ଶାଶୁ ମଥାରେ ସିନ୍ଦୂର ଦେଲେ ଜ୍ବାଇଁ – ଝିଅ ହେଲା ସଉତୁଣୀ – କିନ୍ତୁ ତା ପରେ ଯାହା ହେଇଗଲା ଜାଣିଲେ ଆପଣ କହିବେ ଛି ଛି..

Spread the love

ସାଙ୍ଗମାନେ ପ୍ରେମ ଜାତି କିମ୍ବା ଧର୍ମ ଦେଖେ ନାହିଁ।ପ୍ରେମ ସମ୍ପର୍କ ଦେଖେ ନାହିଁ ଏବଂ ବୟସ ମଧ୍ୟ ଦେଖେ ନାହିଁ।ସେ ଖ୍ୟାତି ଦେଖେ ନାହିଁ କିମ୍ବା ଧନ ମଧ୍ୟ ଦେଖେ ନାହିଁ।ପ୍ରେମ କାହା ସହିତ କୌଣସି ସ୍ଥାନରେ ଯେ କୌଣସି ସମୟରେ ହେଇ ପାରେ।ଭଲ ପାଇବାର ଗଭୀରତାରେ ପଡି ମଣିଷ ନିଜ ସମ୍ପର୍କ ସବୁକୁ ବଳି ଦେଇ ଦେଇଥାଏ।ପ୍ରେମରେ ଥିବା ବେଳେ ପ୍ରେମୀମାନେ ପ୍ରେମରେ ଅନ୍ଧ ହେଇ ଯାଇଥାନ୍ତି।ତେବେ ଏହି ପ୍ରେମରେ କେତେବେଳେ କେତେବେଳେ କିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଶୁଣିବାକୁ ଓ ଦେଖିବାକୁ ମିଳିଥାଏ।

ଯେଉଁ କଥା ଗୁଡ଼ିକ ଉପରେ ବିଶ୍ୱାସ କରିବା କଷ୍ଟ ହେଇଥାଏ।ତେବେ ଆଜି ଆମେ ଏଠାରେ ସେହି ଭଳି ଏକ କଥା ବିଷୟରେ ଜଣାଇବାକୁ ଯାଉଛୁ।ତେବେ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।କୁହାଯାଏ ପ୍ରେମ ଆଗରେ ସମସ୍ତ ସମ୍ପର୍କ ଓ ପ୍ରତ୍ୟେକ ବନ୍ଧନ ହାରି ଯାଏ।ତେବେ ବିହାରର ମୂଜଫର ନଗରରେ ମଧ୍ୟ ଶାଶୁ ଏବଂ ଜ୍ବାଇଁଙ୍କ ଯୋଡି ଏହା କରି ଦେଖାଇଛି।

କୁହାଯାଏ ଯେ ଉଭୟ ପରସ୍ପରକୁ ଭଲ ପାଇବାରେ ଏଭଳି ମଗ୍ନ ହୋଇଯାଇଥିଲେ ଯେ ଘରୁ ପଳାଇଥିଲେ।ଏବଂ ବିବାହ କରିଥିଲେ।ପ୍ରେମ ପାଇଁ ଶାଶୁ ଏବଂ ଜ୍ବାଇଁଙ୍କ ଯୋଡି ସ୍ୱମୀ ଏବଂ ସ୍ତ୍ରୀଙ୍କ ଯୋଡିରେ ପରିଣତ ହୋଇଥିଲା।ଯେତେବେଳେ ଏହି ଘଟଣା ସୂଚନା ଲୋକମାନେ ଜାଣିଲେ ସେମାନେ ଚେତାଶୂନ୍ୟ ହୋଇଯାଇଥିଲେ ।ଶାଶୁ ଏବଂ ଜ୍ବାଇଁଙ୍କ ପଳାଇଯିବା ଖବର ଘଟଣା ସହ କ୍ଷେତ୍ରରେ ନିଆଁ ଭଳି ବିସ୍ତାର ହୋଇଯାଇଥିଲା।

ଏହି ଘଟଣାରେ ମହିଳାଙ୍କ ସ୍ୱମୀ ଏବଂ ତାଙ୍କ ଝିଅ ଖୁବ ଅପତି କରିଥିଲେ।ଯେତେବେଳେ ଏହି ଆଶ୍ଚର୍ଯ୍ୟ କରିବା ଭଳି ଖବର ଲୋକମାନେ ଜାଣିଲେ ସେତେବେଳେ ପୋଲିସକୁ ଏହାର ଖବର ଦିଆଯାଇଥିଲା।ପୋଲିସ ଏହି ଆଧାରରେ ଶାଶୁ ଏବଂ ଜ୍ବାଇଁଙ୍କୁ ଗିରଫ କରି ଶାନ୍ତିପୂର୍ଣ ଭାବରେ କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାଟି ଉଜାପରପୁର ଜିଲ୍ଲାରେ ଏକ ଥାନା କ୍ଷେତ୍ରରେ ଏକ ଗ୍ରାମ ସହିତ ଜଡିତ ଅଛି।ଏଠାରେ ଏକ ମହିଳାଙ୍କୁ ନିଜ ଝିଅର ସ୍ୱାମୀଙ୍କ ସହିତ ପ୍ରେମ ଜୋଇଥିଲା।ସେ ବ୍ୟକ୍ତିଙ୍କ ପତ୍ନୀ ଥିବା ସତ୍ୱେ ନିଜ ଶାଶୁଙ୍କୁ ଭଲ ପାଇଥିଲେ।ଉଭୟ ଏକାଠି ହେବା ପୂର୍ବରୁ ଦଶ ମାସ ପୂର୍ବରୁ ଘରୁ ପଳାଇଥିଲେ।କିନ୍ତୁ ପରିବାର ଲୋକମାନେ କୌଣସି ଅଭିଯୋଗ କରି ନଥିଲେ।

କିନ୍ତୁ ଦଶ ମାସ ପରେ ସେ କୋର୍ଟ ମ୍ୟାରେଜ କରି ଘରକୁ ଫେରିଥିଲେ।ଘରେ ପହଞ୍ଚିବା ପରେ ମହିଳାଙ୍କ ଝିଅ ଦ୍ଵନ୍ଦ ସୃଷ୍ଟି କରିଥିଲେ।ସୂଚନା ମିଳିବା ପରେ ପୋଲିସ ମଧ୍ୟ ନିଜ ଦାଇତ୍ୱ ଗ୍ରହଣ କରିଥିଲେ।ଏହାପରେ ଉଭୟ ପୋଲିସଙ୍କ ସାମ୍ନାରେ ମିଶିକରି ବଞ୍ଚିବା ପାଇଁ ଏବଂ ରହିବା ପାଇଁ ଶପଥ ନେଲେ।ଯେତେବେଳେ ମାମଲା ବଢିବାକୁ ଲାଗିଲା ପୋଲିସ ଉଭୟଙ୍କୁ ଗିରଫ କରିଥିଲା ଏବଂ ଦୁହିଁଙ୍କ ଉପରେ ଶାନ୍ତି ଭଙ୍ଗର ଚାଲଣ କରିଥିଲା।ଏହା ଗ୍ରାମ ସହ ନିକଟରେ ଥିବା କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *