ସବୁଦିନ ରାତିରେ କାନ୍ଦୁଥିଲେ Sriyaa ଛାଡ଼ୁ ନଥିଲେ ହ୍ୟୁମାନ,ଆଉ ତାପରେ ଯାହା ସବୁ ଘଟୁଥିଲା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…

Spread the love

ମତେ ଛାଡ଼ି ଦିଅ। ମତେ ବହୁତ କଷ୍ଟ ହେଉଛି।ଏତେ କଷ୍ଟ ମୁଁ ସହି ପାରୁ ନାହିଁ। ମତେ ମାର ନାହିଁ କି ମତେ ଶାରୀରିକ ଦିଅ ନାହିଁ। ମୁଁ ତୁମକୁ ଭଲ ପାଇ ବାହା ହୋଇ ବୋଧେ ଭୁଲ କରି ଦେଇଛି।ତୁମେ ମତେ ଭଲ ପାଇ ବାହା ହୋଇଥିଲ।ନିଜ ଠାରୁ ବେଶୀ ମୁଁ ତୁମକୁ ଭଲ ପାଇଥିଲି।ବାପା ମାଆଙ୍କୁ ଛାଡି

ତୁମ ପାଖକୁ ଦୌଡି ଆସିଥିଲି।ହେଲେ ଆମର ସନ୍ତାନ ହେବା ପରେ କଣ ପାଇଁ ତୁମ ଭଲ ପାଇବାର ଏମିତି ଆସିଲା। ତୁମେ ତ ଆଗରୁ ଏମିତି ନଥିଲ। କଣ ପାଇଁ ହୋଇଗଲ। କଣ ହୋଇଛି ତୁମର ମତେ କଣ ପାଇଁ ଆଉ ଭଲ ପାଉ ନାହଁ। ଏମିତି କଷ୍ଟ ପାଇ କୁହନ୍ତି ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା।ମଦ ପିଇ ଆସି ମାଡ଼ ମାରନ୍ତି।

ଅଭଦ୍ର ଭାଷାରେ ଗାଳି କରନ୍ତି।ଯାହାକୁ ଦର୍ଶକ ଓଡ଼ିଶାରେ ଏତେ ଭଲ ପାଆନ୍ତି ସେହି ହ୍ୟୁମାନଙ୍କ ନାମରେ ଏଇମିତି କିଛି ଖବର ଆସିବ ତାହା କେବେ କେହି ବିଶ୍ବାସ ବି କରି ପାରି ନଥିଲେ।ଏମିତି ଅଭିଯୋଗ ପୁଣି ତାଙ୍କ ସ୍ତ୍ରୀ ଆଣିବେ କେବେ କେହି ଭାବି ନଥିଲେ।ତେବେ କଟକ ମହିଳା ଥାନାରେ ଏମିତି

କିଛି ଅଭିଯୋଗ କରିଛନ୍ତି ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା। ଅଭିଯୋଗ ପରେ ଗତ କାଲି ମହିଳା ଥାନାରେ ହାଜର ହେବେ ହ୍ୟୁମାନ ଓ ତାଙ୍କ ସ୍ତ୍ରୀ ଶ୍ରୀୟା। ଉଭୟଙ୍କ ବୈବାହିକ ସମ୍ପର୍କକୁ ନେଇ କିଛି କାଉନସେଲିଂ କରାଯିବ।ଯଦି ଏହା କିଛି ଫଳପ୍ରଦ ନ ହୁଏ ତେବେ ମହିଳା ଥାନା ପୋଲିସ ହ୍ୟୁମାନଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏହାକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି। ହ୍ୟୁମାନ ସାଗରଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *