ତେବେ ଆମେ ସମସ୍ତେ ପ୍ରତିଦିନ ଜି ସାର୍ଥକ ଚଳଚ୍ଚିତ୍ରରେ ପ୍ରସାରିତ ହେଉଥିବା ଜୀବନସାଥି ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଦେଖିଥିବା।ଏହା ସହିତ ଏହି ଚଳଚ୍ଚିତ୍ର ଖୁବ କମ ସମୟ ମଧ୍ୟରେ ଅନେକ ସଫଳତା ପାଇ ପାରିଛି।ଏହା ସହିତ ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ସେମାନଙ୍କର ଅଭିନୟ ମାଧ୍ୟମରେ ଏହି ଚଳଚ୍ଚିତ୍ରକୁ ସଫଳତା ଦେବାରେ ଅନେକ ସହାୟତା କରିଛନ୍ତି।ଏହା ସହିତ ଏହି ଚଳଚ୍ଚିତ୍ର ଅଧିକ ଲୋକ ପ୍ରିୟ ହେବାର କାରଣ ହେଉଛି ଏହାର କାହାଣୀ।
ଏହି ଚଳଚ୍ଚିତ୍ରର କାହାଣୀ ଲୋକ ମାନଙ୍କୁ ବହୁତ ଅଧିକ ପସନ୍ଦ ଲାଗେ।ସେଥିପାଇଁ ଲୋକମାନେ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।ଏହା ସହିତ ଏହି ଚଳଚ୍ଚିତ୍ରର ଏକ ବିଶେଷ କାର୍ଯ୍ୟ ହେଉଛି ଏହା ଲୋକଙ୍କର ଭରପୁର ମନୋରଞ୍ଜନ କରିଥାଏ।ଏହା ସହିତ ଏହି ଚଳଚ୍ଚିତ୍ର ବର୍ତ୍ତମାନ ଏହି ମହାମାରୀ ସମୟରେ ନିଜର ଲୋକପ୍ରିୟତା ହରାଇ ଥିଲା।
ଯାହା ଫଳରେ ଏହି ସିରିଏଲ କୁ ପୁଣି ଲୋକପ୍ରିୟ କରିବା ପାଇଁ ଏହି ସିରିଏଲ ର ମୁଖ୍ୟ ଅଭିନେତ୍ରୀଙ୍କ ମୃ-ତ୍ୟୁ କରି ଦିଆଯାଇଥିଲା।ମାତ୍ର ଏହା ଅଧିକ ଫଳପ୍ରଦ ହୋଇ ପାରି ନଥିଲା।ଏହି ସିରିଏଲ ପୁଣି ଲୋକ ପ୍ରିୟ ହୋଇ ପାରି ନଥିଲା।ଯାହାର କାରଣ ସ୍ୱରୂପ ଏହି ଚଳଚ୍ଚିତ୍ରକୁ ବନ୍ଦ କରିବା ପାଇଁ ଅନେକ ଦର୍ଶକ ମାନେ ଦାବି କରିଥିଲେ।ଯାହା ଫଳରେ ଏହି ସିରିଏଲ କୁ ବନ୍ଦ କରି ଦିଆଯାଇଥିଲା।
ଏହା ସହିତ ଏହି ସିରିଏଲ କୁ ବନ୍ଦ କରିବା ସହିତ ଏହି ଚଳଚ୍ଚିତ୍ର ବଦଳରେ ଏକ ନୂଆ ଚଳଚ୍ଚିତ୍ର ବର୍ତ୍ତମାନ ପ୍ରକାଶିତ ହେବାକୁ ଯାଉଛି।ଯାହାର ନାମ ହେଉଛି ବିଜୟିନୀ।ତେବେ ଏହି ସିରିଏଲ ରେ ଦେବସ୍ମିତା,ଦେବିକା, ବିଶ୍ବଭୂଷଣ ଓ ସାଗର କୁମାର ଆଦି କଳାକାର ମାନେ ଅଭିନୟ କରିବେ।ଏହା ସହିତ ଏହି ଚଳଚ୍ଚିତ୍ର ଜୀବନସାଥି ଚଳଚ୍ଚିତ୍ର ପ୍ରକାଶ ହେଉଥିବା ସମୟରେ ହିଁ ପ୍ରକାଶିତ ହେବ।
ଯାହା ଫଳରେ ଜୀବନସାଥି ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ।ତେବେ ଏହା ଏପରି ଭାବରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେବା ଫଳରେ ମଧ୍ୟ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି।ତେବେ ଅନେକ ଦର୍ଶକ କହୁଛନ୍ତି କି ଏହାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ନ କରି ଏହାକୁ ଅନ୍ୟ ସମୟରେ ପ୍ରକାଶ କରାଯାଉ।
ଯାହା ଫଳରେ ଏହାକୁ ଦେଖିବାକୁ ଚାହୁଁଥିବା ଦର୍ଶକ ମାନେ ଏହାକୁ ମଧ୍ୟ ଦେଖିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।ଏହା ସହିତ ଏହି ଜୀବନସାଥି ସିରିଏଲ ରେ ଅଭିନୟ କରୁଥିବା ଅଭିନେତା ଆଦି ଓ ଅଭିନେତ୍ରୀ ଭକ୍ତି ନିଜର ଏହି ସିରିଏଲ ବନ୍ଦ ହେବା ପ୍ରସଙ୍ଗରେ କହିଛନ୍ତି କି ଏହି ଚଳଚ୍ଚିତ୍ର ବନ୍ଦ ହେବା ଫଳରେ ସେମାନେ ବହୁତ ଦୁଃଖିତ ଅଛନ୍ତି
ଏହା ସହିତ ସେମାନେ ସମସ୍ତ ଦର୍ଶକ ମାନଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ଯେତିକି ଭଲପାଇବା ସିରିଏଲ ଚଳଚ୍ଚିତ୍ରକୁ ଦେଇଥିଲେ ସେମାନେ ସେତିକି ଭଲପାଇବା ବିଜୟିନୀ ଚଳଚ୍ଚିତ୍ରକୁ ଦେବା ପାଇଁ।ଏହା ସହିତ ଏହି ସିରିଏଲ ମଧ୍ୟ ବହୁତ ଭଲ ହୋଇଥିବାର ସୂଚନା ମିଳୁଛି।ତେବେ ଏହା ଦେଖିବାକୁ ବାକି ରହିଲା ଏହା କଣ ଜୀବନସାଥି ସିରିଏଲ ଭଳି ଲୋକପ୍ରିୟତା ହାସଲ କରି ପାରୁଛି ନା ନାହିଁ।