ମୁଖ୍ୟମନ୍ତ୍ରୀ ସରକାରୀ Employees ଦେଲେ ନୂଆବର୍ଷ ଭେଟି,ଏବେ ପିଛିଲା ହିସାବ ରେ ମିଳିବ ଏତିକି ପ୍ରତିଶତ ଅଧିକ..

Spread the love

ତେବେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ମିଳିଲା ସରକାରଙ୍କ ତରଫରୁ ନୂଆବର୍ଷ ଭେଟି।ତେବେ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି।ସେମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି ପାଇ ୨୮ ପ୍ରତିଶତରୁ ୩୧ ପ୍ରତିଶତରେ ପହଞ୍ଚି ଯାଇଛି।ଏହା ସହିତ ମହଙ୍ଗା ପେନସନରେ ମଧ୍ୟ ସରକାର ୩ ପ୍ରତିଶତ ବୃଦ୍ଧି କରିବେ ବୋଲି ବର୍ତ୍ତମାନ ଶୁଣିବାକୁ ମିଳିଛି।ଏହା ସହିତ ରାଜ୍ୟରେ ଏହି ନିୟମ ଗତ ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି।

ତେବେ ଏହା ଫଳରେ ପ୍ରାୟ ୭ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଅନେକ ଉପକୃତ ହେବାକୁ ଯାଉଛନ୍ତି।ଏହା ସହିତ ରାଜ୍ୟରେ ବର୍ତ୍ତମାନ ସରକାରୀ କର୍ମଚାରୀ ଏହି ଘୋଷଣା ପରେ ବହୁତ ଅଧିକ ଖୁସି ଥିବା ମଧ୍ୟ ଜଣା ପଡ଼ିଛି।ଏହା ସହିତ ବର୍ତ୍ତମାନ ସରକାର ସପ୍ତମ ବେତନ ଦରମାରେ ବୃଦ୍ଧି ହୋଇଥିବା ସମସ୍ତ କର୍ମଚାରୀ ମାନଙ୍କୁ ସେମାନଙ୍କ ବକେୟା ଥିବା ଅର୍ଥ ମଧ୍ୟ ପ୍ରଦାନ କରିବାକୁ ଯାଉଛନ୍ତି।

ଏହା ସହିତ ଏହି ଘୋଷଣା ପରେ ବର୍ତ୍ତମାନ ସମସ୍ତ ସରକାରୀ କର୍ମଚାରୀ ବହୁତ ଅଧିକ ଖୁସି ଥିବା ଜଣା ପଡ଼ୁଛି।ଏହା ସହିତ ଏହା ସରକାରଙ୍କର ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏକ ଉପହାର ସହିତ ସମାନ ଅଟେ।ଯାହା ଫଳରେ ବର୍ତ୍ତମାନ ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀ ଅନେକ ମାତ୍ରାରେ ଉପକୃତ ହୋଇ ପାରୁଛନ୍ତି।

ଏହା ସହିତ ଗତ ଜୁଲାଇ ମାସ ଠାରୁ ପିଛିଲା ଭାବରେ ଏହା ଲାଗୁ ହେବାକୁ ଯାଉଛି।ଏହା ସହିତ ସମସ୍ତ ବକେୟା ଥିବା ଦରମା ମଧ୍ୟ ସରକାର ଦେବା ପାଇଁ ଘୋଷଣା କରି ସାରିଛନ୍ତି।ଏହା ସହିତ ସମସ୍ତ ପେନସନ ପାଉଥିବା ଲୋକମାନଙ୍କ ପାଇଁ ମଧ୍ୟ ଏହା ବହୁତ ବଡ଼ ଖୁସିର ଖବର ଅଟେ।ତେବେ ଏହି ସମସ୍ତ ସରକାରୀ କର୍ମଚାରୀ ବର୍ତ୍ତମାନ ଅନେକ ଲାଭ ପାଇବାକୁ ଯାଉଛନ୍ତି।

ଯାହା ଫଳରେ ସେମାନେ ବର୍ତ୍ତମାନ ଏହାକୁ ନେଇ ଅନେକ ଖୁସି ଥିବା ଜଣା ପଡିଛି।ତେବେ ରାଜ୍ୟ ସରକାର ବର୍ତ୍ତମାନ ଏହି ଘୋଷଣା କରିବା ପରେ ଅନେକ ଲୋକ ବର୍ତ୍ତମାନ ଅନେକ ଫାଇଦା ପାଇବାକୁ ଯାଉଛନ୍ତି।ତେବେ ସପ୍ତମ ବେତନ ଯୋଜନା ମାଧ୍ୟମରେ ଯେଉଁ ଲୋକମାନେ ନିଜର ବକେୟା ଅର୍ଥ ପାଇ ନାହାନ୍ତି ସେମାନେ ବର୍ତ୍ତମାନ ସେହି ଅର୍ଥ ଯଥା ଶୀଘ୍ର ପାଇବାକୁ ଯାଉଛନ୍ତି।

ଯାହା ଫଳରେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ସେମାନଙ୍କର ବକେୟା ଦରମା ବର୍ତ୍ତମାନ ପାଇବେ।ଏହା ସହିତ ପେନସନରେ ବୃଦ୍ଧି ହେବା ଫଳରେ ବର୍ତ୍ତମାନ ଅବସର ନେଇଥିବା ସମସ୍ତ କର୍ମଚାରୀ ବହୁତ ଅଧିକ ଖୁସି ଥିବା ମଧ୍ୟ ଜଣା ପଡ଼ିଛି।ତେବେ ବର୍ତ୍ତମାନ ସରକାରଙ୍କ ଏହି ଘୋଷଣାକୁ ଅନେକ ଲୋକ ବର୍ତ୍ତମାନ ସରକାରୀ କର୍ମଚାରୀ ମାନଙ୍କ ପାଇଁ ନୂଆବର୍ଷ ଭେଟି ଭାବରେ କହିଛନ୍ତି।

ଏହା ସହିତ ଏହି ଘୋଷଣାକୁ ନେଇ ବର୍ତ୍ତମାନ ସମସ୍ତେ ବହୁତ ଅଧିକ ଖୁସି ଅଛନ୍ତି।ତେବେ ଏହା ପରେ ବର୍ତ୍ତମାନ ସରକାରୀ କର୍ମଚାରୀ ମାନେ ବର୍ତ୍ତମାନ ନିଜର ଖୁସି ଜାହିର କରୁଥିବାର ମଧ୍ୟ ଦେଖା ଯାଇଛି।

Leave a Reply

Your email address will not be published. Required fields are marked *