ନୂଆ ବର୍ଷ ୬ଟି ରାଶି ଧନୀ,Sukhajoga ରେ ଏହି ରାଶି ହେବାକୁ ଯାଉଛି ଧନୀ,ଏହି ନୂଆ ବର୍ଷ ରେ ଆସିବା ଖୁସି ଖବର

Spread the love

ଜୀବନରେ ସତ ଚେଷ୍ଟା ଜାରି ରଖନ୍ତୁ। ସତ କର୍ମ କରନ୍ତୁ, ଜୀବନରେ ନ୍ୟାୟ ପଥରେ ରୁହନ୍ତୁ, ସଫଳତା ହାସଲ କରିବେ ଓ ଉନ୍ନତି ଦିଗରେ ଅଗ୍ରସର ହେବେ।ମିଥୁନ ରାଶି:- ଏହି ପରିସ୍ଥିତିରେ ଆପଣଙ୍କ ଯେଉଁ ସବୁ ଅସୁବିଧା ଥିଲା ଏହା ଶେଷ ହୋଇଯିବ। ଅନେକ ଦିନରୁ ଯେଉଁ କାର୍ଯ୍ୟ ଆପଣଙ୍କର ଅଟକି ରହିଥିଲା ଏହା ସଫଳ ହେବ।

ହରିନାମ ଜପ କରନ୍ତୁ, ଆପଣ ଏହି ସମୟରେ ଯାହା କରିବାକୁ ଚାହୁଁଛନ୍ତି ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ।ଏହି ରାଶିର ଲୋକଙ୍କର ଧନ ଲାଭ ହେବାର ସମ୍ଭାବନା ରହିଛି। ଭଗବାନଙ୍କ ଦୟାରୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଛି।

ସିଂହ ରାଶି:- ଆପଣ ଦୈନିକ ରୋଜଗାର କରିବା ପାଇଁ କାର୍ଯ୍ୟ କରୁଛନ୍ତି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଏହା ସହିତ ବିବାହ ହେବାର ସମ୍ଭାବନା ରହିଛି। ଜୟ ଲକ୍ଷ୍ମୀନାରାୟଣ ଜପ କରନ୍ତୁ,ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ଆପଣଙ୍କ ଉପରେ ରହିବ।ସମାଜରେ ମାନସମ୍ମାନ ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଛି।

କୁମ୍ଭ ରାଶି:- ଆପଣଙ୍କର ରାଜନୀତି କ୍ଷେତ୍ରରେ ଅନେକ ସଫଳତା ପ୍ରାପ୍ତ କରିବେ। ଆପଣଙ୍କର ସ୍ତର ବଦଳିଯିବ ଯେଉଁ ବ୍ୟକ୍ତି ଅନେକ ଦିନରୁ ଖାଲି ବସିଥିଲେ ସେମାନଙ୍କୁ ଚାକିରି ମିଳିଯିବ। ବୈବାହିକ ଜୀବନ ଭଲ ରହିବ। ଶନିଦେବଙ୍କ ନାମ ଜପ କରନ୍ତୁ, ସଫଳତା ହାସଲ କରିବେ।

ମେଷ ରାଶି:- ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଭଗବାନଙ୍କ ଦୟାରୁ ଭାଗ୍ୟ ଆପଣଙ୍କ ସହିତ ରହିବ। ବ୍ୟାପାର କ୍ଷେତ୍ରରେ ଆପଣ ଯଦି ନୂଆ ଯୋଜନା କରୁଛନ୍ତି ଆପଣଙ୍କ ପାଇଁ ଏହା ବହୁତ ଭଲ ରହୁଚି। ଯେଉଁ ବ୍ୟକ୍ତି ଚାକିରି ଖୋଜୁଛନ୍ତି ସେମାନଙ୍କୁ ଚାକିରି ମିଳିଯିବ। ଯେକୌଣସି କ୍ଷେତ୍ରରେ ଯେକୌଣସି କାର୍ଯ୍ୟରେ ଆପଣ ଲାଗିଯିବେ।

ତୁଳା ରାଶି:- ଏହି ରାଶିର ଲୋକଙ୍କ ପାଇଁ ୨୦୨୩ ବର୍ଷ ଧନ ଲାଭ କରିବାର ଅନେକ ମୌକା ମିଳିବାକୁ ଯାଉଚି। ପୈତୃକ ସଂପତ୍ତି ମଧ୍ୟରୁ ଲାଭ ମଧ୍ୟ ମିଳିବ। ଆପଣଙ୍କ ବେତନରେ ବୃଦ୍ଧି ହେବ।ଆପଣଙ୍କର ପଦୋନ୍ନତି ହେବାର ମଧ୍ୟ ସମ୍ଭାବନା ରହିଛି। ଆପଣ ଶୌଚ ଓ ସ୍ନାନ ସାରି ପରିଷ୍କାର ବସ୍ତ୍ର ପିନ୍ଧି ପ୍ରତ୍ୟେକ ଦିନ ପବିତ୍ର ତୁଳସୀ ଗଛ ମୂଳର ମାଟି ନିଜର ମୁଣ୍ଡରେ ଲଗାନ୍ତୁ।

ଧନୁ ରାଶି:- ଆପଣଙ୍କୁ ଏହି ବର୍ଷରେ ଜୀବନରେ ନୂଆ ନୂଆ ସୁଯୋଗ ମିଳିବାକୁ ଯାଉଚି। ଆପଣଙ୍କ ଆତ୍ମବିଶ୍ବାସ ବହୁତ ଭଲ ରହିବ। ଯାହା ଫଳରେ ଆପଣଙ୍କ ଅଧୁରା କାମ ପୂର୍ଣ୍ଣ ହେବ। ଏହି ବର୍ଷରେ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ହେବ। ଶନିଦେଵଙ୍କ ନାମ ଜପ କରନ୍ତୁ, ପ୍ରଭୁ ନ୍ୟାୟର ଦେବତା, ପ୍ରଭୁ ନ୍ୟାୟ ପ୍ରିୟ, ସେଥିପାଇଁ ଆପଣ ସବୁବେଳେ ନ୍ୟାୟରେ ରୁହନ୍ତୁ, ଜୀବନରେ ଉନ୍ନତି କରିବେ

Leave a Reply

Your email address will not be published. Required fields are marked *