ତପସ୍ୱିନୀ ନ ଉଠିଲେ ଆମେ Counter ଦେଇପାରିବୁନି,ସୁମିତଙ୍କ ପରିବାର ଗୃହବନ୍ଦୀ ଥିବାରୁ କୋର୍ଟ କାଗଜପତ୍ର ଓ ଦସ୍ତଖତ ଆଣିପାରୁନୁ, ସୁମିତଙ୍କ ଓକିଲ କହିଦେଲେ ଆଉ ଏପରି କଥା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ମାମଲା ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ନିହାତି ଭାବରେ ସୁମିତ ଏବଂ ତପସ୍ୱିନୀଙ୍କ ମାମଲା ବିଷୟରେ ଜାଣିଥିବେ।ବର୍ତ୍ତମାନ ଏହି ଖବର ସାରା ଓଡିଶାରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

ଯେଉଁଠାରେ ଦେଖିବେ ଏହି କଥାର ଚର୍ଚ୍ଚା।ତେବେ ଆମେ ଜାଣିବା ଏହି ସମ୍ପର୍କରେ ଓକିଲ ଜଣଙ୍କ କଣ କହୁଛନ୍ତି।ତେବେ ତାଙ୍କ କହିବା ଅନୁସାରେ ସମସ୍ୟା ନହଟିଲା ପର୍ଯ୍ୟନ୍ତ କାଉଣ୍ଟର ଦେବା ଅସମ୍ଭବ।ଆମେ ତାହା ଦେଇ ପାରିନାହୁଁ।ତେବେ ଏହାପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବର୍ତ୍ତମାନ ପ୍ରିଟିସନ ଉପରେ ଆପଣ କାଉଣ୍ଟର ଦେଇଥିଲେ ଯାହାର କୋର୍ଟରେ ଶୁଣାଣି ମଧ୍ୟ ହୋଇଥିଲା

ତେବେ ଏହି ସମ୍ପର୍କରେ କଣ କହିବେ।ଏହାର ଉତ୍ତରରେ ସେ କହିଥିଲେ ଯେ ଶ୍ରୀମତୀ ତପସ୍ୱିନି ଦାସ ଏକ କେସ ଫାଇଲ କରିଥିଲେ ଡକ୍ଟର ସୁମିତ ଏବଂ ତାଙ୍କ ପରିବାରଙ୍କ ନାମରେ।ଆଜି ହେଉଛି ତାହାର ମେନ ପ୍ରିଟିସନର କାଉଣ୍ଟର ପାଇଁ ରଖାଯାଇଥିଲା।ସେହି କାଉଣ୍ଟର ଆଜି ଆମେ ତାଙ୍କୁ ଦେଇପାରିନାହୁଁ।ଟାଇମ ପ୍ରିଟିସନ ମାପିଚୁ।

ଯେହେତୁ ଡକ୍ଟର ସୁମିତ କୁମାର ସାହୁଙ୍କ ବାପା ମାଆ ଏବଂ ଜେଜେମା ଯେହେତୁ ହୋମ ଆରେଷ୍ଟରେ ଅଛନ୍ତି।ତାଙ୍କୁ ଦ୍ୱିତୀୟ ନମ୍ବର ଗେଟରେ ତାଲା ପକାଇ ରଖାଯାଇଛି।ଆମେ ସେଠାରୁ ଦସ୍ତଖତ କରି ଆଣିବା ସମ୍ଭବ ହୋଇପାରୁ ନାହିଁ।ତେଣୁ ଯେତେବେଳ ପର୍ଯ୍ୟନ୍ତ ଆମେ ଏହାର ସବୁ ଜିନିଷର ଡକ୍ୟୁମେଣ୍ଟ ଆଣିନାହୁଁ ତାହାର ଦସ୍ତଖତ ଦେବାଟା ଠିକ ହେବ ନାହିଁ।

ଏହାପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ କେବେ ଯାଇଥିଲେ କି ଦସ୍ତଖତ ଆଣିବାକୁ।ଏହାର ଉତ୍ତରରେ ସେ କହିଥିଲେ ଯେ ଆମେ ଯାଇଥିଲୁ ଏବଂ ଗଣ ମାଧ୍ୟମ ମଧ୍ୟରେ ଲୋକ ମାନଙ୍କୁ ଜଣାଇଥିଲୁ ମଧ୍ୟ।କେଉଁଭଳି ଭାବରେ ସେମାନେ ଏହା କରିଛନ୍ତି।ଓକିଲଙ୍କ ଉପରେ ମଧ୍ୟ ଦୋଷ ଆଣିବାକୁ ସେମାନେ ପଛଘୁଞ୍ଚା ଦେଇନାହାନ୍ତି।

ଆମେ ସେହି ଜାଗାକୁ ଦସ୍ତଖତ ଆଣିବାକୁ ଯାଇଥିଲୁ।ତାହାର ସିସିଟିଭି ଫୁଟେଜ ମଧ୍ୟ ଆମେ ଜନସାଧାରଣଙ୍କୁ ଜଣାଇଛୁ।ଏହାର କାଉଣ୍ଟର ମଧ୍ୟ ଦେଇଛୁ।ଯେହେତୁ ଅସୁବିଧା ଅଛି ଦସ୍ତଖତ ଆଣିବାରେ ମଧ୍ୟ ଆହୁରି ଅଧିକ ଅସୁବିଧା ହେଉଛି।ସେଥିପାଇଁ ସେଠାରୁ ସମସ୍ୟା ନହଟିବା ପର୍ଯ୍ୟନ୍ତ ଏବଂ ଆମେ ଦସ୍ତଖତ ନଆଣିବା ପର୍ଯ୍ୟନ୍ତ କାଉଣ୍ଟର ଦେବାଟା ଅସମ୍ଭବ ଅଟେ।ଆସନ୍ତା ୧୦ ତାରିଖ ପାଇଁ ମାନ୍ୟବର ଏସଡି ଯେ ଏମ ଅର୍ଡର ରଖିଛନ୍ତି କାଉଣ୍ଟର ଦେବାପାଇଁ।

Leave a Reply

Your email address will not be published. Required fields are marked *