୬ ଜାନୁୟାରୀ ବଡ଼ ଶୁକ୍ରବାର ପୌଷ (Pausa) ପୂର୍ଣ୍ଣିମା ଗାଈକୁ ଖୁଆନ୍ତୁ ଏହି ୧ ଜିନିଷ,ଜୀବନରେ ଧନ ଅଭବ ରହିବ ନାହିଁ…

Spread the love

ବର୍ଷର କିଛି ଖାସ ପୂର୍ଣ୍ଣିମାକୁ ସବୁଠୁ ଶୁଭ ଓ ସମୃଦ୍ଧିଶାଳୀ ବୋଲି ମାନା ଯାଇଥାଏ। ପୁରାଣରେ ପୂର୍ଣ୍ଣିମା ଦିନକୁ ବହୁତ ମହତ୍ତ୍ଵ ଦିଆଯାଇଥାଏ। ଏହି ଦିନ ତାମସିକ ଭୋଜନ କରିବା ଅନୁଚିତ।ଏହି ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ ଓ କଳି ଝଗଡ଼ା ଠାରୁ ଦୂରେଇ ରହିବା ଉଚିତ। କାହାକୁ ଖରାପ ଭାଷାରେ ଗାଳି ଗୁଲଜ କରନ୍ତୁ ନାହିଁ।

ଦ୍ଵାରକୁ ଆସିଥିବା ଗରିବ ଲୋକଙ୍କୁ ଫେରାଇ ଦିଅନ୍ତୁ ନାହିଁ। ଗାଈକୁ ଏହି ଗୋଟିଏ ଜିନିଷ ଦେବା ଦ୍ଵାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବ। ତେବେ ଗାଈଙ୍କର ସେବା କଲେ ମାଆ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏମିତିରେ ତ ଯୁଗ ଯୁଗରୁ ଚାଲି ଆସିଛି କି ଆମେ ଗାଈକୁ କିଛି ନା କିଛି ଖୁଆଇବା ପାଇଁ ଦେଇଥାଉ।

ଗାଈକୁ ସନାତନ ଧର୍ମରେ ମାଆ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଇଥାଏ।ଯେଉଁଘରେ ଗୋମାତାଙ୍କ ସେବା ହୋଇନଥାଏ ସେ ଘରେ ଅଚାନକ କୌଣସି ବିପତ୍ତି ଆସିଥାଏ। ହିନ୍ଦୁ ଧର୍ମ ଅନୁସାରେ ଗାଈକୁ ରୁଟି ଖାଇବା ପାଇଁ ଦେବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢ଼ିଥାଏ। ଆପଣ ସକାଳେ ପ୍ରଥମ ରୁଟି ବନେଇ ତାକୁ

ଯଦି ଗାଈକୁ ଖାଇବା ପାଇଁ ଦିଅନ୍ତି ତ ସବୁ ଦେବୀ ଦେଵତା ମାନଙ୍କ କୃପା ପ୍ରାପ୍ତ ହୋଇଥାଏ।ଗାଈକୁ ରୁଟି ଉପରେ ଏକ ଚୁଟକି ହଳଦୀ ମିଶାଇ ଗୁରୁବାର ଦିନ ଖାଇବାକୁ ଦେଲେ ଘରେ ସୁଖ ଶାନ୍ତି ବଢ଼ିଥାଏ। ଯଦି ଆପଣ ମାନଙ୍କୁ ଲାଗୁଚି କି ଆପଣଙ୍କ ସବୁ ଗ୍ରହ ଖରାପ ଅଛି ତେବେ ପ୍ରତିଦିନ ଆପଣ ଗାଈକୁ

ରୁଟି ଖାଇବା ପାଇଁ ଦିଅନ୍ତୁ। କେବେ କେବେ ଲମ୍ବା ସମୟରୁ କୌଣସି ଶୁଭ କାମ ହୋଇପାରିନଥାଏ।ଗାଈକୁ ରୁଟି ଖାଇବା ପାଇଁ ଦିଅନ୍ତୁ ଓ ଗାଈର ମସ୍ତକ ଛୁଇଁ ଆପଣଙ୍କ ମନସ୍କାମନା କୁହନ୍ତୁ।ଗାଈକୁ ବାସୀ ଜିନିଷ ଖାଇବା ପାଇଁ ଦିଅନ୍ତୁ ନାହିଁ କାରଣ ଏହା ଦ୍ଵାରା ତାଙ୍କର ଅପମାନ ହୋଇଥାଏ। ଯିଏ ବି ଗୋମାତାଙ୍କର

ପୂଜା କରେ ତାକୁ ଦେବୀ ଓ ଦେବତା ମାନଙ୍କ କୃପା ପ୍ରାପ୍ତ ହୋଇଥାଏ।ଯେଉଁ ବ୍ୟକ୍ତି କ୍ରୋଧୀ ଅଟନ୍ତି ସେ ସବୁଜ ଚାରା ଗାଈକୁ ଖାଇବାକୁ ଦେଲେ ତାହା ଲାଭପ୍ରଦ ହୋଇଥାଏ। ଏଥିରେ ବୁଧ ଗ୍ରହଙ୍କର ଦଶା ଠିକ ହୋଇଯାଏ ଓ ସବୁ ସମସ୍ୟା ଠିକ ହୋଇଯାଏ।ଯଦି ଆପଣଙ୍କ ମଙ୍ଗଳ ଗ୍ରହ ସ୍ଥିତି ଖରାପ ଥାଏ

ତେବେ କୌଣସି ଗରିବ ବ୍ରାହ୍ମଣ କିମ୍ବା ଗରିବ ବ୍ୟକ୍ତିଙ୍କୁ ଗାଈ ଦାନ କରନ୍ତୁ। ଯଦି ପିଲା ମାନେ କଥା କଥାରେ କ୍ରୋଧିତ ହେଉଛନ୍ତି ତେବେ ଘରକୁ ଆସିଥିବା ଗାଈକୁ ପିଲା ମାନଙ୍କ ଦ୍ଵାରା ଭୋଜନ କରାନ୍ତୁ।ଏମିତି କରିବା ନିଜ ସନ୍ତାନ ପାଇଁ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *