ନିରଞ୍ଜନଙ୍କ Poem ର ଛନ୍ଦରେ ଯୁବତୀଙ୍କ ଠୁ ଆରମ୍ଭ କରି ବୃଦ୍ଧା ସବୁ ମତୁଆଲା,ଲେଖୁଥିଲେ ଏପରି କବିତା ଯେ ଆପଣ ମଧ୍ୟ ଶୁଣିଲେ ଜିଭ କାମୁଡି ଦେବେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଜାଣିଥିବେ କ୍ୟାମେରମ୍ୟାନ ମାନସ ସ୍ୱାଇଁଙ୍କ ମୃତ୍ୟୁ ବିଷୟରେ।ବର୍ତ୍ତମାନ ସମୟରେ ଏହା ଓଡ଼ିଶାରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

ଯେଉଁଠାରେ ଦେଖିବେ ସେହି କଥାର ଚର୍ଚ୍ଚା।ତେବେ ବାସ୍ତବରେ ତାଙ୍କର ମୃତ୍ୟୁ ଏକ ବହୁତ ବଡ଼ ଦୁଃଖର ବିଷୟ ଥିଲା।ଏହାକୁ ନେଇ ତାଙ୍କ ପରିବାର ମଧ୍ୟ ଅତ୍ୟନ୍ତ ଭାବରେ ଦୁଃଖ ପ୍ରକାଶ କରିଛନ୍ତି।ଏହାକୁ ନେଇ ସେମାନେ ଭାଙ୍ଗିପଡିଛନ୍ତି।ତେବେ ଏହି ଘଟଣା ସମ୍ପର୍କରେ ଆମେ କିଛି ନୂତନ ଖବର ଜାଣିବା।

ଆପଣମାନେ ତ ନିରଞ୍ଜନଙ୍କୁ ଜାଣିଥିବେ।ନିରଞ୍ଜନଙ୍କ କବିତାର ଛନ୍ଦ ଟିକେ ଅଲଗା।ତାଙ୍କ କବିତାର ଛନ୍ଦରେ ସମସ୍ତେ ମଦୁଆଲା।କାରଣ ତାଙ୍କ କବିତାର ଛନ୍ଦର ପ୍ରତିଟି ଛନ୍ଦରେ ଭରିରହିଛି ଉଧିପନା।ତାଙ୍କ କବିତା ଯିଏ ପଢ଼ିଛି ସେ ହିଁ ଜାଣିଚି।ତାଙ୍କ କବିତାର ଛନ୍ଦ କେବଳ ଶର୍ମିଷ୍ଠାଙ୍କୁ ଭଲ ଲାଗୁନଥିଲା ଏହା ସଭିଙ୍କୁ ମଦୁଆଲା କରୁଥିଲା।

ତାଙ୍କ କବିତାର ଛନ୍ଦରେ ଷାଠିଏ ବର୍ଷର ବୁଢ଼ୀ ମାଉସୀ ମଧ୍ୟ ଅନେକ ପ୍ରଶଂସା କରୁଥିଲେ।ସେଥିପାଇଁ ତ ନିରଞ୍ଜନଙ୍କ ପ୍ରତିଟି କବିତା ଶର୍ମିଷ୍ଠାଙ୍କୁ ରାତିରେ ଶୁଆଇଦେଉ ନଥିଲା।ଶର୍ମିଷ୍ଠା ନିଜର ବେଡ଼ ରୁମରେ ନିରଞ୍ଜନଙ୍କ କବିତାକୁ ସାଇତି ରଖିଥିଲେ।ସେହି କବିତାକୁ ସେ ପଢି ରାତି ଅଧରେ ମୁରୁକି ମୁରୁକି ହସୁଥିଲେ।

ଏଥିରୁ ଜଣାପଡୁଛି ସତରେ କବି ନିରଞ୍ଜନ କେତେ ରୋମାଣ୍ଟିକ।ଏହି ଯେମିତି ତାଙ୍କର କବିତା କୁହେ କେମିତି ମୋ ପ୍ରେମିକା କେମିତି ମୋ ପ୍ରେମ।ପ୍ରେମ ପାଇଁ ଛିଞ୍ଚିପାରେ ମୋ ଦେହର ରକ୍ତ।ମୋ ପ୍ରେମିକାର ଛାଇ କେହି ଦେଲେ ଛୁଇଁ ମୋ ଭିତର ଦାନାଟା ଜାଗିଉଠେ କ୍ଷଣକରେ ମୁଁ କରିଦିଏ ଏହି ପୃଥିବୀକୁ କ୍ଷତାକ୍ତ ଓ ଧ୍ୱଂସ।ଏହି କବିତାରେ ଯାହା ଲେଖା ଅଛି ସେଇୟାହିଁ କରିଦେଲେ ମାଡ଼ମ ଶର୍ମିଷ୍ଠା ଓ କବି ନିରଞ୍ଜନ।

କ୍ୟାମେରମ୍ୟାନ ମାନସଙ୍କ ହତ୍ୟା କାଣ୍ଡରେ ଗୋଟିଏ କଥା ବାରମ୍ବାର ଚର୍ଚ୍ଚା ହେଉଛି ଯେ ମାନସ କିପରି ବାରମ୍ବାର ଶର୍ମିଷ୍ଠାକୁ ବ୍ଲାକମେଲ କରୁଥିଲେ ତାକୁ କେମତିବା ସହି ପାରିବେ ନିରଞ୍ଜନ।ଆଗରୁ କବିତା ମାଧ୍ୟମରେ ଦେଇଥିବା ଧମକକୁ କ୍ୟାମେରାମ୍ୟାନ ମାନସ ବୁଝିପାରି ନଥିଲେ।ଏହାପରେ ଶର୍ମିଷ୍ଠା, ନିରଞ୍ଜନ ଆଉ ତାଙ୍କ ସହଯୋଗୀ ମାନେ ମିଶି ମାନସଙ୍କୁ ତାଙ୍କ ରାସ୍ତାରୁ ହଟାଇଦେଇଥିଲେ।କ୍ୟାମେରାମ୍ୟାନ ମାନସ କେମିତି ବା ବୁଝିଥାନ୍ତେ କବିର କବିତା।କବିତା ମାଧ୍ୟମରେ ବାବୁ ନିରଞ୍ଜନ ମଧ୍ୟ ଧମକ ଦେଇପାରନ୍ତି।

Leave a Reply

Your email address will not be published. Required fields are marked *