ପୁଣି ସିରିଏଲ ରେ ଆସିଲେ ଦୀପ୍ତିରେଖା,ରାଜକନ୍ୟା ପରେ Rajajema ରେ ଆସିବେ ନଜର,ଏହି ଦିନରୁ ଆରମ୍ଭ ହେବ ନୂଆ ସିରିଏଲ..

Spread the love

ଅଭିନେତ୍ରୀ ଦୀପ୍ତିରେଖାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ସଙ୍ଗୀତ ମାଧ୍ୟମରେ ଅନେକ ଲୋକଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ସଙ୍ଗୀତ ଅନେକ ଲୋକଙ୍କୁ ବହୁତ ଅଧିକ ପସନ୍ଦ ଆସିଥାଏ।ସେ ଜଣେ ଏପରି ସଙ୍ଗୀତଜ୍ଞ ଯିଏକି ନିଜର ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖି ଥାଆନ୍ତି।ଏହା ସହିତ ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଅନେକ ଲୋକ ମଧ୍ୟ ଅପେକ୍ଷା କରି ରହି ଥାଆନ୍ତି।

ତାଙ୍କର ସଙ୍ଗୀତ କାହାକୁ ମଧ୍ୟ ଆକର୍ଷିତ କରି ଦେଇଥାଏ।ଏହା ସହିତ ସେ ନିଜର ସଙ୍ଗୀତ ମାଧ୍ୟମରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତେବେ ଏହି ସଙ୍ଗୀତକାର ଜଣଙ୍କ ନିଜର ସଙ୍ଗୀତର ଜୀବନ ଆରମ୍ଭ କରିବା ପୂର୍ବରୁ ଜଣେ ଅଭିନେତ୍ରୀ ଥିଲେ।ତେବେ ସେ ଅଭିନୟ ଜଗତରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଅନେକ ସଂଘର୍ଷ କରିଥିଲେ।

ଏହା ସହିତ ଏହାପରେ ସେ ସଙ୍ଗୀତ ଗାଇବା ପରେ ନିଜର ସଙ୍ଗୀତ ପାଇଁ ଅନେକ ପ୍ରଶଂସା ପାଇ ପାରିଥିଲେ।ଯାହା ଫଳରେ ସେ ସଙ୍ଗୀତ ଗାଇବା ସହିତ ନିଜର ଜୀବନ ଏହିଥିରେ ଗଢିବେ ବୋଲି ନିଷ୍ପତି ନେଇଥିଲେ।ତେବେ ସେ ନିଜର ସଙ୍ଗୀତ ପାଇଁ ବର୍ତ୍ତମାନ ବହୁତ ଅଧିକ ଲୋକପ୍ରିୟତା ପାଇ ପାରିଛନ୍ତି।

ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରି ଥାଆନ୍ତି।ସେ ଜଣେ ବହୁତ ଭଲ ଅଭିନେତ୍ରୀ ବୋଲି ଅନେକ ଲୋକ କହି ଥାଆନ୍ତି।ତେବେ ଏହି ଅଭିନେତ୍ରୀ ପୂର୍ବରୁ ଇ ଟିଭିରେ ପ୍ରସାରିତ ହେଉଥିବା ରାଜକନ୍ୟା ଧାରାବାହିକରେ ଅଭିନୟ କରି ସେହି ସମୟରେ ଅନେକ ଲୋକପ୍ରିୟତା ପାଇ ପାରିଥିଲେ।

ଏହା ସହିତ ଯେତେବେଳେ ସେ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ ସେହି ସମୟରେ ସେ ନିଜର ସଙ୍ଗୀତ ପାଇଁ ବହୁତ ଅଧିକ ପ୍ରସିଦ୍ଧି ପାଇ ପାରିଥିଲେ।ଏହା ସହିତ ଏହାପରେ ସେ ଅଭିନୟ ଜୀବନରୁ ଦୂରେଇ ଯାଇଥିଲେ।ଏହା ସହିତ ସେ ନିଜର ସଙ୍ଗୀତ ପାଇଁ ବହୁତ ଅଧିକ ଲୋକପ୍ରିୟ ହୋଇ ପାରି ଥିବାରୁ ସେ ବର୍ତ୍ତମାନ ନିଜର ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ।

ତେବେ ବର୍ତ୍ତମାନ ଏହା ଶୁଣିବାକୁ ମିଳୁଛି କି ସେ ଅଭିନୟ ଦୁଣିଆକୁ ପୁଣି ଫେରିବା ପାଇଁ ଯାଉଛନ୍ତି।ତେବେ ସୂଚନା ଅନୁସାରେ ବର୍ତ୍ତମାନ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେବାକୁ ଯାଉଛି ରଜାଜେମା ନାମକ ଏକ ନୂତନ ଧାରାବାହିକ।ଏହା ସହିତ ଏହା ବର୍ତ୍ତମାନ ପ୍ରସାରିତ ହେବାକୁ ଯାଉଥିବାରୁ ଏହା ପରେ ଏହି ଧାରାବାହିକ ବହୁତ ଅଧିକ ଲୋକପ୍ରିୟ ହୋଇ ପାରିବ ବୋଲି ଅନେକ ଲୋକ ଆଶା ରଖିଛନ୍ତି।

ଏହା ସହିତ ଏଥିରେ ଦୀପ୍ତିରେଖା ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଛି।ଏହା ସହିତ ସେ ବର୍ତ୍ତମାନ ଅଭିନୟ ଦୁନିଆକୁ ପୁଣି ଥରେ ଫେରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିବା ପରେ ବର୍ତ୍ତମାନ ଅନେକ ଦର୍ଶକ ତାଙ୍କର ଅଭିନୟ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି।ଏହା ସହିତ ଦୀପ୍ତିରେଖାଙ୍କ ଅଭିନୟ ମଧ୍ୟ ଅନେକ ଲୋକଙ୍କ ବହୁତ ଅଧିକ ପସନ୍ଦ ହୋଇ ଥିବାରୁ ଏହି ଧାରାବାହିକ ବହୁତ ଅଧିକ ଲୋକପ୍ରିୟ ହୋଇ ପାରିବ ବୋଲି ଅନେକ ଲୋକ ଅନୁମାନ କରିଛନ୍ତି।

 

Leave a Reply

Your email address will not be published. Required fields are marked *