ଶ୍ରାବଣ ମାସରେ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ,ଜୀବନସାରା ଆପଣଙ୍କୁ ଖୁସି ରେ ରଖିବେ Mahadev,ତାଙ୍କ ପ୍ରିୟ ଅଟେ ଏହି ଜିନିଷ ଗୁଡିକ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏହି ଜିନିଷ ଶ୍ରବଣ ମାସରେ ଘରକୁ ଆଣନ୍ତୁ।ଶଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଆରାଧନା କରିବାର ବିଶେଷ ମହତ୍ୱ ରହିଥାଏ।ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସଟି ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ଅଟେ।ଏବଂ ଜବୁ ଭକ୍ତ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ନିଷ୍ଠା ସହିତ କରିଥାଏ ତ ତାକୁ ପ୍ରଭୁ ଭୋଳନାଥଙ୍କ କୃପା ମିଳିଥାଏ।ସାଙ୍ଗମାନେ ଶ୍ରାବଣ ମାସ ବହୁତ ଖାସ ରହିଛି।ଏହିବର୍ଷ ଶ୍ରବଣ ମାସ ବହୁତ ଖାସ ରହିବ କାରଣ ଏପରି ଦୁର୍ଲଭ ସଂଯୋଗ ପୁରା ୨୧ ବର୍ଷ ପରେ ତିଆରି ହେଉଛି।

ଭଗବାନ ଶିବ ବେଲପତ୍ର ଏବଂ ଜଳ ଦ୍ୱାରା ଖୁସି ହୋଇଯାଇଥାନ୍ତି ସେଥିପାଇଁ ତାଙ୍କୁ ଭୋଳନାଥ କୁହାଯାଇଥାଏ।କିନ୍ତୁ ଯଦି ଆପଣ ଭଗବାନ ଶିବଙ୍କ ଜଡିତ କିଛି ଜିନିଷ ଶ୍ରାବଣ ମାସରେ ଘରକୁ ଅଣନ୍ତି ତେବେ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଏବଂ ଧନ ଡୌଲତ ଆସିଥାଏ।ଏବଂ ଆପଣଙ୍କ ଉପରେ ଭଗବାନ ଶିବଙ୍କ କୃପା ବଣିଥାଏ।ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ପ୍ରଥମେ ହେଉଛି ତ୍ରିଶୂଳ।ଏହା ଭଗବାନ ଶିବଙ୍କ ହାତରେ ସବୁବେଳେ ରହିଥାଏ।ଏହା ତିନି ଦେବଙ୍କ ପ୍ରତୀକ ଅଟେ।ଶ୍ରାବଣ ମାସର ପ୍ରଥମ ଦିନରୁ ରୁପାର ତ୍ରିଶୂଳ ଆଣିବା ଦ୍ୱାରା ପୁରବର୍ଷ କଷ୍ଟରୁ ମୁକ୍ତି ମିଳିଥାଏ।ଦ୍ଵିତୀୟରେ ହେଉଛି ରୁଦ୍ରାକ୍ଷ।ସୁଖ ସମୃଦ୍ଧି ଏବଂ ଶୋଭାଗ୍ୟ ପାଇଁ ତଥା ମନରେ ପବିତ୍ରତା ପାଇଁ ଅସଲି ରୁଦ୍ରାକ୍ଷକୁ ଘରକୁ ଆଣନ୍ତୁ।ଏବଂ ଏହାକୁ ଆପଣ ଘରର ପବିତ୍ର ସ୍ଥାନରେ ରଖନ୍ତୁ।ରୁଦ୍ରାକ୍ଷକୁ ଧାରଣ କରିବା ଦ୍ୱାରା ଏହା ଆପଣଙ୍କ ଜୀବନରେ ଅତ୍ୟନ୍ତ ସୁଖ ଏବଂ ସମୃଦ୍ଧି ଆଣିଥାଏ।

ଏହାପରେ ତୃତୀୟରେ ହେଉଛି ଡ଼ମ୍ବରୁ।ଭଗବାନ ଶିବଙ୍କ ପବିତ୍ର ବାଦ୍ୟ ଯନ୍ତ୍ର ଅଟେ ଏହି ଡ଼ମ୍ବରୁ।ଏହା ନିଜ ପାଖାପାଖି ଥିବା ସମସ୍ତ ଅସୁଭ ଶକ୍ତି ଦୂର କରିଦେଇଥାଏ।ଶ୍ରାବଣ ମାସର ପ୍ରଥମ ଦ୍ୱିତୀୟ ଦିନରେ ଏହାକୁ ଘରେ ଆଣି ରଖନ୍ତୁ।ଏବଂ ଶ୍ରାବଣ ମାସର ଅନ୍ତିମ ଦିନରେ ଏହାକୁ କୌଣସି ଛୋଟ ପିଲାକୁ ଉପହାର ସ୍ୱରୂପ ଦେଇଦିଅନ୍ତୁ।ଏହାପରେ ଚତୁର୍ଥରେ ହେଉଛି ରୁପାର ନନ୍ଦି।ନନ୍ଦି ଭୋଳନାଥଙ୍କ ବାହାନ ଅଟେ।

ଶ୍ରାବଣ ମାସର ପ୍ରଥମ ଦିନରେ ରୁପାର ନନ୍ଦିଙ୍କୁ ଘରକୁ ଆଣି ପୁରା ମାସ ପୂଜା କରନ୍ତୁ।ଏଥିଦ୍ୱାରା ଆର୍ଥିକ ଅସୁବିଧାରୁ ମୁକ୍ତି ମିଳିଥାଏ।ଏହାପରେ ପଞ୍ଚମରେ ହେଉଛି ଜଳ ପାତ୍ର।ଜଳ ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ଅଟେ।ଆପଣ ଚାହିଁବେ ତ ଶ୍ରାବଣ ମାସର ପ୍ରଥମ ଦିନରେ ଗଙ୍ଗା ଜଳ ଆଣି ଘରେ ରଖିପାରିବେ।

ଏବଂ ଏହାକୁ ପୁରା ମାସ ପୂଜା କରିପାରିବେ।ଏହାଛଡା ଆପଣ ରୁପା, ପିତଳ ଏବଂ ତମ୍ବାର ପାତ୍ର ଆଣି ସେଥିରେ ନିର୍ମଳ ଜଳ ଭରିଦେବେ।ଏବଂ ପ୍ରତିଦିନ ସେଥିରୁ ଶିଵଙ୍କୁ ଜଳ ଅର୍ପଣ କରି ପୁଣି ଭରି ରଖିଦେବେ।ଏହା ଧନର ଆଗମନ ପାଇଁ ସବୁଠାରୁ ଅଧିକ ପ୍ରଭାବଶାଳୀ ଅଟେ।

Leave a Reply

Your email address will not be published. Required fields are marked *