ଅତି ଲେମ୍ବୁ ଚିପୁଡ଼ିଲେ ପିତା,କାହିଁକି ଲୋକମାନେ ଏବେ ସୁମିତ ଓ ତପସ୍ୱିନୀ କୁ ଏହି Dilog ମାରିବା ଆରମ୍ଭ କରିଲେଣି..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେ ତ ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ।ବର୍ତ୍ତମାନ ଏହି ଘଟଣା ଅନେକ ସ୍ଥାନରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏହା ସମ୍ପର୍କରେ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି।ତାହା ମୁଁ ଆପଣ ମାନଙ୍କୁ କହିବି।ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ତପସ୍ଵିନୀ ଓ ସୁମିତ କେଶ ବିଷୟରେ।ଦୁହିଁଙ୍କ ମଧ୍ୟରେ ବହୁତ କଳହ ହୋଇଛି।ନିଜ ସ୍ବାମୀ ସୁମିତଙ୍କୁ ଫେରି ପାଇବା ପାଇଁ ତପସ୍ୱିନୀଙ୍କ ସାଧନା ସମସ୍ତଙ୍କୁ ପ୍ରଭାବିତ କରିଛି।

ସାଙ୍ଗମାନେ କଥାରେ ଅଛି ଅତି ଲେମ୍ବୁ ଚିପୁଡିଲେ ପିତା।ଠିକ ଯେପରି ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଜୋଡି ଡାକ୍ତର ସୁମିତ ଓ ଡିମ୍ପଲଙ୍କ ଘଟଣା।ହୁଏତ ଡିମ୍ପଲ ସୁମିତଙ୍କୁ ଏତେ ଭଲ ପାଇ ବସିଲେ ଯେ ଏହା ସୁମିତଙ୍କ ମନରେ ପ୍ରେମ ଭାବନା ଆଣିବା ବଦଳରେ ଡିମ୍ପଲଙ୍କ ପ୍ରତି ଘୃଣା ଭାବ ଆଣିଦେଲା।ଯେମିତି ଅତି ଲେମ୍ବୁ ଚିପୁଡ଼ିଲେ ପିତା ହୋଇଥାଏ ସେହିପରି ଡିମ୍ପଲଙ୍କ ଚେହେରା ଓ କଥାବାର୍ତ୍ତା ଏବେ ସୁମିତଙ୍କୁ ପିତା ଲାଗୁଚି।

ଅନ୍ୟପଟେ ଡିମ୍ପଲ ଯଦି ସୁମିତଙ୍କୁ ଏତେ ଭଲ ପାଉଥିଲେ ତେବେ ଉଭୟଙ୍କ ଭିତରେ ଫାଟ ସୃଷ୍ଟି ହେଲା କାହିଁକି।ନା ପ୍ରେମରେ ରହିଥିଲା କିଛି ଅସୁବିଧା।ପୁରା ଘଟଣାକୁ ଦେଖିଲେ ସେହି ଅସୁବିଧାକୁ ଖୋଜି ବାହାର କରିବା ବଦଳରେ ଚିପୁଡି ଦେଇଛନ୍ତି ତପସ୍ଵିନୀ।ଯେଉଁଥିପାଇଁ ମଧୁର ସମ୍ପର୍କରେ ଆସିଚି ପିତାର ସ୍ଵାଦ।

ସମାଜସେବୀଙ୍କୁ ପାଖରେ ଧରି ଘର ଆଗରେ ମାଣ ବସେଇ ରୋଷେଇ କରି ଖାଇବା ଏବଂ ଲଭ ସମୟରେ ଉଭୟ କଣ ସବୁ କରିଥିଲେ ତାକୁ ମିଡ଼ିଆ ଆଗରେ କହିବା ସୁମିତଙ୍କ ମନରେ ଭଲ ଭାବନା ସୃଷ୍ଟି କରିବା ବଦଳରେ ହୁଏତ ଦୂରତା ବଢ଼େଇବାରେ ଲାଗିଛି।ତେବେ ଆସନ୍ତା ୪ ତାରିଖରେ ହେବାକୁ ଥିବା ଶୁଣାଣିରେ ଉଭୟ ପୁଣିଥରେ କିପରି ନିଜର ପୂର୍ବ ଦୁନିଆକୁ ଫେରି ସୁଖରେ ସଂସାର କରିବେ ସେୟା ଆମେ ଆଶା କରୁଛୁ।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ ବିଶେଷ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *