ଓଡ଼ିଆ ଅଭିନେତା ଶୁଭାଶିଷ ଶର୍ମା ଏବଂ ଅଭିନେତ୍ରୀ Anisha Sharma ହେଲେ ପିତା ଏବଂ ମାତା,ଝିଅ ଜନ୍ମ ହୋଉ ହୋଉ ଏହି ଖୁସି କଥା କହିଲେ ଦୁଇ କଳାକାର

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ଖବର ବିଷୟରେ ଜାଣିବା।ଆପଣମାନେ ଯଦି ଓଡିଶାର ବାସିନ୍ଦା ଅଟନ୍ତି ତେବେ ଓଡ଼ିଆ ଫିଲ୍ମ କିମ୍ବା ସିରିଏଲତ ନିଶ୍ଚୟ ଭାବରେ ଦେଖୁଥିବେ।ଏବଂ ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଅସୁଥିବ।ଯଦି ଆପଣ ଓଡ଼ିଆ ଫିଲ୍ମ କିମ୍ବା ସିରିଏଲ ଦେଖନ୍ତି ତେବେ ଶୁଭାଶିଷ ଶର୍ମାଙ୍କ ନାମଟ ନିଶ୍ଚିତ ଭାବେରେ ଶୁଣିଥିବେ।ସେ ଜଣେ ବହୁତ ଭଲ ଏବଂ ସଫଳ ଅଭିନେତା ଅଟନ୍ତି।ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଏତେ ପସନ୍ଦ ଆସିଥାଏ ଯେ ସେମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଏକ ଅଲଗା ସ୍ଥାନ ତିଆରି କରି ସାରିଛନ୍ତି।ସେ ଅନେକ କମ ସମୟ ମଧ୍ୟରେ ବହୁତ ଲୋକ ପ୍ରିୟତା ହାସଲ କରିଛନ୍ତି।

ତାଙ୍କ ଅଭିନୟ ବଳରେ ସେ ନିଜ ଦ୍ୱାରା କରାଯାଉଥିବା ସମସ୍ତ ଚରିତ୍ରକୁ ଅତି ନିଖୁଣ ଭାବରେ କରିଥାନ୍ତି।ଏହା ସହିତ ଆପଣ ତାଙ୍କ ଧର୍ମ ପତ୍ନୀ ଆନିଶାଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଜାଣିଥିବେ।ଏହା ଓଲିଉଡର ଏକ ବେଶ ଚର୍ଚ୍ଚିତ ଯୋଡି ଅଟେ।ଏହି ଯୋଡି ଦର୍ଶକ ମାନଙ୍କୁ ସବୁଠାରୁ ଅଧିକ ଭଲ ଲାଗିଥାଏ।ଦର୍ଶକ ମନେ ଚାହିଁଥାନ୍ତି ଏହି ଯୋଡି ସବୁବେଳେ ଖୁସିରେ ରୁହନ୍ତୁ ଏବଂ ତାଙ୍କ ପ୍ରେମ ଚିର କାଳ ପର୍ଯ୍ୟନ୍ତ ବଜାଏ ରହୁ ବୋଲି।ଅବଶ୍ୟ ଆନିଶା ବିବାହ ପରେ ଆଉ ଅଭିନୟ କରିବାରେ ଦେଖାଯାଉ ନାହାଁନ୍ତି କିନ୍ତୁ ସେ ନିଜର ଯେତିକି ଫିଲ୍ମ କିମ୍ବା ସିରିଏଲ କରିଛନ୍ତି ତାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଅସିଛି।

ଵର୍ତମାନ ସମୟରେ ଏକ ଅତ୍ୟନ୍ତ ଖୁସି ଖବର ସମ୍ନାକୁ ଅସିଛି।ଏହି ଖବର ଶୁଣିଲେ ଶୁଭାଶିଷ ଏବଂ ଆନିଶାଙ୍କ ଫ୍ୟାନ ଅତ୍ୟନ୍ତ ଖୁସି ହେବେ।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ସି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଖୁସିର ଖବର।ତେବେ ମିଳିଥିବା ଖବର ଅନୁସାରେ ଓଡ଼ିଆ ଅଭିନେତା ଶୁଭାଶିଷ ବା ମଣ୍ଟୁ ଏବଂ ତାଙ୍କ ଧର୍ମପତ୍ନୀ ଆନିଶା ବାପା ଏବଂ ମାଆ ହେଲେ।

ତେବେ ଏହି କଥାକୁ ନେଇ ଶୁଭାଶିଷ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।ଏହି କଥା ଜଣାଇବା ପରେ ଅନେକ ଓଡ଼ିଆ କଳାକାରଙ୍କ ତରଫରୁ ଶୁଭେଚ୍ଛାର ସ୍ୱର ଝଡି ପଡିଛି।ତେବେ ସାଙ୍ଗମାନେ ଯାହା ସୂଚନା ମୁତବକ ଶୁଭାଶିଷ ଜଣାଇଛନ୍ତି ଏକ କନ୍ୟା ସନ୍ତାନଙ୍କ ବାପା ଏବଂ ମା ହୋଇଛନ୍ତି ଶୁଭାଶିଷ ଏବଂ ଆନିଶା।ଘରକୁ ଲକ୍ଷ୍ମୀ ଆସିବା ଖୁସିରେ ଶୁଭାଶିଷ ମିଠା ବାଣ୍ଟିବା ସହିତ ଏକ ଛୋଟ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ।

ସାଙ୍ଗମାନେ ସ୍ୱାଭିମାନ ସିରିଏଲରୁ ପରସ୍ପରକୁ ଭଲ ପାଇ ବସିଥିଲେ ଶୁଭାଶିଷ ଏବଂ ଆନିଶା।ଏହାପରେ ପରବର୍ତ୍ତୀ ସମୟରେସେ ବିବାହ ବନ୍ଧନରେ ଆବଦ୍ଧ ମଧ୍ୟ ହୋଇଥିଲେ।କିନ୍ତୁ ବିବାହ ପରେ ଆନିଶା କୌଣସି ସିରିଏଲ କରି ନଥିଲେ।ସେ ଏହାପରେ ଘରେ ରହୁଥିବା ବେଳେ ଶୁଭାଶିଷ ଗୋଟେ ପରେ ଗୋଟେ ନୂଆ ସିରିଏଲ୍ରରେ ନଜର ଆସିବାରେ ଲାଗିଛନ୍ତି।ତେବେ ବର୍ତମାନ ପର୍ଯ୍ୟନ୍ତ ସେ ଦୁଇଜଣ ନିଜ ଝିଅ ର କୌଣସି ଫୋଟୋ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ନାହାନ୍ତି |ଯେବେ ପୋଷ୍ଟ କରିବେ ଆମେ ସଂଗେ ସଂଗେ ଆପଣଙ୍କୁ ପ୍ରଦାନ କରିବୁ

ଝିଅ ହେବା ଖୁସିରେ ଓଡ଼ିଆ ସିଙ୍ଗର ସତ୍ୟଜିତ ମଧ୍ୟ ତାଙ୍କୁ ସୁବେତ୍ସା ଜଣାଇଛନ୍ତି।ଅର୍ଚ୍ଚିତା ମଧ୍ୟ ତାଙ୍କର ସୁବେତ୍ସା ଜଣାଇଛନ୍ତି, ଓଡ଼ିଆ ଅଭିନେତା ସମରେସ କହିଛନ୍ତି ଯେ ଘରକୁ ଲକ୍ଷ୍ମୀ ଆସିଲେ।ଏହା ସହିତ ଅନେକ ବଡ଼ ବଡ଼ କଲକର ମଧ୍ୟ ନିଜର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *