ନବ ବର୍ଷର 1st ଦିନରେ କରନ୍ତୁ ଏହି ସମସ୍ତ କାର୍ଯ୍ୟ,ଏହି ଗୋଟିଏ ଜିନିଷ କୁ ନିଶ୍ଚୟ ଖାଇନିଅନ୍ତୁ Total ବର୍ଷଟି ଜମିକି ଆସିବ ସୁଖ ସମୃଦ୍ଧି..

Spread the love

ତେବେ ଆଉ ଅଳ୍ପ ସମୟ ପରେ ନବ ବର୍ଷ ଆସିବାକୁ ଯାଉଛି।ଏହା ସହିତ ଏହି ନବ ବର୍ଷ ଅନେକ ଲୋକଙ୍କ ଜୀବନରେ ଅନେକ ଖୁସି ନେଇ ଆସିବାକୁ ଯାଉଛି।ଏହା ସହିତ ଏହି ନବ ବର୍ଷରେ ଅନେକ ଲୋକ ଅନେକ କାର୍ଯ୍ୟ ମଧ୍ୟ କରିଥାନ୍ତି।ତେବେ ଆମେ ବର୍ତ୍ତମାନ ଏପରି କିଛି କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ କରିବା ଫଳରେ ଆପଣଙ୍କ ଜୀବନରେ ଅନେକ ଶୁଭ ସମୟ ଆସିବ।ଏହା ସହିତ ଆପଣଙ୍କ ସମ୍ପୂର୍ଣ୍ଣ ବର୍ଷ ଅନେକ ଶୁଭ ସମୟ ନେଇ ଆସିବ।

ପ୍ରଥମେ ହେଉଛି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା।ତେବେ ଏହି ନବ ବର୍ଷରେ ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଆବଶ୍ୟକ।ତେବେ ଏପରି କରିବା ଫଳରେ ଆପଣଙ୍କ ଉପରେ ଭଗବାନ ସୂର୍ଯ୍ୟଙ୍କ ବିଶେଷ କୃପା ପଡ଼ିବ।ଏହା ସହିତ ଆପଣ ଯେଉଁ କାର୍ଯ୍ୟ କରିବେ ସେହି ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବେ।ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାର ମଧ୍ୟ ସମାଧାନ ହୋଇଯିବ।ଏହା ସହିତ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ।

ଏହାପରେ ଆପଣ ନବ ବର୍ଷର ପ୍ରଥମ ଦିନରେ ୨୭ ଥର ଗାୟତ୍ରୀ ମନ୍ତ୍ର ଜପ କରିବା ଆବଶ୍ୟକ।ଏପରି କରିବା ଫଳରେ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଶେଷ ହୋଇଯିବ।ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ମଧ୍ୟ ଆପଣଙ୍କ ଉପରେ ପଡ଼ିବ।ଏହା ସହିତ ଆପଣଙ୍କ ଜୀବନରେ ଅଚାନକ ଭାବରେ ଧନ ପ୍ରାପ୍ତି ହେବାର ମଧ୍ୟ ସମ୍ଭାବନା ରହିଛି।ଏହା ସହିତ ଆପଣଙ୍କ ପାଖରେ ଧନର ମଧ୍ୟ କୌଣସି ଅଭାବ ରହିବ ନାହିଁ।

ଏହା ସହିତ ଆପଣଙ୍କୁ ଏପରି କିଛି ଖାଦ୍ୟ ଖାଇବା ଆବଶ୍ୟକ ଯାହା ଫଳରେ ସେମାନଙ୍କ ଜୀବନରେ କିଛି ଭଲ ହେବ।ହେବେ ଏପରି ବିଶ୍ୱାସ ରହିଛି କି ଯେଉଁ ବ୍ୟକ୍ତି ବର୍ଷର ପ୍ରଥମ ଦିନରେ କଳା ଅଙ୍ଗୁର ଖାଇ ଥାଏ ସେହି ବ୍ୟକ୍ତି ନିଜର ଜୀବନରେ ଅନେକ ସଫଳତା ପାଇଥାଏ।ତେଣୁ ଆପଣ କଳା ଅଙ୍ଗୁର ଖାଇବା ସହିତ ଆପଣ ନିଜର ପରିବାର ତଥା ନିଜର ବନ୍ଧୁଙ୍କ ସହିତ ଏହାକୁ ବାଣ୍ଟିବା ଆବଶ୍ୟକ।ଯାହା ଫଳରେ ଆପଣଙ୍କ ଜୀବନରେ ଏହା ଅନେକ ଶୁଭ ସମୟ ନେଇ ଆସିବ।

ଏହା ସହିତ ଆପଣ ନିଜର ଘରେ ନୂତନ କ୍ୟାଲେଣ୍ଡରକୁ ଉତ୍ତର,ପୂର୍ବ କିମ୍ବା ପଶ୍ଚିମ ଦିଗରେ ଟାଙ୍ଗିବା ଆବଶ୍ୟକ।ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଆପଣ ଏହାକୁ ଟାଙ୍ଗିବା ଫଳରେ ଏହା ଆପଣଙ୍କ ଉପରେ ଅନେକ ଖରାପ ପ୍ରଭାବ ପକାଇବାର ମଧ୍ୟ ସମ୍ଭାବନା ରହିଛି।ତେଣୁ ଆପଣ ନିଜର ଘରେ ଏହାକୁ ଟାଙ୍ଗିବା ସମୟରେ ଯତ୍ନବାନ ହେବା ଆବଶ୍ୟକ।ଏହା ସହିତ ଆପଣ ନିଜର ପରିବାରର ଯତ୍ନ ନେବା ସହିତ ଏହି ଦିନ ଆପଣ ନିଜର ପରିବାର ଲୋକଙ୍କର ସହିତ ସମୟ ଅତିବାହିତ କରିବା ପାଇଁ ପ୍ରୟାସ କରନ୍ତୁ।ଯାହା ଫଳରେ ଆପଣଙ୍କ ବର୍ଷ ସମ୍ପୂର୍ଣ୍ଣ ଶୁଭ ରହିବ।

Leave a Reply

Your email address will not be published. Required fields are marked *