ଆସିଲା ବଡ ଖୁସି ଖବର,ଏହି ଯୋଜନାରେ ପାଆନ୍ତୁ ମାଗଣା ସିଲେଇ ମେସିନ (Tailoring Machine) ଏପରି ଭାବେ ଆବେଦନ କରିକି ପାଇପାରିବେ ଆପଣ..

Spread the love

ପ୍ରଧାନମନ୍ତ୍ରୀ ମହିଳା ମାନଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇବା ପାଇଁ ଅନେକ ପ୍ରକାରର କାର୍ଯ୍ୟ କରୁଛନ୍ତି।ଏହା ସହିତ ଅନେକ ପ୍ରକାରର ଯୋଜନା କରିବା ସହିତ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଅନେକ ନାରୀ ସଶକ୍ତିକରଣ ଯୋଜନା ବର୍ତ୍ତମାନ କାର୍ଯ୍ୟକାରୀ କରାଯାଉଛି।ଏହା ସହିତ ସରକାରଙ୍କ ଏହି ସମସ୍ତ ଯୋଜନା ପାଇଁ ବର୍ତ୍ତମାନ ନାରୀ ମାନେ ଅନେକ ଭାବରେ ଉନ୍ନତି ମଧ୍ୟ କରି ପାରୁଛନ୍ତି।ତେବେ ଆମେ ବର୍ତ୍ତମାନ ସରକାରଙ୍କ ସେହିପରି ଆଉ ଏକ ଯୋଜନା ସମ୍ପର୍କରେ ଆଲୋଚନା କରିବା।

ତେବେ ସରକାରଙ୍କ ଏହି ଯୋଜନା ଅନୁସାରେ ମହିଳା ମାନଙ୍କୁ ବର୍ତ୍ତମାନ ସେମାନଙ୍କ ନିଜ ଗୋଡ଼ରେ ଛିଡ଼ା କରିବା ପାଇଁ ମୋଦି ବର୍ତ୍ତମାନ ସେମାନଙ୍କୁ ସିଲେଇ ମେସିନ ଦେବା ଯୋଜନା ଆରମ୍ଭ କରି ଦେଇଛନ୍ତି।ଯାହା ଫଳରେ ମହିଳା ମାନେ ନିଜେ କାର୍ଯ୍ୟ କରି ଏହି ମେସିନ ପାଇ ପାରିବେ।ଏହା ସହିତ ସେମାନେ ଏହି ମେସିନ ଦ୍ବାରା ନିଜେ ମଧ୍ୟ କିଛି ଅର୍ଥ ରୋଜଗାର କରି ପାରିବେ।

ଏହା ସହିତ ସରକାରଙ୍କ ଏହି ଯୋଜନା ଅନୁସାରେ ବର୍ତ୍ତମାନ ମହିଳାମାନେ ନିଜେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରିବେ।ଏହା ସହିତ ସରକାରଙ୍କ ଏହି ଯୋଜନା ଫଳରେ ଅନେକ ମହିଳା ଅନେକ ଭାବରେ ଉପକୃତ ମଧ୍ୟ ହୋଇ ପାରିବେ।ଏହା ସହିତ ମହିଳା ମାନେ ନିଜେ କିଛି ଅର୍ଥ ରୋଜଗାର କରିବା ଫଳରେ

ଅନେକ ଭାବରେ ସେମାନେ ମଧ୍ୟ ଅନେକ ଭାବରେ ଉପକୃତ ହୋଇ ପାରିବେ।ଏହା ସହିତ ଅନେକ ଲୋକ ବର୍ତ୍ତମାନ ସରକାରଙ୍କ ଏହି ଯୋଜନାକୁ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।ତେବେ ସରକାରଙ୍କ ଏହି ଯୋଜନା ଫଳରେ ଅନେକ ମହିଳା ଅନେକ ଭାବରେ ଉପକୃତ ମଧ୍ୟ ହୋଇ ପାରିବେ।

ତେବେ ସରକାରଙ୍କ ଏହି ଯୋଜନା ଅନୁସାରେ ଯେଉଁ ମହିଳା ମାନଙ୍କ ବୟସ ୨୦-୪୦ ବର୍ଷ ମଧ୍ୟରେ ରହିଛି ସେମାନେ ଚାହିଁଲେ ଏହି ଯୋଜନାରେ ଅଂଶ ଗ୍ରହଣ କରି ପାରିବେ।ଏହା ସହିତ ସରକାରଙ୍କ ଏହି ଯୋଜନା ଅନୁସାରେ ମହିଳା ମାନେ ନିଜେ କାର୍ଯ୍ୟକ୍ଷମ ହେବା ସହିତ ଅନେକ ଭାବରେ ଦେଶର ଉନ୍ନତିରେ ମଧ୍ୟ ସହାୟକ ହୋଇ ପାରିବେ।

ତେଣୁ ସରକାରଙ୍କ ଏହି ଯୋଜନା ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି ଏହା ସହିତ ସରକାରଙ୍କ ଏହି ଯୋଜନା ଫଳରେ ଅନେକ ମହିଳା ଅନେକ ଭାବରେ ଉପକୃତ ମଧ୍ୟ ହୋଇ ପାରିବେ।ତେବେ ବର୍ତ୍ତମାନ ଅନେକ ଲୋକ ବର୍ତ୍ତମାନ ସରକାରଙ୍କ ଏହି ଯୋଜନାର ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।ଏହା ସହିତ ସରକାରଙ୍କ ଏହି ଯୋଜନା

ବାସ୍ତବରେ ଅନେକ ପ୍ରଶଂସନୀୟ ବୋଲି ବର୍ତ୍ତମାନ ଅନେକ ଲୋକ କହିବା ଆରମ୍ଭ କରୁଛନ୍ତି।ଏହା ସହିତ ସରକାରଙ୍କ ଏହି ଯୋଜନାରେ ଅନେକ ମହିଳା ବର୍ତ୍ତମାନ ଅଂଶ ଗ୍ରହଣ କରିବା ମଧ୍ୟ ଆରମ୍ଭ କରି ସାରିଲେଣି।ଏହା ସହିତ ଏହି ୨୦-୪୦ ବର୍ଷ ବୟସ ସୀମା ମଧ୍ୟରେ ଥିବା ମହିଳାମାନଙ୍କୁ ଏହି ଯୋଜନାରେ ସାମିଲ କରି ସେମାନଙ୍କୁ ନିଜ ଗୋଡ଼ରେ ନିଜେ ଛିଡା କରିବା ପାଇଁ ସରକାରଙ୍କ ଏହି ଯୋଜନା ବାସ୍ତବରେ ଅନେକ ପ୍ରଶଂସନୀୟ ଅଟେ।

Leave a Reply

Your email address will not be published. Required fields are marked *