ପ୍ରମୋଦ ସାହୁଙ୍କ Gate ବାଡେ଼ଇଲେ ପୋଲିସ,କହିଲେ ଏ ସବୁ ଜଲ୍ଦି ବନ୍ଦ କର ନହେଲେ ଯାହା ହେବ..ଦେଖନ୍ତୁ Video

Spread the love

ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ କଳହ ପ୍ରତିଦିନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି।ଏହା ସହିତ ଏହି କଳହର କୌଣସି ସ୍ଥାୟୀ ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହୋଇ ପାରୁ ନାହିଁ।ତେବେ କୋର୍ଟ ଏହା ନିର୍ଦ୍ଦେଶ ଦେଇଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ ଏହା ସହିତ ତାଙ୍କୁ ମାସିକ ୧୭ ହଜାର ଟଙ୍କା ଭରଣ ପୋଷଣ ପାଇଁ ପ୍ରଦାନ କରିବାକୁ ମଧ୍ୟ ଡକ୍ଟର ସୁମିତଙ୍କ ପରିବାରକୁ ନିର୍ଦ୍ଦେଶ ଦିଆ ଯାଇଥିଲା।

ତେବେ ବର୍ତମାନ ଏଥିରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି।ଏହା ସହିତ ଡକ୍ଟର ସୁମିତଙ୍କ ପିତା ବର୍ତ୍ତମାନ ନିଜର କିଛି ମନ ଇଚ୍ଛା କାର୍ଯ୍ୟ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।ତେବେ ସୂଚନା ଅନୁସାରେ ତପସ୍ଵିନୀ ଡକ୍ଟର ସୁମିତଙ୍କ ଘରର ଉପର ଘରେ ରହିବେ ବୋଲି ନିଷ୍ପତି ହୋଇଥିଲା।

ଏହା ସହିତ ସେଠାରେ ତପସ୍ଵିନୀ ରହିବା ପାଇଁ ମଧ୍ୟ ଅନେକ ସଫା ସଫି କାର୍ଯ୍ୟ ଚାଲିଥିଲା।କିନ୍ତୁ ବର୍ତ୍ତମାନ ଅଚାନକ ଭାବରେ ଏହି ସମସ୍ତ କାର୍ଯ୍ୟରେ ଅନେକ କିଛି ପରିବର୍ତ୍ତନ ଆସି ଯାଇଛି।ତେବେ ସୂଚନା ଅନୁସାରେ ତପସ୍ଵିନୀ ଯେଉଁ ସ୍ଥାନରେ ରହିବେ ସେହି ସ୍ଥାନରେ ଆଉ କିଛି ୭-୮ ଜଣ ଯୁବକଙ୍କୁ ରହିବା ପାଇଁ ମଧ୍ୟ ଡକ୍ଟର ସୁମିତଙ୍କ ପରିବାର ଲୋକ ବର୍ତ୍ତମାନ ଭଡା ଦେଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି।

ଏହା ସହିତ ଏହା ଜାଣିବା ପରେ ବର୍ତ୍ତମାନ ସମସ୍ତ ଜନତା ମଧ୍ୟ ଅଧିକ କ୍ରୋଧିତ ହୋଇ ପଡିଛନ୍ତି।ଏହା ସହିତ ତପସ୍ଵିନୀ କିପରି ଭାବରେ ବାହାର ଲୋକଙ୍କ ସହିତ ରହିବେ ବୋଲି ମଧ୍ୟ ଅନେକ ଲୋକ ବର୍ତ୍ତମାନ ପ୍ରଶ୍ନ କରିଛନ୍ତି।ଏହା ସହିତ ଆଜି ଶେଷରେ ଏହି କଥାର ସମାଧାନ କରିବା ପାଇଁ ଆଜି ପୋଲିସ ଯାଇ ସେଠାରେ ପହଞ୍ଚି ଯାଇଥିଲା।

ତେବେ ପୋଲିସ ତାଙ୍କର ଘରର କବାଟ ବାଡ଼େଇବାର କିଛି ସମୟ ପରେ ପ୍ରମୋଦ ସାହୁ ଆସି ତାଙ୍କର ଘରର ଭିତରେ ରହି କଥା ହୋଇଥିଲେ।ଏହା ସହିତ ଉଭୟ ବାହାର ଓ ଭିତର ପଟୁ ମଧ୍ୟ ତାଲା ପଡ଼ି ଥିବାର ଦେଖିବାକୁ ମିଳିଥିଲା।ଏହା ସହିତ ବର୍ତ୍ତମାନ ଜନସାଧାରଣ ବହୁତ ଅଧିକ କ୍ରୋଧିତ ଥିବାର ଦେଖିବାକୁ ମିଳିଛି।

ଏହା ସହିତ ସେ କିପରି ଭାବରେ ନିଜର ବୋହୂ ସହିତ ଏପରି କରି ପାରୁଛନ୍ତି ବୋଲି ଅନେକ ଲୋକ ବର୍ତ୍ତମାନ ତାଙ୍କୁ ପ୍ରଶ୍ନ କରିଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ଉପର ଘରେ ସେହି ଭଡ଼ାଟିଆ ମାନଙ୍କ ସହିତ କିପରି ଭାବରେ ରହି ପାରିବେ ବୋଲି ଅନେକ ଲୋକ ବର୍ତ୍ତମାନ ପ୍ରଶ୍ନ କରିଛନ୍ତି।

ତେବେ ଏହା ସବୁ ପରେ ଯେତେବେଳେ ପୋଲିସ ଏହି କଥା ସମ୍ପର୍କରେ ଆଲୋଚନା କରିବା ପାଇଁ ଯେତେବେଳେ ଯାଇ ଡକ୍ଟର ସୁମିତଙ୍କ ଘର ପାଖରେ ପହଞ୍ଚି ଥିଲେ ସେହି ସମୟରେ ତାଙ୍କର ଘରକୁ ବାହାର ପଟୁ ଜଣେ ଭଡା ନେଉଥିବା ବ୍ୟକ୍ତି ତାଲା ପକାଇ ଥିବାର କଥା ପୋଲିସ ଜାଣିବାକୁ ପାଇଥିଲେ।ତେବେ ପୋଲିସ ସେହି ସ୍ଥାନରେ ସେହି ତାଲା ଖୋଲିବା ପାଇଁ ଅପେକ୍ଷା କରି ରହିଥିଲା।ସେଠାରେ ଥିବା ସମସ୍ତ ଜନସାଧାରଣ ପ୍ରମୋଦ ସାହୁଙ୍କ ଉପରେ ଅସନ୍ତୁଷ୍ଟ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *