ହୁମାନ ସାଗର ପାରିବାରିକ ମାମଲା ରେ ଆସିଲା ନୂଆ ମୋଡ,ହୁମାନ କହିଲେ ସବୁଜାଣିବା ପାଇଁ ମୋ Bathroom କୁ ଆସ…

Spread the love

ଆପଣ ସମସ୍ତେ ମୋର ଗାଧୁଆ ଘର ଭିତରକୁ ଆସନ୍ତୁ ଆଉ ମୁଁ କଣ କଣ ସବୁ କରୁଛି ସେ ସବୁ ବି ଛାଡ଼ି ଦେବେ ଆଉ କଣ। ମୁଁ ଆମ ତରଫରୁ ସବୁ କିଛି କହି ଦେଇଛି ହେଲେ ସେ ଦି ଦିନ ସମୟ ମାଗିଛନ୍ତି। ଏମିତି କିଛି ହ୍ୟୁମାନ ସାଗର କହିଥିଲେ।ସାର କିଏ ଦି ଦିନ ସମୟ ମାଗିଛନ୍ତି? ଆଉ ସାର ଆପଣ କୁଆଡେ ତାଙ୍କୁ ତାଙ୍କର ଧର୍ମ

ବଦଳେଇବା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି। ହ୍ୟୁମାନ ସାଗର କହିଲେ କି, ମିଛ ମିଛ ମିଛ ସବୁ କିଛି ମିଛ।ଆପଣ ତାଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଆଲିଗେସନ ହେଇଛି।ହ୍ୟୁମାନ ସାଗର କହିଲେ, ଏ ବିଷୟରେ ମା ମୋ ସହିତ କଥା ହେଇଛନ୍ତି ଆପଣ ତାଙ୍କ ସହିତ କଥା ହୁଅନ୍ତୁ ଭଲ ହେବ। ମୁଁ ଅଭିଯୋଗ ଦେଇ ନାହିଁ ନା

।ସାର ଆପଣଙ୍କ ନାମରେ ଅଭିଯୋଗ ଆସୁଛି ନା। ହ୍ୟୁମାନ ସାଗର କହିଲେ ମିଛ ମିଛ ଆଜ୍ଞା। ଆପଣ ତାଙ୍କୁ ଧର୍ମ ବଦଳାଇବା ପାଇଁ ମଧ୍ୟ ବାଧ୍ୟ କରିଛନ୍ତି। ମିଛ ଆଜ୍ଞା ଆମେ ସବୁ ଧର୍ମକୁ ଭଲ ପାଉ। ଏମିତି କିଛି ହ୍ୟୁମାନ ସାଗର କହିଥିଲେ।ଆପଣ ତାଙ୍କୁ ପଇସା ମାଗୁଥିଲେ, ଥରେ ୫ ଲକ୍ଷ ଟଙ୍କା ଆଉ ଥରେ ଦଶ ଲକ୍ଷ

ଟଙ୍କା ଦାବି କରୁଥିଲେ।ହ୍ୟୁମାନ ସାଗର କହିଲେ ମୁଁ କିଏ ଆଜ୍ଞା ମୁଁ କିଏ ମୋ ନାଆଁ କଣ? ଆପଣ ମାନଙ୍କ ଭଲ ପାଇବା ସବୁ ବେଳେ ମୋ ପାଖରେ ଅଛି ବୋଲି ମୁଁ ଆଜି ବହୁତ ଖୁସିରେ ଅଛି।ସାର ଆପଣ ମାରିବା ପାଇଁ ଉଦ୍ୟମ କରୁଥିଲେ?ହ୍ୟୁମାନ ସାଗର କହିଲେ ଯେ, ମୁଁ କାହିଁକି ମାରିବି ମୁଁ କଣ ମ-ର୍ଡ-ରର ନାଁ କଣ?

ସାର ଆପଣଙ୍କର ବାହାଘର ପରେ ଆପଣଙ୍କର ବୈବାହିକ ଜୀବନ ସବୁ କିଛି ଠିକ ଠାକ ଚାଲିଥିଲା ହେଲେ ହଠାତ ଏମିତି କଣ ହେଲା ଯେ ଆପଣଙ୍କର ସ୍ତ୍ରୀ ସିଧା ଆସି ଥାନାରେ ହାଜର ହେଲେ?ମୁଁ ମୋର ମତ ଦେଇ ଦେଇଛି ଆଉ ସେ ତାଙ୍କର ଦି ଦିନ ସମୟ ନେଇଛନ୍ତି ତେଣୁ କରି ଆପଣ ଦି ଦିନ ପରେ ଆସନ୍ତୁ ଆଉ

ଏଇଟା ମୋର ନିଜସ୍ଵ କଥା ଆଉ ଆପଣ ଏଇ ଘଟଣାକୁ ଚାରି ଆଡେ଼ ଭାଇରାଲ କରି ସାରିଲେଣି। ତାହେଲେ ଆପଣ ଗୋଟେ କାମ କରନ୍ତୁ ଆପଣ ମୋ ଗାଧୁଆ ଘର ଭିତରକୁ ଆସି ସବୁ ଜିନିଷକୁ ଦେଖାନ୍ତୁ। ଏମିତି କିଛି ହ୍ୟୁମାନ ସାଗର କହିଥିଲେ।

Leave a Reply

Your email address will not be published. Required fields are marked *