ଗ୍ରାହକ ମାନଙ୍କ ପାଇଁ ନୂଆବର୍ଷରେ ଖୁସି ଖବର,ଏବେ ଏବେ ଏତେ ଟଙ୍କା ଶସ୍ତା ହେଲା ରନ୍ଧନ ଗ୍ୟାସ Cylindar,ଜାଣିବା ପରେ ହେଇଯିବେ ଖୁସି..ଦେଖନ୍ତୁ Video

Spread the love

ତେବେ ବର୍ତ୍ତମାନ ଗ୍ୟାସ ବ୍ୟବହାରକାରୀ ମାନଙ୍କ ପାଇଁ ବର୍ତ୍ତମାନ ଏକ ବହୁତ ଭଲ ଖବର ଶୁଣିବାକୁ ମିଳୁଛି।ତେବେ ବର୍ତ୍ତମାନ ଗ୍ୟାସ ଦରରେ ବର୍ତ୍ତମାନ ହ୍ରାସ ଘଟିଛି।ଯାହା ଫଳରେ ବର୍ତ୍ତମାନ ସମସ୍ତ ଗ୍ୟାସ ବ୍ୟବହାର କାରି ବର୍ତ୍ତମାନ ଆସ୍ଵସ୍ଥି ଲାଭ କରିଛନ୍ତି।ତେବେ ସୂଚନା ଅନୁସାରେ ଦିଲ୍ଲୀରେ ଗ୍ୟାସ ଦଳ ସିଲିଣ୍ଡର ପିଛା ୨୧୦୪ ଟଙ୍କା ରହିଥିଲା।ଏହି ଦର ବର୍ତ୍ତମାନ ହ୍ରାସ ପାଇ ୨୦୦୪ ଟଙ୍କାରେ ପହଞ୍ଚିଛି।ତେବେ ଗ୍ୟାସ ଦର ବଢିବା ଫଳରେ ଅନେକ ଲୋକ ଅନେକ ପ୍ରକାରର ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ତେବେ ଗ୍ୟାସ ଦରରେ ଏପରି ଭାବରେ ବୃଦ୍ଧି ଫଳରେ ଅନେକ ଲୋକ ନିଜର ଜୀବିକା ଅର୍ଜନ କରିବାରେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେଜ ଗ୍ୟାସ ଦର ବର୍ତ୍ତମାନ କିଛି କମିବା ଫଳରେ ବର୍ତ୍ତମାନ ଅନେକ ଲୋକ ଉପକୃତ ହୋଇ ପାରିବେ ବୋଲି ବର୍ତ୍ତମାନ ଶୁଣିବାକୁ ମିଳୁଛି।

ସେହିପରି ଭାବରେ ଚେନ୍ନାଇରେ ଗ୍ୟାସ ସିଲିଣ୍ଡର ପାଇଁ ୨୧୩୪ ଟଙ୍କା ଓ ମୁମ୍ବାଇ ସହରରେ ଗ୍ୟାସ ସିଲିଣ୍ଡର ପାଇଁ ୧୯୫୧ ଟଙ୍କା ଦେବାକୁ ପଡିବ।ତେବେ ଏହା ଏହି ନୂତନବର୍ଷର ୧ ତାରିଖରୁ ଲାଗୁ ହୋଇ ସାରିଛି।ଯାହା ଫଳରେ ଅନେକ ଗ୍ୟାସ ଉପଭୋକ୍ତା ଅନେକ ପ୍ରକାରର ଲାଭ ପାଇ ପାରିବେ।

ତେବେ ଗ୍ୟାସ ଦର ବଢିବା ଫଳରେ ଲୋକମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବା ସହିତ ସେମାନେ ନିଜର ଜୀବିକା ଅର୍ଜନ କରିବାରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।ତେବେ ବର୍ତ୍ତମାନ ଗ୍ୟାସ ଦର ସିଲିଣ୍ଡର ପିଛା ୧୦୦ ଟଙ୍କା କମିବା ଫଳରେ ବର୍ତ୍ତମାନ ଏହା ସେମାନଙ୍କ ପାଇଁ ଅନେକ ମାତ୍ରାରେ ଲାଭଦାୟକ ହୋଇ ପାରିବ।

ତେବେ କଲିକତାରେ ଘରୋଇ ଗ୍ୟାସ ସିଲିଣ୍ଡର ୨୦୭୪ ଟଙ୍କାକୁ ହ୍ରାସ ପାଇଛି।ଏହା ସହିତ ଅନ୍ୟ ସମସ୍ତ ସ୍ଥାନରେ ଯେଉଁ ଏଲପିଜି ଗ୍ୟାସ ବ୍ୟବହାର ହେଉଥିଲା ସେହି ସମସ୍ତ ସ୍ଥାନରେ ଗ୍ୟାସ ଦରରେ କୌଣସି ପ୍ରକାରର ହ୍ରାସ ଘଟି ନାହିଁ।ତେବେ ସେମାନଙ୍କର ଏହି ଗ୍ୟାସ ଦର ସମସ୍ତ ସ୍ଥାନରେ ୯୦୦ ଟଙ୍କା ରହିଛି।

ସେହିପରି ଭାବରେ ମୁମ୍ବାଇରେ ୯୦୦ ଟଙ୍କା, କଲିକତାରେ ୯୨୬ ଟଙ୍କା,ଚେନ୍ନାଇରେ ୯୧୬ ଟଙ୍କା,ଲକ୍ଷ୍ନୌରେ ୯୩୮ ଟଙ୍କା, ଜୟପୁରରେ ୯୦୪ ଟଙ୍କା,ଆଗ୍ରାରେ ୯୧୩ ଓ ରାଞ୍ଚିରେ ଏହାର ଦାମ ୯୫୭ ଟଙ୍କା ରହିଛି।ତେବେ ଏହି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।ତେବେ ଅନ୍ୟ ଗ୍ୟାସ ପିଛା ୧୦୦ ଟଙ୍କା କମିବା ଫଳରେ ଏହା ଲୋକମାନଙ୍କ ପାଇଁ ଅନେକ ଲାଭଦାୟକ ଅଟେ।

ଏହା ସହିତ ଏହା ଫଳରେ ଲୋକମାନେ ଅନେକ ପ୍ରକାରର ଲାଭ ମଧ୍ୟ ପାଇ ପାରିବେ।ତେଣୁ ଲୋକ ମାନଙ୍କ ପାଇଁ ଏହା ଏକ ବହୁତ ଭଲ ଖବର ମଧ୍ୟ ଅଟେ।ଯାହା ଫଳରେ ଲୋକମାନେ ବର୍ତ୍ତମାନ ଏହି ଘୋଷଣା ଫଳରେ ଅନେକ ଖୁସି ଥିବା ମଧ୍ୟ ଜଣା ପଡ଼ିଛି।ଯାହା ଫଳରେ ବର୍ତ୍ତମାନ ଏହି ଘୋଷଣା ଫଳରେ ଲୋକମାନେ ନିଜ ନିଜର ଗ୍ୟାସ ସିଲିଣ୍ଡର କ୍ରୟ କରିବାରେ କିଛି ମାତ୍ରାରେ ଲାଭ ପାଇ ପାରିବେ।

Leave a Reply

Your email address will not be published. Required fields are marked *