ଆସୁଛି ଓଡ଼ିଶାକୁ ଆଉ ଏକ Bhayankara ବାତ୍ୟା,ଆଜିଠୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ଏହି ଜିଲ୍ଲା ମାନଙ୍କରେ,4 ଦିନ ଯାଏ ହେବ ପ୍ରଭାବ,ଦେଖନ୍ତୁ Report

Spread the love

ଆସନ୍ତା ୧୬ ତାରିଖରେ ଓଡ଼ିଶା ଦେଖିବାକୁ ଯାଉଛି ଆଉ ଏକ ଭୟଙ୍କର ବାତ୍ୟା।ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଖୁବ ଶୀଘ୍ର ଉପକୂଳ ଛୁଇଁବାକୁ ଯାଉଛି।ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସହିତ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି।ସେଥିପାଇଁ ଅନେକ ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।ଏହା ସହିତ ଏହି ସମୟରେ ବାହାରକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ଲଘୁଚାପ ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାରେ ଲାଗିଛି।ଏହା ସହିତ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି।ଏହା ସହିତ କିଛି ଦିନ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବରେ ଅଳ୍ପ ଅଳ୍ପ ବୃଷ୍ଟି ହେବାରେ ଲାଗିଛି।

ଏହା ସହିତ ଏହାର ପ୍ରଭାବରେ ବର୍ତ୍ତମାନ ଉପକୂଳ ସମୁଦ୍ର ସମ୍ପୂର୍ଣ୍ଣ ଭାବରେ ଅଶାନ୍ତ ରହିଛି।ଯାହା ଫଳରେ ବର୍ତ୍ତମାନ ସମସ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।ଏହା ସହିତ ବର୍ତ୍ତମାନ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଳ୍ପ ଅଳ୍ପ ବର୍ଷା ହେବାରେ ଲାଗିଛି।ତେବେ ୧୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଯାଉଛି।

ଏହା ପରେ ଏହା ଉପକୂଳବର୍ତ୍ତୀ ଅଞ୍ଚଳରେ କିଛି କ୍ଷୟକ୍ଷତି ଘଟାଇ ପାରେ ବୋଲି ଅନେକ ଲୋକ ଅନୁମାନ କରୁଛନ୍ତି।ଏହା ସହିତ ପ୍ରବଳ ବର୍ଷା ସହିତ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି।ଏହା ସହିତ କିଛି ଜିଲ୍ଲା ମାନଙ୍କରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇ ପାରେ।ସେଥିଲାଗି ୟେଲୋ ୱାର୍ଣିଂ ଥିବା ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି।

ଏହି ବାତ୍ୟାର ପ୍ରଭାବରେ ସମୁଦ୍ରରୁ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିମି ହୋଇପାରେ।ଏହା ସହିତ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ ଏହି ଉପକୂଳବର୍ତ୍ତୀ ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।ଏହା ସହିତ ଏହା ସହିତ ୧୬ ତାରିଖ ପରେ ଧୀରେ ଧୀରେ ବାତ୍ୟାର ପ୍ରକୋପ କମିଯିବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଉଛି।

ଏହା ସହିତ ଏହି ସମୟର ଅଳ୍ପ ସତର୍କ ରହିବା ପାଇଁ ନିର୍ଦ୍ଦେଶ ରହିଛି।ଏହା ସହିତ ଏହା କାରଣରୁ ଗଜପତି,ରାୟଗଡ଼ା,କୋରାପୁଟ, ନବରଙ୍ଗପୁର,ମୟୂରଭଞ୍ଜ,ମାଲକାନଗିରି ଓ କେନ୍ଦୁଝର ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି।ସେହିପରି ବାଲେଶ୍ଵର,ଭଦ୍ରକ, କେନ୍ଦ୍ରାପଡ଼ା,ମୟୂରଭଞ୍ଜ ଆଦି ଜିଲ୍ଲାକୁ ରେଡ ଜୋନରେ ଅନ୍ତର୍ଗତ କରାଯାଇଛି।

ଏହା ସହିତ ବାତ୍ୟା କମିବା ପରେ ଅର୍ଥାତ ୧୮-୨୦ ତାରିଖ ମଧ୍ୟରେ ବାଲେଶ୍ଵର,କେନ୍ଦୁଝର,ମୟୂରଭଞ୍ଜ,ଗଞ୍ଜାମ, ଗଜପତି ,ମାଲକାନଗିରି ,କୋରାପୁଟ ,ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରା ଯାଇଛି।ଏହା ସହିତ ଏହି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *