଆସିଥିଲେ।

ଏହା ସହିତ ବର୍ତ୍ତମାନ ସେ ସମସ୍ତଙ୍କୁ ପ୍ରଶ୍ନ କରିଥିଲେ କି କୋର୍ଟଙ୍କ ନିର୍ଦ୍ଦେଶ ଥିବା ପରେ ମଧ୍ୟ ତପସ୍ୱିନୀ ପୁଣି କଣ ପାଇଁ କାନ୍ଦିଥିଲେ।ତେବେ ଏହି କଥାକୁ ନେଇ ପ୍ରମିଳା ମାଉସୀ ବହୁତ ଅଧିକ କ୍ରୋଧିତ ଥିବାର ମଧ୍ୟ ଦେଖା ଯାଇଥିଲା।ଏହା ସହିତ ପ୍ରମିଳା ମାଉସୀ ବର୍ତ୍ତମାନ ସମସ୍ତଙ୍କୁ ଏହାର ଉତ୍ତର ମାଗିବା ସହିତ ତପସ୍ୱିନୀଙ୍କୁ କଣ ପାଇଁ ତାଙ୍କର ଶ୍ୱଶୁର ଘର ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନିଜର ଘରକୁ ନେଇ ନଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ଏହା ସହିତ ସେ କହିଥିଲେ କି ଡକ୍ଟର ସୁମିତଙ୍କ ପରିବାର ଲୋକ ଯେଉଁ ଦୁଇଦିନ ସମୟ ନେଇଥିଲେ ତାହା ବର୍ତ୍ତମାନ ଶେଷ ହୋଇ ଯାଇଛି।ଏହା ସହିତ ତାଙ୍କର ଝିଅ ଅର୍ଥାତ ତପସ୍ୱିନୀ ଆଜି ନିଜର ଶ୍ୱଶୁର ଘର ଭିତରକୁ ଯିବେ ବୋଲି ପ୍ରମିଳା ମାଉସୀ ଆଜି ଜୋର ସହିତ କହିଥିଲେ।

Leave a Reply

Your email address will not be published. Required fields are marked *