ଠାକୁର Puja ସମୟରେ ନଡ଼ିଆ ଖରାପ ବାହାରିଲେ ଏହା କେଉଁ ସଂକେତ ମିଳିଥାଏ ? ଏହାର ଅର୍ଥ ଶୁଭ ନା ଅଶୁଭ ହେଇଥାଏ ଜାଣିରଖନ୍ତୁ ଆପଣ

Spread the love

ଆମେ ଯେତେବେଳେ ଭଗବାନଙ୍କ ନିକଟରେ କୌଣସି ପୂଜା କରି ଥାଉ ସେହି ସମୟରେ ଆମେ ଭଗବାନଙ୍କ ନିକଟରେ ନଡ଼ିଆ ନିଶ୍ଚୟ ଭାବରେ ଭୋଗ କରିଥାଉ।କିନ୍ତୁ ଏହି ନଡ଼ିଆ ଯଦି ପୂଜା କରିବା ସମୟରେ ଖରାପ ବାହାରିଥାଏ ତେବେ ଅନେକ ଲୋକ ଏହା ଭବିଥାନ୍ତି କି ସେମାନଙ୍କ ସହିତ ବହୁତ ଖରାପ ହେବାକୁ ଯାଉଛି।ଯାହା ଫଳରେ ସେମାନେ ଭଗବାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥାନ୍ତି ଓ ସେମାନେ ଆଉ ଏପରି ଭୁଲ କରିବେ ନାହିଁ ଏପରି ଅନେକ କଥା କହିଥାନ୍ତି।କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପରେ ଭୁଲ ଅଟେ।

ପୂଜା ସମୟରେ ଯଦି ନଡ଼ିଆ ଖରାପ ବାହାରିଥାଏ ତେବେ ଏହା ଖରାପ ହୋଇ ନଥାଏ।ଏହା ଏକ ଭୁଲ ଧାରଣା ଅଟେ କି ଯଦି ଆମ ପୂଜା ସମୟରେ ନଡ଼ିଆ ଖରାପ ବାହାରେ ତେବେ ଆମ ଉପରେ ଅନେକ ଖରାପ ପ୍ରଭାବ ପଡ଼ିବାକୁ ଯାଉଛି।ତେବେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା କି ଯଦି ପୂଜା ସମୟରେ ନଡ଼ିଆ ଖରାପ ବାହାରିଥାଏ ତେବେ ତାହାର ପ୍ରଭାବ କିପରି ହୋଇଥାଏ? ଯଦି ପୂଜା ସମୟରେ ନଡ଼ିଆ ଖରାପ ବାହାରେ ତେବେ ଏହାର ପ୍ରଭାବ ଆମ ଉପରେ କିପରି ହୋଇଥାଏ।

ତେବେ ନଡ଼ିଆକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ଭାବରେ ମନା ଯାଇଥାଏ।ମାତା ଲକ୍ଷ୍ମୀ ତଥା ଅନ୍ୟ ସମସ୍ତ ଦେବା ଦେବୀଙ୍କ ପୂଜାରେ ନଡ଼ିଆର ଆବଶ୍ୟକତା ନିଶ୍ଚିତ ଭାବରେ ରହିଥାଏ।ଏହା ସହିତ ଯଦି ଆମର କୌଣସି ପୂଜା ସମୟରେ ନଡ଼ିଆ ଖରାପ ବାହାରେ ତେବେ ଏହା ଅଶୁଭ ସଂକେତ ହୋଇ ନଥାଏ ଏହା ଏକ ବହୁତ ଭଲ ତଥା ଶୁଭ ସଙ୍କେତ।

ଖରାପ ନଡ଼ିଆକୁ ଶୁଭ ସଂକେତର ପ୍ରତୀକ ଭାବରେ ବିଶ୍ୱାସ କରାଯାଏ।ଏହା ସହିତ ପୂଜା ସମୟରେ ଯଦି ନଡ଼ିଆ ଖରାପ ବାହାରେ ତେବେ ଏହା ଆଗକୁ ଶୁଭ ସଂକେତର ସୂଚନା ଦେଇଥାଏ।ଏହା ସହିତ ପୂଜା ସମୟରେ ଯଦି ନଡ଼ିଆ ଖରାପ ବାହାରେ ତେବେ ଅନେକ ଲୋକ ବିଶ୍ୱାସ କରିଥାନ୍ତି କି ଭଗବାନ ବିଷ୍ଣୁ ପୂର୍ବରୁ ଆପଣଙ୍କ ପ୍ରସାଦ ଗ୍ରହଣ କରୁ ନେଇଛନ୍ତି ସେଥିପାଇଁ ଏହା ଭିତରୁ ସୁଖି ଯାଇଛି।

ଏହ ସହିତ ଆପଣ ଯଦି ଏହି ସମୟରେ ନିଜର କୌଣସି ମନସ୍କାମନା ଭଗବାନଙ୍କ ନିକଟରେ ଗୁହାରି କରିଥାନ୍ତି ତେବେ ଆପଣଙ୍କର ସମସ୍ତ ମନସ୍କାମନା ଭଗବାନ ପୂରଣ କରିଥାନ୍ତି।ଏହା ସହିତ ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ବୋଲି ଆପଣ ବିଶ୍ୱାସ କରିବା ଆବଶ୍ୟକ।ଏହା ସହିତ ଆପଣ ନିଜ ଭକ୍ତି ଉପରେ ବିଶ୍ୱାସ କରିବା ଆବଶ୍ୟକ।

ଏହା ସହିତ ଆପଣ ଯଦି ପୂଜା ସମୟରେ ଭଗବାନଙ୍କ ନିକଟରେ ପୂଜା କରିଥିବା ନଡ଼ିଆ ଯଦି ଭଲ ବାହାରିଥାଏ ତେବେ ଆପଣ ଏହି ନଡ଼ିଆକୁ ସମସ୍ତ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦେବା ଆବଶ୍ୟକ ଏପରି କରିବା ଫଳରେ ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିବ ଏହା ସହିତ ଭଗବାନ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବେ।ତେଣୁ ଆପଣ ପୂଜା ସମୟରେ ଯଦି ନଡ଼ିଆ ଖରାପ ବାହାରେ ତେବେ ଆପଣ ବ୍ୟସ୍ତ ନହୋଇ ଏହାକୁ ଶୁଭ ସଂକେତ ବୋଲି ବିଶ୍ୱାସ କରିବା ଆବଶ୍ୟକ ଓ ଆପଣ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ମଧ୍ୟ ବିଶ୍ଵାସ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *