୩୫ ତା Items ମାତ୍ର ୧୪୦ ଟଙ୍କା ରେ,ପ୍ରସିଦ୍ଧ ଓଡ଼ିଆ ହୋଟେଲ,ଯାଜପୁର ରେ ଥରେ ଖାଇଲେ ସବୁ ହୋଟେଲ ଭୁଲିଯିବେ ଆପଣ..ଦେଖନ୍ତୁ Video

Spread the love

ଯାଜପୁର ପାଣିକୋଇଲି ରାସ୍ତାରେ ଯିବା ମାର୍ଗରେ ବାଟରେ ଏକ ହୋଟେଲ ପଡ଼ିଥାଏ।ଯାହାର ନାମ ହେଉଛି ଓଡ଼ିଆଣୀ ହୋଟେଲ।ତେବେ ଏହି ହୋଟେଲ ପ୍ରାୟ ୨୦୦୯ ମସିହାରୁ ପ୍ରତିଷ୍ଠା ହୋଇ ବ୍ୟବସାୟ କରି ଆସୁଛନ୍ତି।ତେବେ ଏହି ହୋଟେଲ ବାସ୍ତବରେ ଅନେକ ସମୟରୁ ଏପରି ଭାବରେ ବ୍ୟବସାୟ କରି ଆସୁଛନ୍ତି।ତେବେ ଏହି ହୋଟେଲ ଏପରି ଏକ ହୋଟେଲ ଯେଉଁଠାରେ କେବଳ ଓଡ଼ିଆ ଲୋକମାନଙ୍କ ଖାଇବା ମିଳିଥାଏ।ଏହା ସହିତ ଏଠାରେ ସମସ୍ତ ପ୍ରକାରର ଓଡ଼ିଆ ଖାଇବା ମିଳିଥାଏ।

ତେବେ ଏହି ହୋଟେଲକୁ ଖାଇବା ପାଇଁ ଅନେକ ଲୋକ ଅନେକ ଦୂରରୁ ଆସି ଥାଆନ୍ତି।ଏହା ସହିତ ଏଠାରେ ଲୋକମାନଙ୍କ ଭିଡ଼ ଅନେକ ସମୟରେ ଖାଇବା ପାଇଁ ହୋଇଥାଏ।ଏହା ସହିତ ଏଠାରେ ଲୋକମାନେ ସବୁ ସମୟରେ ଭିଡ଼ କରି ଥାଆନ୍ତି।ତେବେ ଅନେକ ଲୋକ ଅନେକ ଦୂରରୁ ମଧ୍ୟ ଏଠାକୁ ଖାଇବା ପାଇଁ ଆସି ଥାଆନ୍ତି।

ତେବେ ଏହି ସ୍ଥାନରେ ରୋସେଇ ପାଇଁ ଉଭୟ ମହିଳା ଓ ପୁରୁଷ ବ୍ୟକ୍ତି ରହିଛନ୍ତି।ଏହା ସହିତ ଏଠାରେ ଖାଇବା ପାଇଁ ସବୁ ସମୟରେ ଲୋକଙ୍କ ଭିଡ଼ ଲାଗି ରହିଥାଏ।ତେବେ ଏଠାକୁ ଖାଇବା ପାଇଁ ବିଶେଷ ଭାବରେ ଲୋକମାନେ ଏଥିପାଇଁ ଆସିଥାନ୍ତି କାରଣ ଏଠାରେ ବିଶେଷ ଭାବରେ ଅନେକ ପ୍ରକାରର ଓଡ଼ିଆ ଖାଇବା ମିଳିଥାଏ।

ଏହା ସହିତ ଏଠାରେ ପ୍ରାୟ ୧୪୦ ଟଙ୍କାରେ ପ୍ରାୟ ଅନେକ ପ୍ରକାରର ଖାଦ୍ୟ ମିଳିଥାଏ।ଏହା ସହିତ ଏଠାରେ ଖାଇବା ପାଇଁ ଲୋକମାନଙ୍କ ସବୁ ସମୟରେ ଭିଡ଼ ଦେଖିବାକୁ ମିଳିଥାଏ।ଏହା ସହିତ ଲୋକମାନେ ମଧ୍ୟ ଏଠାରେ ଖାଇବାକୁ ଅଧିକ ପସନ୍ଦ କରି ଥାଆନ୍ତି।ଏହା ସହିତ ଏଠାକାର ଖାଇବା ମଧ୍ୟ ବହୁତ ଅଧିକ ସ୍ଵାଦିଷ୍ଟ ହୋଇଥାଏ।

ଦେଶୀ କୁକୁଡ଼ା ଠାରୁ ଆରମ୍ଭ କରି ମଟନ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଆମିଷ ଜାତୀୟ ଖାଦ୍ୟ ମଧ୍ୟ ଏଠାରେ ମିଳିଥାଏ।ଏହା ସହିତ ଏଠାରେ ଖାଇବା ପାଇଁ ଦିନକୁ ପ୍ରାୟ ୩୦୦-୪୦୦ ଲୋକ ଆସି ଥାଆନ୍ତି।ତେବେ ରାସ୍ତା କଡ଼ରେ ହୋଇ ଥିବାରୁ ଲୋକମାନଙ୍କ ସମାଗମ ଏଠାରେ ଅଧିକ ଦେଖିବାକୁ ମିଳିଥାଏ।

ଏହା ସହିତ ଏଠାରେ ଖାଇବା ସହିତ ଲୋକମାନେ ଏଠାରେ ଖାଇବା ନିଜର ଘରକୁ ମଧ୍ୟ ନେଇ ଯାଇ ଥାଆନ୍ତି।ଏହା ସହିତ ଲୋକମାନେ ଏଠାରେ ବିଶେଷ ଭାବରେ ଓଡ଼ିଆ ଖାଇବା ଖାଇବା ପାଇଁ ଅଧିକ ପସନ୍ଦ କରି ଥାଆନ୍ତି।ଏହା ସହିତ ଖାଦ୍ୟ ଖାଇବା ପାଇଁ ଲୋକମାନେ ଏଠାରେ ଅନେକ ଭିଡ଼ କରୁଥିବାର ମଧ୍ୟ ଦେଖା ଯାଇଥାଏ।

ଏହା ସହିତ ବିଶେଷ ଭାବରେ ଲୋକମାନେ ଏଠାରେ ଚିଙ୍ଗୁଡ଼ି ପୋଡ଼ା ଓ ମାଛ ପୋଡ଼ା ଓ ଏହିପରି ଆମିଷ ଜାତୀୟ ପୋଡ଼ା ଖାଦ୍ୟ ଖାଇବା ପାଇଁ ଅଧିକ ପସନ୍ଦ କରି ଥାଆନ୍ତି।ଏହା ସହିତ ଏଠାରେ ଚଟଣୀ ଓ ବିଭିନ୍ନ ପ୍ରକାରର ଭଜା ମଧ୍ୟ ଏଠାରେ ଲୋକମାନେ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି।ତେବେ ମାତ୍ର ୧୪୦ ଟଙ୍କାରେ ୨୦ ରୁ ଅଧିକ ପ୍ରକାରର ଖାଦ୍ୟ ଖାଇବାକୁ ମିଳୁ ଥିବାରୁ ଏଠାରେ ଲୋକମାନେ ଖାଇବାକୁ ଅଧିକ ପସନ୍ଦ କରି ଥାଆନ୍ତି।ଏହା ସହିତ ଏଠାରେ ଖାଦ୍ୟର ସ୍ଵାଦ ମଧ୍ୟ ବହୁତ ଭଲ ହୋଇଥାଏ।

Leave a Reply

Your email address will not be published. Required fields are marked *