ଏପରି ପୁରୁଣା ନୋଟ ଦେଇ ଆପଣ ହୋଇପାରିବେ ଲକ୍ଷପତି – ଦେଖନ୍ତୁ କେଉଁ କେଉଁ ଜିନିଷ ଥିବା ଦରକାର ଓ କେଉଁଠି ବିକିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ପୁରୁଣା ନୋଟ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଘରର ପୁରୁଣା ବାକ୍ସରେ ଟ୍ରଙ୍କରେ କିମ୍ବା ବହିରେ ପ୍ରାୟତଃ ପୁରୁଣା ନୋଟ ମିଳିଯାଇଥାଏ।ଏହା ବ୍ୟତୀତ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ମୁଦ୍ରା ରଖିବାକୁ ଭଲ ପାଇଥାନ୍ତି।କଣ ଆପଣ ଏହା ଜାଣିଛନ୍ତି କି?ଏହି ପୁରୁଣା ମୁଦ୍ରା ଆପଣଙ୍କୁ ମାଲାମାଲ କରିପାରେ।ବାସ୍ତବରେ ଏପରି ନୋଟ ଗୁଡିକ ବିରଳ ବର୍ଗରେ ଆସିଥାଏ।ଏବି ଅଲଗା ଫିଚରସ ବା ନମ୍ବର ଥିବା ନୋଟ ଗୁଡିକରୁ ଆପଣ ଭଲ ମୁଲ୍ୟ ପାଇପାରିବେ।ଅନେକ ଲୋକ ଏପରି ନୋଟ ସଂଗ୍ରହ କରନ୍ତି।

ମୁଦ୍ରା ସଂଗ୍ରହ କାରିଙ୍କୁ ଅଧିକରୁ ଅଧିକ ବିରଳ ନୋଟ,ବିରଳ ସଂଖ୍ୟା ଏବଂ ଫିଚର୍ସ ଥିବା ନୋଟ ଓ ବିରଳ ମୁଦ୍ରା ମିଳିଯାଇଥାଏ।ଯଦି ସେମାନେ ଚାହିଁଥାନ୍ତି ଏଥିରୁ ମୋଟା ଅଙ୍କର ଅର୍ଥ ଆୟ ମଧ୍ୟ କରିପାରନ୍ତି।ଏପରି ନୋଟ ଏବଂ ମୁଦ୍ରାର ମୂଲ୍ୟ ବାସ୍ତଵରେ ସେହି ମୁଦ୍ରାର ପ୍ରକୃତ ମୁଲ୍ୟ ଠାରୁ ଅଧିକ ମିଳିଥାଏ।ତେବେ ଆସନ୍ତୁ ଜାଣିବା କିଛି ସେହିଭଳି ବିରଳ ନୋଟ ବିଷୟରେ।

ପାଞ୍ଚ ଟଙ୍କାର ନୋଟ ଉପରେ ଟ୍ରାକ୍ଟରର ଚିହ୍ନ।ଯଦି ଆପଣଙ୍କ ପାଖରେ ପୁରୁଣା ପାଞ୍ଚ ଟଙ୍କାର ନୋଟ ଅଛି ଏବଂ ଏହି ନୋଟର ପଛ ଭାଗରେ ଟ୍ରାକ୍ଟରର ଚିହ୍ନ ଅଛି।ଆଉ ଏହାର ସଂଖ୍ୟା ସାତ ସହ ଛୟାଅସି ଅଟେ ତେବେ ଆପଣ ଏହି ନୋଟରୁ ପଇଁତିରିଶରୁ ଚାଳିଶ ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ।ଏହିଭଳି ନୋଟ ଗୁଡିକ ଆଣ୍ଟିକ କ୍ୟାଟାଗୋରୀର ବିରଳ ନୋଟ ଭାବରେ ମନେ କରାଯାଏ।ରିଜର୍ଭ ବ୍ୟାଙ୍କ ମଧ୍ୟ ବିଶ୍ୱାସ କରେଯେ ଏହି ଭଳି ନୋଟ ବହୁତ କମ ରହିଅଛି।

ଏବେ ଆସନ୍ତୁ ଜାଣିବା ଟଙ୍କା ପାଇବା ପାଇଁ ଆପଣଙ୍କୁ କଣ କରିବାକୁ ପଡିବ?ଯଦି ଏପରି ପରିସ୍ଥିତିରେ ଉପରେ କୁହାଯାଇଥିବା ଦୁଇଟି ଫିଚରସ ସହିତ ଆପଙ୍କ ପାଖରେ ସେହି ନୋଟ ଅଛି ତେବେ ଆପଣ ସେଥିରୁ ଅନେକ ଗୁଣ ଅଧିକ ଟଙ୍କା ରୋଜଗାର କରିପାରିବେ।ଆପଣ ସେହି କାମ ଘରେ ବସି କରିପାରିବେ।

ଏହି ନୋଟ ବିକ୍ରୟ କରିବା ପାଇଁ ଆପଣଙ୍କୁ ଅଂ6ଲାଇନରେ କଏନ ବଜାର ୱେବସାଇଟ ଭିଜିଟ କରିବାକୁ ପଡିବ।ଏହି ୱେବସାଇଟରେ ଆପଣଙ୍କୁ ଅର୍ଥାତ ନିଜକୁ ବିକ୍ରେତା ଭାବରେ ପଞ୍ଜିକୃତ କରିବାକୁ ପଡିବ।ଏବଂ ଆପଣଙ୍କ ପାଖରେ ଥିବା ସେହି ନୋଟର ଫଟୋ ଉପରେ କ୍ଲିକ କରି ତାହାକୁ ସେଥିରେ ଅପଲୋଡ଼ କରିବାକୁ ପଡିବ।ତାହାପରେ କ୍ରୟତା ନିଜ ଯୋଗାଯୋଗ ଆପଣଙ୍କୁ କରିବେ।ସାଙ୍ଗମାନେ ଯଦି ଆପଣଙ୍କ ପାଖରେ ଏପରି ପୁରୁଣା ପାଞ୍ଚ ଟଙ୍କିଆ ନୋଟ ଅଛି ତେବେ ଏବଂ ସେହି ପାଞ୍ଚ ଟଙ୍କିଆ ନୋଟରେ ଟ୍ରାକ୍ଟରର ଚିହ୍ନ ଅଛି ଏବଂ ନମ୍ବର ୭୮୬ ଅଛି ତେବେ ନିଶ୍ଚିତ ଭାବରେ ସେହି ୱେବସାଇଟେ ଚେକ କରନ୍ତୁ।

Leave a Reply

Your email address will not be published. Required fields are marked *