ବବି ମିଶ୍ର ଙ୍କ ଝଗଡା ନେଇ ମୁଁହ ଖୋଲିଲେ ସ୍ତ୍ରୀ Koyal Banarejee,କହିଲେ ଏ କାରଣ ପାଇଁ ଛାଡିକି ଆସିଲି ପୁଣି ସେ ବଦଳିଲେଣି

Spread the love

ଅଭିନେତା ବବି ମିଶ୍ରଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।

ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ନିଜର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ।ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଏହା ସହିତ ସେ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।

ତାଙ୍କର ଅଭିନୟ ପାଇଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ପାରିବାରିକ କଳହ ପାଇଁ କିଛିଦିନ ଚର୍ଚ୍ଚାରେ ଥିଲେ।ଏହା ସହିତ ଏହି ଅଭିନେତା କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି।

ତେବେ ତାଙ୍କର ପତ୍ନୀ ଓ ତାଙ୍କ ମଧ୍ୟରେ କୌଣସି ପାରିବାରିକ କଳହ ପାଇଁ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ।ଏହାପରେ ସୂଚନା ଅନୁସାରେ ସେମାନେ ପରସ୍ପରଠାରୁ ଛାଡ଼ପତ୍ର ମଧ୍ୟ ନେଇ ସାରିଛନ୍ତି।ଏହା ସହିତ କୋଏଲ ବର୍ତ୍ତମାନ କଲିକତା ଚାଲି ଯାଇଛନ୍ତି।ଏହା ସହିତ ସେ ସମ୍ପୂର୍ଣ୍ଣ ଭାବରେ ଓଡ଼ିଶା ଛାଡ଼ି ଦେଇଛନ୍ତି।ଏହାପରେ ସେ ଆଉ ଓଡ଼ିଶା ଫେରି ନାହାନ୍ତି।

ତେବେ ସେ କିଛି ବୟାନ ଦେଇଛନ୍ତି।କିଛି ଦିନ ତଳେ ଅଭିନେତା ବବି ମିଶ୍ର ଓ ତାଙ୍କର ପଡୋଶୀ ତପି ମିଶ୍ରଙ୍କ ମଧ୍ୟରେ କୌଣସି କାରଣ ପାଇଁ ଝଗଡ଼ା ହୋଇଥିଲା।ଏହା ସହିତ ଏହି କାରଣ ପାଇଁ ତପି ମିଶ୍ର ପୋଲିସ ନିକଟରେ ଅଭିଯୋଗ କରିଥିଲେ।ତେବେ ସୂଚନା ଅନୁସାରେ ତପି ମିଶ୍ର ଏହି ଘଟଣାକୁ ନେଇ ଯେଉଁ ସବୁ ଅଭିଯୋଗ ଆଣିଥିଲେ ଏହାକୁ ଅଭିନେତା ବବି ମିଶ୍ରଙ୍କୁ ଖଣ୍ଡନ କରିଛନ୍ତି।

ଏହା ସହିତ ଏହି ଘଟଣାର ସମାଧାନ ପାଇଁ କୌଣସି ରାସ୍ତା ଏବେ ପର୍ଯ୍ୟନ୍ତ ମଧ୍ୟ ବାହାରୁ ନାହିଁ।ଏହା ସହିତ ଏହି ଘଟଣାର ସମାଧାନ କେବେ ହେଉଛି ଏହା ଦେଖିବାକୁ ବାକି ରହିଲା।ତେବେ ସୂଚନା ଅନୁସାରେ ଏହି ଘଟଣା ଶୁଣିବା ପରେ ତାଙ୍କର ପତ୍ନୀ କୋଏଲ ମିଶ୍ର କହିଛନ୍ତି କି ତପି ମିଶ୍ର ଅଭିନେତା ବବି ମିଶ୍ରଙ୍କ ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ ଆଣିଥିଲେ ତାହା ସତ ବୋଲି କହିଛନ୍ତି।

ସେ କହିଲେ କି ଅଭିନେତା ବବି ମିଶ୍ର ତାଙ୍କୁ ପୂର୍ବରୁ ମ-ଦ ପିଇକି ଆସି ମାଡ଼ ମାରନ୍ତି ବୋଲି କହିଛନ୍ତି।ଏହା ସହିତ ସେ ପୂର୍ବରୁ ଏହା କହି ନଥିଲେ ବୋଲି କହିଛନ୍ତି।ଏହା ସହିତ ସେ କହିଛନ୍ତି କି ସେ ଏପରି କରିବାର କାରଣ ହେଉଛି କି ସେମାନଙ୍କ ଅଭିନୟ ଜୀବନ ଉପରେ ଯେପରି କିଛି ପ୍ରଭାବ ନ ପଡେ।

Leave a Reply

Your email address will not be published. Required fields are marked *