ଜଣେ ଲୋକ କହୁଛନ୍ତି ଦେଖନ୍ତୁ କିଛି ଦିନ ପୂର୍ବରୁ ନିଶା ମହାରଣା ନାମକ ଜଣେ ମହିଳା ଜଉଭଳି ଭାବରେ ଅଭଦ୍ରର ସୀମା ଉଲଂଘନ କରିକି ଦେଲେ, ଆଜିକା ସମୟରେ ଆପଣ ଦେଖିବେ ସୋସିଆଲ ମିଡିଆରେ ଆମର ଜଉ ସବୁ ଯୁବକ ଯୁବତୀ ମାନେ ପାଠ ପଢୁଛନ୍ତି ସେମାନେ ପ୍ରାୟ ସବୁ ସମୟରେ ସୋସିଆଲ ମିଡିଆରେ ଉପସ୍ଥିତ ରହୁଛନ୍ତି
ଆଉ ୟେ ଜଉ ମନ୍ତବ୍ୟ ଦେଲେ ଏହା ଗୋଟେ ସେକ୍ସୁଆଲ ପରିସ୍ଥିତି ଆଡ଼କୁ ସମାଜକୁ ଟାଣୁଛି ତେଣୁକରି ଏହା ଭାରତୀୟ ସଂସ୍କୃତି ପ୍ରତି ଗୋଟେ ବହୁତ ବଡ଼ କୁଠାରାଘାତ ସେଥିପାଇଁ ବିଶ୍ୱାସ ଫାଉଣ୍ଡେସନ ତରଫରୁ ଆମେ ଥାନାରେ ଗୋଟେ ଏଫ ଆଇ ଆର ଦେଲୁ।ଆମେ ଦାବି କଲୁ ଯେ ସେଇ ନିଶା ମହାରଣା ସୋସିଆଲ
ମିଡିଆରେ ଜଉଭଳି ଭାବରେ ମନ୍ତବ୍ୟ ଦେଲେ ତାଙ୍କ ନାମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଉ। ଆଉ ଜଉ ସୋସିଆଲ ମିଡ଼ିଆ କିମ୍ବା ଯେଉଁ ଯେଉଁ ନିଉଜ ୱାଲା ଏହାକୁ ପ୍ରଚାର କରୁଛନ୍ତି ଆମେ ତାଙ୍କୁ ମଧ୍ୟ ନିବେଦନ କରୁଛୁ ଯେ ସେ ଏହାକୁ ପ୍ରଚାର କରନ୍ତୁ ନାହିଁ କାରଣ ଆମର ଜଉ ପିଲା ମାନଙ୍କର ସେକ୍ସୁଆଲ
ମ୍ୟାଚୁଅରିଟି ହେଇନି ସେମାନେ ମଧ୍ୟ ଏବେ ମୋବାଇଲ ବ୍ୟବହାର କରୁଛନ୍ତିସେମାନଙ୍କ ଉପରେ ଏହି ଭିଡିଓ ସବୁ ଖରାପ ପ୍ରଭାବ ପକାଇବ।ନିଶା ମହାରଣା କହୁଛନ୍ତି ଉତ୍ତେଜିତ ହେବା ନିହାତି ଦରକାର।ମାନେ ଉତ୍ତେଜିତ ହେବା ନିହାତି ଦରକାର?ନିଶା ମହାରଣା କହୁଛନ୍ତି ଦେଖନ୍ତୁ ଉତ୍ତେଜିତ ନହେଲେ କିଛି ହେବନି।
ଉତ୍ତେଜିତ ହେଲେ? ନିଶା ମହାରଣା କହୁଛନ୍ତି ଦେଖନ୍ତୁ କିଛି ଜିନିଷ କରିବା ପୂର୍ବରୁ ହିଟ ହେବ ଦରକାର ତାପରେ କରିବା ଦରକାର ଆଉ ଚଢିବା ଦରକାର। ବାସ ସେଇ ଜିନିଷ ନିଶା ଆଗ ହିଟ କରୁଛି ତାପରେ ଲୋକ ମାନେ ଭିଡିଓ ଦେଖିକି କଉଠି କଣ ହଲେଇବେ କଣ କରିବେ ସେଇଟା ତାଙ୍କ ଉପରେ ଡିପେଣ୍ଡ କରେ।
ଅଧା ଦେଖାଉଛି ବୋଲି ପୁଅ ମାନେ ଉତ୍ତେଜିତ ହଉଛନ୍ତି,ଅଧା ଦେଖେଇଛି ବୋଲି ତାଙ୍କର ଉଠିବ ଆଉ ପୁରା ଦେଖେଇ ଦେଲେ ତ ଖେଳ ଶେଷ। ମୁଁ ଆପଣଙ୍କୁ କହୁଛି,ଦେଖନ୍ତୁ ଯିଏ ମୋ ଭିଡିଓ ଥରେ ଦେଖିବ ସେ ଥରେ ଜାଗାରେ ୫୦ ଥର ଯାଇକି ତାଙ୍କର ମାଇକିନା ପାଖରେ ଶୋଇବେ।