ଝିଅ ପାଇଁ Latrine ବ୍ୟବସ୍ଥା କର,ବିନା ଲେଟ୍ରିନ, ବାଥରୁମରେ କେମିତି ଚଲିବ ମୋ ଝିଅ ତପସ୍ୱିନୀ?ନହେଲେ ଆମେ ବାଧ୍ୟ ହେଇ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ବିଷୟରେ କିଛି ବିଶେଷ ତଥ୍ୟ ଉପରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଆପଣମାନେ ତ ନିହାତି ଭାବରେ ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହି କେସ ସାରା ଓଡିଶାରେ ଚର୍ଚ୍ଚା ଲାଭ କରିଛି।

ଅନେକ ଲୋକ ଏହା ବିଷୟରେ ନିଜ ନଜର ମତ ରଖୁଛନ୍ତି।କିଏ କହୁଛି ତପସ୍ୱିନୀ ମୋ ଝିଅ ହୋଇଥିଲେ ମୁଁ କଣ କରିଥାନ୍ତି ତ କିଏ କହୁଛି ସୁମିତ ମୋ ପୁଅ ହୋଇଥିଲେ ମୁଁ କଣ କରିଥାନ୍ତି।ଏହି ପରି ଭାବରେ ଅନେକ କଥା ସାମ୍ନାକୁ ଆସିଛି।ଆମେ ଆଜି ଜାଣିବା ଏହି ଘଟଣା ସମ୍ପର୍କରେ ପ୍ରମିଳା ତ୍ରିପାଠୀ ନିଜର କଣ ସବୁ ମତ ରଖିଛନ୍ତି।

ତେବେ ଆପଣ ତ ଏହା ଭଲ ଭାବରେ ଜାଣିଥିବେ ଯେ ମହିଳାମାନେ ମିଶି ସୁମିତଙ୍କ ଘରର ପଛ ଗେଟ ଭାଙ୍ଗିଦେଇଛନ୍ତି ଏବଂ ଭିତରେ ତପସ୍ୱିନୀ ଓ ପ୍ରମିଳା ତ୍ରିପାଠୀ ଅଛନ୍ତି।ଏହି କାମରେ ତପସ୍ୱିନୀଙ୍କୁ ବହୁତ ସାହାଯ୍ୟ କରୁଛନ୍ତି ପ୍ରମିଳା ତ୍ରିପାଠୀ।ସେ ଏହିଭଳି ଅନେକ କେସ ନିଜ ହାତରେ ସାମଧାନ କରିଛନ୍ତି।

ଯଦି ଆଜି ତପସ୍ୱିନୀଙ୍କ ପାଖରେ ପ୍ରମିଳା ତ୍ରିପାଠୀ ନଥାନ୍ତେ ତେବେ ହୁଏତ ତପସ୍ୱିନୀ ଆଜି ଯେଉଁଠାରେ ନିଜର ନ୍ୟାୟ ପାଇଁ ଲଢ଼ୁଛନ୍ତି ସେହି ଜାଗାରେ ସେ ନଥାନ୍ତେ।ପ୍ରମିଳା ତ୍ରିପାଠୀ ତପସ୍ୱିନୀଙ୍କୁ ନିଜର ଝିଅ ଭଳି ଦେଖୁଛନ୍ତି।ତେବେ ଆସନ୍ତୁ ଜାଣିବା କଣ କହୁଛନ୍ତି ସେ।ସେ କହୁଛନ୍ତି ଯେ ଶ୍ୱଶୁର ଯଦି ଆସି ଗ୍ୟାସ ନେଇପାରିଲା ଯିବା ଆସିବା କରିପାରିଲା

ତେବେ ଝିଅ ପାଇଁ ବାଥରୁମ ଯିବାପାଇଁ, ଗାଧେଇବା ପାଇଁ, ଲାଟିନର ବ୍ୟବସ୍ଥା ପାଇଁ କେତେ ଆସୁବିଧା ହେଉଥିବ। ସେଇଟା କଣ ଶାଶୁ, ଶ୍ୱଶୁର ଜାଣିପାରୁନାହାନ୍ତି?କୋର୍ଟ ମାଧ୍ୟମରେ ଯେଉଁ ରାୟ ଆସିବ ସେଥିପାଇଁ ଆମେ ମଧ୍ୟ ବସି ରହିଛୁ।ଜନ ସାଧାରଣ ଜଗି ରହିଛନ୍ତି ଏବଂ ଓଡିଶା ବାସୀ ମଧ୍ୟ ଜଗି ରହିଛନ୍ତି।

ବରମପୁର ବାସି ମଧ୍ୟ ଜଗି ରହିଛନ୍ତି କାଲିର ରାୟ ପାଇଁ।ରାୟ ଯାହା ଆସିବ ତାହା ତ ଆସିଲେ ଜଣାପଡିବ କିନ୍ତୁ ମୁଁ ସତ କଥା କହୁଛି ଯେ ନିଶ୍ଚିତ ଆମ ଝିଅକୁ ନ୍ୟାୟ ମିଳିପାରିବ ସେ ଘରେ ରହିପରିବ।ଏବେ ଝିଅକୁ ବାଥରୁମ ଯିବାପାଇଁ, ଗାଧେଇବା ପାଇଁ ଏବଂ ଲାଟିନ ଯିବାପାଇଁ ବହୁତ ଅସୁବିଧା ହେଉଛି।

ଏହା ମୁଁ ଆପଣଙ୍କ ମାଧ୍ୟମରେ ଅଭିଯୋଗ କରୁଛି ମୁନିସପାଲିଟି ତରଫରୁ ନାହାଲେ ଏକ ଗାଡି ଆଣି ଦାଣ୍ଡରେ ରଖାଯାଉ।ନାହାଲେ ଝିଅ ଚାଲିବ କେମିତି।କିନ୍ତୁ ରାୟକୁ ଆମେ ସ୍ନମାନ ଦେଉଛୁ ନିଶ୍ଚିତ ଝିଅକୁ ନ୍ୟାୟ ମିଳିବ ଏବଂ ସେ ତାର ଘରକୁ ଯିବ।

Leave a Reply

Your email address will not be published. Required fields are marked *