ବଢୁଛି ଦୀପା ଆଉ ଦୀନେଶ ମାମଲାର ଟ୍ଵିଷ୍ଟ hela,ବାହା ହେବେ ଏବେ ଦୀନେଶ ହେଲେ ଦୀପା ଙ୍କୁ ନୁହଁ,ଏହି ଝିଅ ପ୍ରେମରେ ଉବୁଠୁବୁ ହେଲେଣି ଆଉ ଲୋକ କହିଲେ..

Spread the love

ଦୀପା ଯେତେ ପର୍ଯ୍ୟନ୍ତ ମତେ ନ୍ୟାୟ ମିଳିନି ମୋ ପୁଅକୁ ନ୍ୟାୟ ମିଳିନି।ସେତେ ଯାଏଁ ଏଇଠି ବସିଥିବି।ଆପଣ ତ ଦେଖୁଥିବେ କାଲି ଯେଉଁ ଘଟଣା ହେଲା ଯୋଉ ଟୁଟୁ ଗଉଡ ଆଉ ଊତମ ରାଜ କ୍ରିଷ୍ଣା ରାଜୁସାମ୍ବାଦିକ-କାଲି ଆପଣଙ୍କ ପାଖକୁ ପୋଲିସ ଆସିଥିଲା କି?ଦୀପା-ନା ପୋଲିସ ତ ଏଇ ମାନଙ୍କ ପାଇଁ ଆସିନି ହେଲେ ଆଜି ମୁଁ ଗୋଟେ ଏଫଆଇଅର ଲେଖିକି ଦେବୀ

ଏମାନଙ୍କ ନା ରେ ।ଯେ ଏହି ଲୋକ ଯୋଗୁରୁ ଏହି ସବୁ ସୃଷ୍ଟି ହେଇଛି। ଆଉ ତା ମାମୁଁ ଦିନେଶ ର ମାମୁଁ ଆଉ ତାର ମାଆ ଆଉ ତାର ଭାଇ କେହି ମନିଶ ପରିଜା ଏହି ସମସ୍ତେ ମିଶି ଗୋଟିଏ ଚକ୍ରାନ୍ତ ଖେଳିଛନ୍ତି।ସାମ୍ବାଦିକ- ସମସ୍ତେ ପ୍ରତିକ୍ରିୟା କୁ ରଖିଛନ୍ତି ଦିନେଶ ବି ରଖିଛନ୍ତି ।ଦିନେଶ ର ମାଆ ମଧ୍ୟ ରଖିଛନ୍ତି।

ଯେହେତୁ ମାମଲା କୋଟ ରେ ରହିଛି ତେଣୁ କରି ସେ ନ୍ୟାୟ କୁ ଅପେକ୍ଷା କରିଛନ୍ତି।ଆପଣ ମଧ୍ୟ କରିଛନ୍ତି ନ୍ୟାୟ କୁ ଅପେକ୍ଷା।ତ ଏହି ଭଳି ପରିସ୍ଥିତି ରେ କାହିଁକି ଗୋଟିଏ ଉତ୍ତନମା ସୃଷ୍ଟି ହେଲା।ଦୀପା -ଶୁଣନ୍ତୁ ମୁଁ ଏଠିକି ଆସିବାର କାରଣ କଣ ? ଗୋଟିଏ ଝିଅ ଟା ଯେଉଁ କଦଳୀ ବାଲା ଝିଅ ଟା ଗଉଡ ଘର ସେଇଥିପାଇଁ

ତ ମୁଁ ଯାହା ଶୁଣିଲି କି ଯେ ସେ ଦଶ ଦିନ ଭିତରେ ବାହା ହୋଇଯିବ ବୋଲି ସେଥିପାଇଁ ମୁଁ ଆସିଥିଲି।କିନ୍ତୁ ଯେହେତୁ ତା ଯୋଗରୁ ମୁଁ ଏଠି ଆସି ବସିଲି। ମୁଁ ତ ଆଗରୁ ଏଠି ୨-୩ ବର୍ଷ ହେଲା ଆସି ବସିନଥିଲି ଯେହେତୁ ଶୁଣିଲି ।ପୁଣି ଯେଉଁ ଟୁଟୁ ଗଉଡ ଅଛି ।ସାମ୍ବାଦିକ- ମ୍ୟାଡାମ ଆପଣ ନ୍ୟାୟ ମିଳିବା ଯାଏଁ ଏଠି ଆସି ବସିବେ?

ଦୀପା-ଶୁଣନ୍ତୁ ଟୁଟୁ ଗଉଡ ଯେଉଁ ଅଛି ସେ ଝିଅ ଟାର ଦାଦା ଲେଖା ହେବ ଯେଉଁ ଟା କି ଏହି ସବୁ ଜିନିଷର ….ସାମ୍ବାଦିକ- ନାମ ତ କାହାର ଉଠିନି ଆପଣ ଜାଣିଲେ କେମିତି?ଆପଣ ଯେହେତୁ ଘର ସମ୍ମୁଖ ରେ ବସୁଛନ୍ତି ଆପଣ ଏହା ଜାଣିଲେ କେମିତି?ଦୀପା – ମତେ ଶୁଣିବାକୁ ଆସୁଛି ଧମକି ଆସୁଛି ତାଙ୍କ

ତରଫରୁ କି ଦେଖନ୍ତୁ ପ୍ରମିଳା ମା ବି ଏଠି ବସିଥିଲେ କାଲି ସମସ୍ତେ ହାତ ଦେଖାଇ ତାଙ୍କୁ ଡାକୁଥିଲେ କି ପିତଳସ ପଣ୍ଡା ଯିଏ ଅଛି ଓକିଲ ସେ ୩୦ ଲକ୍ଷ ତାହାର ଘରେ ରଖିଛି।

Leave a Reply

Your email address will not be published. Required fields are marked *