ପ୍ରଯୋଜକ ସଞ୍ଜୟ ନାୟକ ପ୍ରକୃତି ଏବେ ଯାହା କରୁଛି ଏହାର ପରିଣାମ ବହୁତ୍ Kharapa ହବ ଆଉ ତାକୁ ସବୁଦିନ ପାଇଁ…

Spread the love

ଜଣେ କହୁଛନ୍ତି ଦେଖନ୍ତୁ ମୁଁ ଏହା କହିବି କି ଏହା ଏକ ଅନ୍ୟାୟ କଥା।ପ୍ରକୃତି ଯେପରି କରୁଛି ତାହା ଜମା ବି ଠିକ ନୁହଁ।ମୁଁ ବହୁତ ଖୁସି ହେଇ ଯାଇଥିଲି ଯେତେବେଳେ ବାବୁସାନ ତାଙ୍କ ପରିବାର ଆଡକୁ ଫେରି ଆସିଥିଲେ ଆଉ ତାଙ୍କ ପରିବାର ସହ ମିଶିଥିଲେ।ମୁଁ ଏହା ଶୁଣି ମଧ୍ୟ ବହୁତ ଖୁସି ହେଇ ଯାଇଥିଲି ଯେତେବେଳେ ପ୍ରକୃତି ତାଙ୍କର ମୁମ୍ବାଇ ଫେରି ଥିଲେ ଆଉ ତାଙ୍କ ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିଲେ।

ପୁଣି ଏମିତି କାହିଁକି କଲେ ତାହା ଜଣା ନାହିଁ ଆଉ ତାହା ମୋତେ ବହୁତ ଦୁଃଖ ଦେଉଛି।ଏହା ପୁଣି ଏକ ଠିକ ହେଇ ଯାଇଥିବା କଥାକୁ ବିଗାଡିବାରେ ଲାଗିଛି।”ପୁଣି ପ୍ରକୃତି ମାସେର ବ୍ୟବଧାନ ପରେ ଘାକୁ ଉଖାଡିବା ଭଳି କାମ କରିଛନ୍ତି ପ୍ରକୃତି।ତେବେ ଆପଣଙ୍କୁ କଣ ଲାଗୁଛି, ଏହା ପ୍ରକୃତି କଣ ପାଇଁ କରିଛନ୍ତି?

ଏହାର ଜବାବରେ ସେ କହିଲେ,ପ୍ରକୃତିଙ୍କ କିଏ ଗାଇଡ଼ କରିଛି ଜଣା ନାହିଁ ଆଉ ଏହା ବାବଦରେ କେହି ବି ଜାଣି ନାହାନ୍ତି।ମୁଁ ବି ଏହା ବାବଦରେ ଜାଣିନାହିଁ ମାତ୍ର ଏହା ହି କହିବି କି ତାହା ଭୁଲ ଅଟେ ସବୁ।କାରଣ ଦୁଇ ଜଣ ଯାକ ସେଲିବ୍ରିଟି ଫ୍ୟାମିଲି ଆଉ ଦୁଇଜଣ ପରସ୍ପର ସହ ସଠିକ ଭାବେ ରହିବା ଦରକାର।

କାହାରି କଥାରେ ମୁଣ୍ଡ ନ ଖେଳେଇବା ଦରକାର।ପୁଣି ଥରେ ପୁରୁଣା କଥା ଉଠେଇବା ଉଚିତ ନୁହଁ।କାରଣ ଦୁଇଜଣଙ୍କର ଭୁଲ ଅଛି ଆଉ ଯାହା କିଛି ବି ହେଇଥିଲା ତାହା ଭୁଲ ଥିଲା। ଦୁଇଜଣଙ୍କ ଭୁଲ ପାଇଁ ହିଁ ଏହା ସବୁ ହେଲା ଆଉ ତାହା ସାହାଯ୍ୟରେ ହିଁ ଦୁଇଜଣଙ୍କୁ ସଜା ମିଳିଲା।ଏବେ ପୁଣି ସେହି କଥା ଉଠେଇବା ଜମା ବି ଠିକ ନୁହଁ।

ଭବିଷ୍ୟତ କଥା କହିଦେବି କି ଏହାର ପରିଣାମ ବି ବହୁତ ଖରାପ ହେବ।ଏହା କିଏ କରିଛି ମୁଁ ଜାଣିନି ମାତ୍ର ଏହା ଭୁଲ ଅଟେ।ଏହାର ଭବିଷ୍ୟତ ପ୍ରକୃତିଙ୍କ ପାଇଁ ଜମା ବି ଠିକ ହେବ ନାହିଁ।ତେବେ ଏହାର ଅବସ୍ଥା କଣ ହେବ ତାହା ଆମକୁ ମଧ୍ୟ ଜଣା ନାହିଁ ଆଉ ତାହା ବାବଦରେ ଆପଣଙ୍କୁ ଭାବିବା ଦରକାର। ପୁରାତନ କଥା ଦୋହରେଇବା ଜମା ବି ଠିକ ନୁହଁ।

Leave a Reply

Your email address will not be published. Required fields are marked *