ଆଜିଠୁ ପୁଣି ଭୟଙ୍କର ଲଘୁଚାପ,19 ଯାଏ ପ୍ରବଳ ଢାଳିବ,ତ୍ରାହି ମିଳିବ ନାହିଁ ଏହି ଜିଲ୍ଲାକୁ,communication ହେବ ବାଧାପ୍ରାପ୍ତ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଶାର ପାଣିପାଗ ବିଷୟରେ କିଛି ବିଶେଷ ଖବର ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଅସନ୍ରୁ7 ଜାଣିବା ଏହି ବିଷୟରେ।ବର୍ତ୍ତମାନ ଯାହା କିଛି ନୂତନ ଅପଡେଟ ଆସୁଛି ଆମ ଆଇ ଏମ ଡି ବା ଆମ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଉତ୍ତର ବଙ୍ଗୋପ ସାଗରରେ ଏକ ସାଇକ୍ଲୋନିକ ସରକୁଲେସନ ବା ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇ ସାରିଛି।

ଯାହାକି ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେଇଯିବ।ଯାହାର ପ୍ରଭାବରେ ଆଇ ଏମ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଯାହା କିଛି ସଚେତନ କରାଇଛନ୍ତିକି ଆସନ୍ତା ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ ତା ଛଡା ଆଉ ଏକ ଚିନ୍ତାର ବିଷୟଯେ ଯେହେତୁ ୨୮ଟି ଗେଟ ଖୋଲାଯାଇଛି ହୀରାକୁଦ ଡ୍ୟାମର ସେଥିପାଇଁ ଶନିବାର ରାତି ସୁଧା ବନ୍ୟା ପରିସ୍ଥିତି ଆସିପାରେ।

ଚାରିରୁ ଛଅଟି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି ଓ ତାହା ସହିତ ଅଗ୍ନିସମ ବିଭାଗ ବା ଓଡ଼ରାଫ ଟିମକୁ ମଧ୍ୟ ସଜାଗ ରଖାଯାଇଛି।ତା ପୂର୍ବରୁ ଏକ ବଡ଼ ବନ୍ୟାର ଆଶଙ୍କା ଅଛି।ଆଗକୁ ସ୍ଥିତି ଆହୁରି ଖରାପ ହୋଇପାରେ।ଉତ୍ତର ବଙ୍ଗୋପ ସାଗରରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇ ସାରିଛି ଯାହାକି ଆସନ୍ତା କିଛି ଘଣ୍ଟା ମଧ୍ୟରେ ବା ଆସନ୍ତା କାଲି ସୁଦ୍ଧା ଏକ ଲୋ ପ୍ରେସର ଏରିଆ ବା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।

ଯାହାର ପ୍ରଭାବରେ ଆଜି ଅପରାହ୍ନରୁ ବର୍ଷା ଆରମ୍ଭ ହେବ।କିଛି କିଛି ଜିଲ୍ଲା ମାନଙ୍କରେ ବର୍ଷ5 ଆରମ୍ଭ ହୋଇ ଗଲାଣି।କିଛି କିଛି ଜିଲ୍ଲା ମାନଙ୍କରେ ବର୍ଷା ୬ ସାତ ଦିନ ଲାଗି ରହିଛି।ଆଉ ଆସନ୍ତା କାଲି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ।ଆସନ୍ତା କାଲି ରାତି ପାଖରୁ ନେଇ ପରିବର୍ତ୍ତି ଦୁଇ ଦିନ ପର୍ଯ୍ୟନ୍ତ ଏତେ ପ୍ରବଳ ବର୍ଷା ଲାଗି ରହିବ

ପାଖାପାଖି ସାତ ସେଣ୍ଟିମିଟରରୁ ବାର ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇପାରେ।ବର୍ତ୍ତମାନ ବର୍ଷା କାରଣରୁ ସେହି ଜଳ ମହାନଦୀରେ ପଶୁଛି ଏଥିପାଇଁ ସବୁ ନଦୀର ଜଳ ସ୍ତର ବୃଦ୍ଧି ପାଇଲାଣି।କିଛି କିଛି ନଦୀର ଜଳ ସ୍ତର ବିପଦ ଅବସ୍ଥାରେ ରହିଛି।ଅଧିକାଂଶ ଜିଲ୍ଲା ବର୍ତ୍ତମାନ ଜଳବନ୍ଦୀ ପରିସ୍ଥିତିରେ ଅଛନ୍ତି।ଅନ୍ୟ କିଛି ଜିଲ୍ଲାରେ ବନ୍ୟା ଜଳ ଅଗ୍ରରେ ପଶି ସାରିଛି।

ହୀରାକୁଦର ଗେଟ ଗୁଡିକ ଖୋଲାଯାଇଛି କିନ୍ତୁ ସବୁଠାରୁ ବଡ଼ ଚିନ୍ତାର ବିଷୟ ଯେ ବନ୍ୟା ଜଳ ନିଷ୍କାସିତ କରାଯାଇଛି ସେଥିପାଇଁ ତଳିଆ ଅଞ୍ଚଳରେ ମାଧ୍ୟମ ଧରଣର ବନ୍ୟା ଆକଳନ କରାଯାଉଛି।ଯେତେବେଳେ ବନ୍ୟା ଜଳ ବ୍ୟାପିବ ତେବେ ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଯେଉଁଥିପାଇଁ କିଛି କିଛି ଜିଲ୍ଲା ମାନଙ୍କୁ ଯେପରି ପୁରୀ, ଜଗତସିଂହପୁର , କେନ୍ଦ୍ରାପଡା ଓ କଟକ ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି।

Leave a Reply

Your email address will not be published. Required fields are marked *