ଏବେ ତପସ୍ୱିନୀ ଙ୍କ ବାପା ଙ୍କୁ ଆସିଲା Mobaile କଲ,ଝିଅ ପାଇଁ କେତେ ଟଙ୍କା ନବ କୁହ ? ସୁମିତଙ୍କ ସାଙ୍ଗ କଲେ ତପସ୍ଵିନୀ ବାପାଙ୍କୁ ଫୋନ୍..ଦେଖନ୍ତୁ Video

Spread the love

ସାଙ୍ଗମାନେ ଜଟିଳ ହେବାରେ ଲାଗିଛି ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ସମସ୍ୟା।କିପରି ସମାଧାନ ହେବ ତାହା ନେଇ ଚର୍ଚା ରହିଥିବା ବେଳେ ଏବେ ଆଗକୁ ଆସିଚି ଆଉ ଏକ ଅଡିଓ।କୋର୍ଟ ବାହାରେ ଏକ ଅଜଣା ବ୍ୟକ୍ତି ଆସି ଘଟଣାର ସମାଧାନ ପାଇଁ ହସ୍ତକ୍ଷେପ କରିଛନ୍ତି।ସିସିଟିଭି କ୍ୟାମେରା ଲାଗିଛି କି ନାହିଁ ବ୍ୟକ୍ତି ପଚାରୁଛନ୍ତି।

ଅନ୍ୟପଟେ ସୁମିତଙ୍କ ବନ୍ଧୁ ବୋଲି କହି ଜଣେ ବ୍ୟକ୍ତି ବାପାଙ୍କୁ ଫୋନ କରି କହିଥିବା କହିଛନ୍ତି।ମାମଲାକୁ ସମାଧାନ କରିବା ପାଇଁ ବ୍ୟକ୍ତି ଜଣକ କହୁଛନ୍ତି।ଏମିତି କି କେତେ ଟଙ୍କା ନେଲେ ସେ ମାମଲାକୁ ସମାଧାନ କରିବେ ବୋଲି କହିଛନ୍ତି।ଆପଣଙ୍କ ଜ୍ବାଇଁଙ୍କର ରିଲେସନ ମୋର।ଆପଣଙ୍କ ଝିଅକୁ ତାଙ୍କ ପାଖରେ ରଖିବା ପାଇଁ ଟୋଟାଲ ଇଚ୍ଛା ନାହିଁ।

ସିଏ ଚାହୁଁଛନ୍ତି ଆପଣଙ୍କର କଣ ଦରକାର।ତାକୁ କହିଦିଅନ୍ତୁ ତାକୁ କେତେ ଟଙ୍କା ଦରକାର।ସିଏତ ଘରକୁ ଯାଉନି।ସିଏ କେତେ ଟଙ୍କା ନେବ କୁହ ଝିଅଟିକୁ ରଖିବ।ମୁଖ୍ୟ କଥା ହେଲା ତାଙ୍କ ଘରେ ଝିଅକୁ କେହି ଇଏ କରୁନାହାନ୍ତି। ନ କରନ୍ତୁ ଯେତେବେଳେ ସିଏ ବାହା ହୋଇଥିଲା ଘରକୁ ପଚାରିଥିଲା କି।

ସେଇଟା ପରଦିନର ଅଡିଓ ମୋ ବାପାଙ୍କୁ କେହି ଜଣେ ଫୋନ କରିଥିଲେ।ଆପଣ ମାନେ ଯେମିତି ଶୁଣୁଛନ୍ତି ସେ ମଧ୍ୟ ସେପରି କହୁଥିଲେ।ଆପଣଙ୍କ ଜ୍ବାଇଁ ଏବେ ଆପଣଙ୍କ ଝିଅକୁ ରଖିବା ପାଇଁ ଚାହୁଁନାହାଁନ୍ତି।ଆଉ କଣ ଆପଣ ଚାହୁଁଛନ୍ତି ସେ ଆପଣଙ୍କୁ ଦେଇଦେବେ।ବାପା କହିଲେ ଯେ ସୁମିତ କେତେ ଟଙ୍କା ଚାହୁଁଛନ୍ତି କେତେ ଟଙ୍କା ଦେଲେ ଝିଅକୁ ସେ ନେବ।

ସେ କହିଲେ କି ସୁମିତ ରଖିବା ପାଇଁ ଚାହୁଁଛନ୍ତି କିନ୍ତୁ ତାଙ୍କ ଘରଲୋକ ଟିକେ ଅସୁବିଧା ସୃଷ୍ଟି କରୁଛନ୍ତି।କାଲି ୧୦.୩୦ ସମୟରେ ଆମେ ମା ଓ ମୁଁ ବସିଥିଲୁ। ହଠାତ ଜଣେ ଅଜଣା ଲୋକ ଆସି କହିଲେ ରୁମକୁ ଯା। ରୁମକୁ ଗଲା ପରେ ବି ପୋଲିସ ମାନେ ନାହିଁ କରୁଛନ୍ତି ସେ ବାରମ୍ବାର ଆସୁଥିଲେ।

ତଳକୁ ଆସିବା ପରେ ସେ ପଚାରୁଛନ୍ତି ଆଇଆଇସିଙ୍କ ନାଁ କଣ।ସିସିଟିଭି ଏଇ ଘରେ ଲାଗିଛି କି।ମୁଁ ବୁଝି ପାରୁନି କେଉଁଥିପାଇଁ ସେ ଆସିଥିଲେ ଆଉ ଯଦି ବା ଆସିଥିଲେ ସେ ଯଦି ମୋ ଶଶୁରଙ୍କ ବନ୍ଧୁ ହୋଇଥାନ୍ତେ ତ ଏଇ ଘର ବିଷୟରେ ସବୁ ତଥ୍ୟ ଜାଣିଥିବେ।ମତେ କହୁଛନ୍ତି ତମ ସ୍ବାମୀଙ୍କ ନମ୍ୱରଟା ଦେବ।

ମୁଁ ସନ୍ଦେହ କରୁଚି କି କିଛି ତ ଗୋଟେ ଷଡ଼ଯନ୍ତ୍ର ଚାଲିଛି।ଯେହେତୁ ତପସ୍ଵିନୀ ପାଇଁ ମୁଁ ଏଇଠି ବସିଚି ଦେଢ଼ ମାସ ହୋଇଗଲା ଏଇଟା ଗୋଟେ ଲଜ୍ୟା ଜନକ କଥା ତାଙ୍କ ବାପାଙ୍କୁ ଧମକ ଦେଉଛନ୍ତି।କାଲି ରାତି ୧୦ ଟାରେ ଜଣେ ଅଜଣା ଲୋକ ଆସିଲେ।ସେ ଯାହା କହିଲେ ଖାଲି ଟଙ୍କା ପଇସାରେ କିଣିବା ପାଇଁ ଚାହୁଁଛନ୍ତି।କିନ୍ତୁ ଆମେ ଟଙ୍କାପଇସା କିଣିବା ଉପରେ ବସିନୁ।

Leave a Reply

Your email address will not be published. Required fields are marked *