କୃଷ୍ଣ ପ୍ରେମ ରେ ଚାକିରି ଛାଡ଼ିବାକୁ ବସିଛନ୍ତି IPS ଅଧିକାରୀ ଭାରତୀ ଆରୋରା,ଜାଣନ୍ତୁ କାହିଁକି କୃଶ ଙ୍କ ପାଇଁ ଭଲ ପାଇବା ହେଲା Bharati Arora ଙ୍କ ମନରେ

Spread the love

ଭଗବାନ କୃଷ୍ଣଙ୍କ ପ୍ରେମରେ ଥରେ ଯିଏ ପଡ଼ିଛି ସେ କେବେ ମଧ୍ୟ ସେଥିରୁ ବାହାରି ପାରି ନାହିଁ।ଭଗବାନ କୃଷ୍ଣଙ୍କୁ ଥରେ ଯିଏ ନିଜର ବୋଲି ଭାବି ନେଇଛି ସେ ନିଜ ଜୀବନରେ ଆଉ କୌଣସି ଜିନିଷର ପ୍ରେମରେ ପଡି ନଥାଏ।ତେବେ ଏହିପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାରେ।୧୯୯୮ ମସିହାର ଆଇ ପି ଏସ ବ୍ୟାଚର ଜଣେ ମହିଳା ପୋଲିସ ଆଇ ପି ଏସ ଅଧିକାରୀ ହେଉଛନ୍ତି ଭାରତୀ ଆରୋରା।ସେ ନିଜ ଜୀବନରେ ଅନେକ ବଡ଼ ବଡ଼ କାର୍ଯ୍ୟରେ ସରକାରଙ୍କୁ ସହଯୋଗ କରିଛନ୍ତି।

ଏହା ସହିତ ସେ ନିଜର ଜୀବନରେ ଅନେକ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବା ସହିତ ନିର୍ଦ୍ଦୋଷ ଲୋକ ମାନଙ୍କୁ ଉପଯୁକ୍ତ ନ୍ୟାୟ ଦେଇଛନ୍ତି।ସେ ଜଣେ ବହୁତ ଭଲ ଆଇ ପି ଏସ ଅଧିକାରୀ।ଏହା ସହିତ ସେ ନିଜର ଜୀବନରେ ଜଣେ ବହୁତ ଭଲ ମଣିଷ।ସେ ନିଜ ଜୀବନର ଅଧିକାଂଶ ସମୟ ବର୍ତ୍ତମାନ ସରକାରଙ୍କ ସେବାରେ ବିନିଯୋଗ କରି ସାରିଲେଣି।ଏହା ସହିତ ସେ ବର୍ତ୍ତମାନ ଅନେକ ଲୋକଙ୍କ ପାଇଁ ଏକ ଆଦର୍ଶ ମଧ୍ୟ ହୋଇ ସାରିଛନ୍ତି।

ଏହା ସହିତ ସେ ବର୍ତ୍ତମାନ ଏପରି କାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।ତେବେ ଏହି ଆଇ ପି ଏସ ଅଧିକାରୀ ଜଣଙ୍କ ବର୍ତ୍ତମାନ କୃଷ୍ଣଙ୍କ ପ୍ରେମରେ ଏତେ ଅଧିକ ମାତ୍ରାରେ ବୁଡି ଯାଇଛନ୍ତି ଯାହା ଫଳରେ ସେ ନିଜର ପୋଲିସ ଚାକିରି ମଧ୍ୟ ଛାଡ଼ିବା ପାଇଁ ପଛକୁ ହଟୁ ନାହାନ୍ତି।ଏହି ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ସେ ବର୍ତ୍ତମାନ ଏହି ମୋହମାୟା ତ୍ୟାଗ କରି ବର୍ତ୍ତମାନ ଭଗବାନ କୃଷ୍ଣଙ୍କ ଶରଣକୁ ଯିବାକୁ ଚାହୁଁଛନ୍ତି।

ଏହା ସହିତ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଭଗବାନ କୃଷ୍ଣଙ୍କ ପ୍ରେମରେ ନିଜକୁ ବୁଡାଇ ସାରିଛନ୍ତି।ଏହା ସହିତ ସେ ଭଗବାନ କୃଷ୍ଣଙ୍କ ଏକ ବହୁତ ବଡ଼ ଭକ୍ତ।ଏହା ସହିତ ସେ ନିଜ ଜୀବନରେ ଏହି ପୋଲିସ ଚାକିରି ମଧ୍ୟରେ ଅନେକ ଅଭିଯୋଗର ସଫଳତାର ସହିତ ମୁକାବିଲା କରିଛନ୍ତି।ଏହା ସହିତ ସେ ୨୦୧୬ ମସିହାରେ ଗୋ ସମ୍ପଦର ସଂରକ୍ଷଣ ପାଇଁ ଗଠିତ ହୋଇଥିବା ଦଳର ମୁଖ୍ୟ ଥିଲେ।

ଏହା ସହିତ ସେ ଏହି ଗୋ ସମ୍ପଦର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନେଇଥିଲେ।ଏହା ସହିତ ସେ ଏକ ଟ୍ରେନ ପୋଡ଼ି ଘଟଣାର ସଫଳତା ପୂର୍ବକ ସମାଧାନ କରିଥିଲେ।ତେବେ ସେ ଯାହାବି ହେଉ ନା କାହିଁକି ସେ ପୋଲିସ ବିଭାଗର ଜଣେ ବହୁତ ଭଲ କର୍ମଚାରୀ।ତେବେ ସେ ବର୍ତ୍ତମାନ ଯେପରି ଭାବରେ କୃଷ୍ଣ ପ୍ରେମରେ ଅନ୍ଧ ଅଛନ୍ତି ସେ ବର୍ତ୍ତମାନ ନିଜର ଚାକିରି ଛାଡ଼ିବା ପାଇଁ ନିଷ୍ପତି ନେଇଛନ୍ତି।

ଏହା ସହିତ ସେ ଏଥିପାଇଁ ପୋଲିସ ମହା ନିର୍ଦ୍ଦେଶକଙ୍କ ପାଖକୁ ବର୍ତ୍ତମାନ ଚିଠି ଲେଖି ସାରିଲେଣି।ତେବେ ତାଙ୍କର ଏପରି କାର୍ଯ୍ୟରେ ଅନେକ ଲୋକ ଆଶ୍ଚର୍ଯ୍ୟ ହେବା ସହିତ ଅନେକ ଲୋକ ବର୍ତ୍ତମାନ ତାଙ୍କର ଏପରି କାର୍ଯ୍ୟରେ ତାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି।ତେବେ ସେ ଯେପରି ଭାବରେ କୃଷ୍ଣ ପ୍ରେମରେ ଅଛନ୍ତି ତାହା ତାଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ।

Leave a Reply

Your email address will not be published. Required fields are marked *