ରାଣୀ ପଣ୍ଡା REACTION କହିଲେ ମୋ ଭଳି ବେଶ୍ୟା ସହ ଲାଗନ୍ତୁ,ଆଉ ତାପରେ ଯାହା ହେବ ଜାଣିଲେ…

Spread the love

ମାଡ଼ମ ଏବେ ଯାହା ଜାଣିବାକୁ ମିଳୁଛି ବର୍ଷା ରାନୀ ପଣ୍ଡାଙ୍କୁ ନେଇକି କିଛି ଗୋଟେ ବିବାଦୀୟ ମତ ଦେଇ ପାରନ୍ତି। ତାକୁ ନେଇକି ଆପଣ କଣ କହିବେ? ରାନୀ ପଣ୍ଡା କହୁଛନ୍ତି ଦେଖନ୍ତୁ ଏଠାରେ ରାନୀ ପଣ୍ଡା ଠାରୁ ଭଲ ଝିଅ ଏହି ସଂସାରରେ କେହି ନାହାନ୍ତି ଆଉ ରାନୀ ପଣ୍ଡା ଠାରୁ ଖରାପ ଝିଅ ମଧ୍ୟ ଏହି ସଂସାରରେ କେହି ନାହାନ୍ତି।

ସିଏ ସ୍ଲୋ ପଇଜନ ହେଲେ ମୁଁ ପୁରା ବମ୍ବ ଏମିତି ଭାବରେ ଫୁଟିବି ଯେ ସେ କୁଆଡେ ଉଡ଼ିକି ପଡ଼ିଥିବେ। ସେ ଅନୁଭବଙ୍କ ରିଆକାସନ ପରେ କୁଆଡେ ବହୁତ ରାଗି ଯାଇଛନ୍ତି ବୋଲି ଶୁଣିବାକୁ ମିଳିଛି।ତ ତାକୁ ନେଇକି ଆପଣ କଣ କହିବେ? ରାନୀ କହୁଛନ୍ତି ଯଦି ତାକୁ ଏତେ ରାଗ ଲାଗୁଛି ତାହେଲେ ଘଇତାକୁ ନେଇ ଯାଉନି।

ଘଇତା ଗୋଡ଼ ତଳେ ପଡି ତାକୁ ସସମ୍ମାନର ସହ ନେଇ ଯାଉନି,ପରିବାର ଜଉ ଭାଙ୍ଗି ଚୁରି ଛାରଖାର ହେଇ ଯାଇଛି ତାକୁ ଯୋଡ଼ି ଦଉନି।ଗୋଟେ ନାରୀ ଚାହିଁଲେ ସବୁ କିଛି କରି ପାରିବ।ଏବେ ମଧ୍ୟ ତ ସମୟ ଅଛି ମୁଁ ତ କହୁଛି ଏବେ ମଧ୍ୟ ସମୟ ଅଛି ସେ ଭୁଲ ମାଗିକି ଅନୁଭବଙ୍କ ନେଇ ଯାଆନ୍ତୁ ଆଉ ଯାହା

ସମସ୍ୟା ରହିଛି ତାହା ସବୁ ଗଣମାଧ୍ୟମ ଆଗରେ ପରିପ୍ରକାଶ କରନ୍ତୁ।ଯେତିକି ଅପମାନ ଅନୁଭବ ମହାନ୍ତି ପାଇଛନ୍ତି ସେ ସବୁକୁ ଫେରାଇ ଦିଅନ୍ତୁ ଆଉ ଅନୁଭବଙ୍କ ପରିବାର ଲୋକଙ୍କୁ ଆଉ ଅନୁଭବଙ୍କୁ ନିଜର କରି ସବୁ ଦିନ ପାଇଁ ଅନୁଭବଙ୍କ ପାଖକୁ ପଳେଇ ଆସନ୍ତୁ ବହୁତ ବଢିଆ ହେବ।ନା ସିଏ ସେଗୁଡା କରିବେ ନାହିଁ।

ମୁଁ ତ ଏବେ କୁଆଡେ ଶୁଣିବାକୁ ପାଇଲି ଯେ ସେ କୁଆଡେ ପ୍ରଚାର କରିବାକୁ ଯାଉଛନ୍ତି ମୋ ଧନର ମାନେ ମାନ୍ୟବରଙ୍କର। ଓହୋ ବିଜେଡ଼ିରେ ପଶିବାର ଅଛି ବୋଧେ। ହଟେଇ ଦେବେ ତାପରେ ୟେ ପସିବେ ବୋଧେ ଆଉ।ବଢିଆ ବଢିଆ ମୁଁ ଜାଣି ପାରୁଛି ତାଙ୍କର ପ୍ଲାନ,ମୁଁ କଣ ସାରା ଓଡ଼ିଶାବାସୀ ଜାଣି ପାରୁଛନ୍ତି ତାଙ୍କର ପ୍ଲାନ।

ଯେ ସେମାନେ କହୁଛନ୍ତି ତମେ ତାଙ୍କର ପରିବାର ମ୍ୟାଟର ଭିତରେ ପଶିବା ଦରକାର ନୁହଁ। ରାନୀ କହୁଛନ୍ତି ମୁଁ ପଶିବା କଥା ନୁହଁ? ମୁଁ ଖାସ କରିକି ଅନୁଭବ ମହାନ୍ତିଙ୍କୁ ସପୋର୍ଟ ଦଉଛି ଆଗକୁ ମଧ୍ୟ ଦେବି ଆଉ ସବୁ ବେଳେ ଦଉଥିବି।

Leave a Reply

Your email address will not be published. Required fields are marked *