କଣ ପାଇଁ ହଟାତ ଲିସା ଙ୍କୁ ଛାଡି ମୋହିନୀଙ୍କୁ ବିବାହ କଲେ ଚନ୍ଦନ – ଏବେ ସତ୍ୟତା ଜାଣିଲେ ଆପଣ ମଧ୍ୟ କହିବେ ଏପରି କରିବାର ନଥିଲା – କାହିଁକି ପ୍ରେମ ଭାଙ୍ଗିଲା ଜାଣିରଖନ୍ତୁ

Spread the love

ଆମେ ଲୋକପ୍ରିୟ ଅଭିନେତା ଚନ୍ଦନଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଅନେକ ଲୋକଙ୍କ ନିକଟରେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇଥିଲେ।ଏହା ସହିତ ସେ ଅନେକ ଲୋକଙ୍କୁ ଅଭିନୟ କରିବା ପାଇଁ ମଧ୍ୟ ଉତ୍ସାହିତ କରିଥାନ୍ତି।ଅନେକ ଯୁବ ଗୋଷ୍ଠୀ ତାଙ୍କ ଅଭିନୟକୁ ଅନେକ ମାତ୍ରାରେ ଭଲ ପାଇଥାନ୍ତି।ଏହା ସହିତ ସେ ବର୍ତ୍ତମାନ ଜଣେ ଆଗ ଧାଡ଼ିର ଅଭିନେତା।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ନିଜକୁ ଏକ ସଫଳ କଳାକାର ଭାବରେ ପରିଚିତ କରାଇ ପାରିଛନ୍ତି।

ତେବେ ଆମେ ସମସ୍ତେ ଜାଣୁ ସେ ଅଭିନେତ୍ରୀ ଛନ୍ଦିତାଙ୍କୁ ଭଲ ପାଉଥିଲେ ଏହା ସହିତ ସେ ତାଙ୍କ ସହିତ ଅନେକ ଦିନରୁ ସମ୍ପର୍କରେ ଥିଲେ।ସେମାନେ ବିବାହ ମଧ୍ୟ କରିବାକୁ ଯାଉଥିଲେ କିନ୍ତୁ ଏପରି କିଛି ପରିସ୍ଥିତି ଉପୁଜିଲା ଯାହା ଫଳରେ ଚନ୍ଦନ ଛନ୍ଦିତାଙ୍କ ବିବାହ କରିବା ପରିବର୍ତ୍ତେ ମାହିଙ୍କୁ ବିବାହ କରିଥିଲେ।ତେବେ ସୂଚନା ଅନୁସାରେ ଚନ୍ଦନ ଯାହାଙ୍କର ପ୍ରକୃତ ନାମ ତୁଷାର ସେ ଅନେକ ଦିନରୁ ଛନ୍ଦିତାଙ୍କୁ ଭଲ ପାଉଥିଲେ।ସେମାନଙ୍କ ମଧ୍ୟରେ ଗଭୀର ଭଲପାଇବା ରହିଥିଲା।ସେମାନେ ପରସ୍ପର ସହ ଅଭିନୟ ଆରମ୍ଭ କରିବା ଦିନଠାରୁ ସମ୍ପର୍କରେ ଥିଲେ।

ସେମାନେ ପ୍ରଥମେ ଏକ ଭଲ ବନ୍ଧୁ ଥିଲେ।ମାତ୍ର ଏହା ପରେ ତାଙ୍କର ସେହି ବନ୍ଧୁତା ଧୀରେ ଧୀରେ ପ୍ରେମ ସମ୍ପର୍କରେ ବଦଳି ଯାଇଥିଲା।ଏହାପରେ ସେମାନେ ପରସ୍ପର ସହିତ ଅନେକ ଦିନ ସମ୍ପର୍କରେ ରହିବ ପରେ ସେମାନେ ପରସ୍ପର ସହିତ ବିବାହ କରିବା ପାଇଁ ସ୍ଥିର କରିଥିଲେ।କିନ୍ତୁ ଅଚାନକ ତୁଷାରଙ୍କର ମନୋଭାବରେ ପରିବର୍ତ୍ତନ ଆସିଥିଲା।ଯାହା ଫଳରେ ସେମାନଙ୍କର ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଓ ସେମାନେ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ।ସେମାନେ ସେହି ମୁହୂର୍ତ୍ତରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ।

ତେବେ ସୂଚନା ଅନୁସାରେ ତୁଷାର ଅଚାନକ ଛନ୍ଦିତାଙ୍କୁ ଛାଡ଼ି ମାହିଙ୍କୁ ଭଲ ପାଇବାକୁ ଲାଗିଥିଲେ ଫଳରେ ଏହାର ଖବର ଛନ୍ଦିତାଙ୍କ ପାଖରେ ପହଞ୍ଚି ଯାଇଥିଲା।ଫଳରେ ସେମାନଙ୍କ ମଧ୍ୟରେ ଅନେକ ମତାନ୍ତର ଦେଖା ଯାଇଥିଲା।ଫଳରେ ସେମାନେ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ ଓ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ।ଏହି କିଛି ଦିନ ତଳେ ତୁଷାର ମାହୀଙ୍କୁ ବିବାହ କରିଥିଲେ।ସେମାନଙ୍କର ବିବାହ ଖୁବ ଧୁମଧାମରେ ହୋଇଥିଲା।ଏହି ବିବାହରେ ଅନେକ କଳାକାର ମାନେ ଆମନ୍ତ୍ରିତ ହୋଇ ଆସିଥିଲେ।

କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା ଥିଲା କୁ ସେମାନଙ୍କର ବିବାହରେ ଛନ୍ଦିତାଙ୍କୁ ଆମନ୍ତ୍ରଣ କରିନଥିଲେ ତୁଷାର।ତେବେ ସୂଚନା ଅନୁସାରେ ସେମାନଙ୍କର ମଧ୍ୟରେ ହୋଇଥିବା ଝଗଡ଼ା ଫଳରେ ତୁଷାର ତାଙ୍କୁ ନିମନ୍ତ୍ରଣ କରି ନଥିଲେ।ତେବେ ଯାହା ବି ହେଉ ନା କାହିଁକି ସେମାନେ ଦୁହେଁ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କର ମନୋରଞ୍ଜନ କରିଥାନ୍ତି ଏହା ସହିତ ସେମାନେ ନିଜ ପାଇଁ ଅନେକ ମାନ ଓ ସମ୍ମାନ ଅର୍ଜନ କରି ସାରିଛନ୍ତି।ସେମାନେ ଦୁହେଁ ଏବେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି ଓ ଦର୍ଶକ ମାନଙ୍କର ମନୋରଞ୍ଜନ କରୁଛନ୍ତି।

Leave a Reply

Your email address will not be published. Required fields are marked *