କଣ ଆଉ ମିଳିବନି କି ମେମୋରି ଚିପ୍‌ (Memorychip) ! ଶର୍ମିଷ୍ଠା ଓ ନିରଞ୍ଜନଙ୍କ ନାହିଁ ନିସ୍ତାର, ଦୁଇଜଣଙ୍କୁ ରିମାଣ୍ତରେ ନିଆଯାଇପାରେ କାରଣ ଏମାନେ…ଦେଖନ୍ତୁ Video

Spread the love

ଚର୍ଚ୍ଚା ହେଉଛି ନୁହଁ ବାସ୍ତବ ପକ୍ଷରେ କ୍ରାଇମ ବ୍ରାଞ୍ଚ ପକ୍ଷରେ ଏକ ୫ ଦିନ ପାଇଁ ଉଭୟ ଯେଉଁ ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରରେ ଅଣାଯାଇଛି ସେମାନଙ୍କର ଆଜି ସରିଲା ପରେ ଆଜି ପୁନର୍ବାର ପୁଣି ଆଉ ୫ ଦିନ ରିମାଣ୍ଡରରେ ନେବା ଲାଗି ଚାନ୍ଦବାଲି ଜେଲ କୋର୍ଟରେ ଆବେଦନ କରିବ।ଏକଥା ସ୍ପଷ୍ଟ ହୋଇସାରିଛି ତେବେ ସବୁକିଛି ନିର୍ଭର କରିବ

ଯେଏମେଏଫସି ଯେଉଁ ରହିଛନ୍ତି ତାଙ୍କ ଉପରେ ଯେ ସେ ୫ ଦିନ ଦେବେ ବିଲକୁଲ ଦେବେ ନା ନାହିଁ ଯାହା କିଛି ହେବ ତାଙ୍କ ଉପରେ ନିର୍ଭର କରେ।ଏବଂ କ୍ରାଇମବ୍ରାଞ୍ଚକୁ ତାଙ୍କୁ ମନେଇବାକୁ ପଡିବ ଯେ ବାସ୍ତବ ରେ ସେ ୫ ଦିନ ଯେଉଁ ରିମାଇଣ୍ଡ ନେଇଥିଲେ ସେଥିରେ କିଛି ଅଗ୍ରଗତି ହୋଇଛି ନା ନାହିଁ।

ଏବଂ ଆଉ କଣ କଣ ଦିଗ ବାକି ରହିଯାଇଛି ଯାହା କୁ ତାଙ୍କୁ ଆଉ ରିମାଣ୍ଡର ନେଇ ତାଙ୍କୁ ପଚରା ଉଚରା ଗଲା ପରେ ସବୁ କିଛି ସ୍ପଷ୍ଟ ହେବ।ବାକି ଯଦି କହିବ ମେମୋରୀ ବ୍ରାଞ୍ଚ କଥା ବିଶେଷ ସୁତ୍ରରୁ ଯାହା କିଛି ସୂଚନା ରହିଛି ।ମେମୋରୀଚ଼ିପ ଆଉ ମିଳିବାର ସମ୍ଭାବନା ରହିଛି। ସର୍ମିଷ୍ଟାର ଯେଉଁ ପ୍ରକାର ଭିଡ଼ିଓ ଭାଇରାଲ ହୋଇଥିଲା

ଯେଉଁଥିରେ କହୁଥିଲେ ମୁଁ ଅଣ୍ଡରଟେକିଙ୍ଗ ଲେଖିକି ତାକୁ ଛାଡିଦେଇଛି ଏକଥା ସେତେବେଳେ ମଧ୍ୟ ଆମେ ଆଶଙ୍କା କରୁଥିଲୁ ଯେ ଏକଥା ବୋଧହୁଏ ସେ ଦୀପକ ଏବଂ ତାଙ୍କ ମା ଙ୍କ ଠାରୁ ବଂଚିବାକୁ ଆସା କରିଛନ୍ତି।ଏକଥା ଧୀରେ ଧୀରେ ସ୍ପଷ୍ଟ ହୋଇଛି ଯେ ମେମୋରୀଚ଼ିପ ଶେଷ ପର୍ଯ୍ୟନ୍ତ ମାନସ ଙ୍କ ପାଖରେ ଥିଲା

ଏବଂ ମାନସ ଙ୍କ ପାଖରୁ ଏହା ନ ପାଇବା କାରଣରୁ ତାଙ୍କୁ ହତ୍ୟା କରାଯାଇଛି ଏଇ ଦିଗ ଧୀରେ ଧୀରେ ସାମ୍ନା କୁ ଆସୁଛି ଏବଂ ଏହି ଦିଗ ରେ ମଧ୍ୟ ତଦନ୍ତ ମଧ୍ୟ ଆଗକୁ ବଢୁଛି।ବର୍ତ୍ତମାନ କଥା ହେଲା ଯେ ମେମୋରୀ ଚିପରେ ଥିଲା କଣ।କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ମେମୋରୀ ଚିପ ଆଉ ମିଳିବାର ସମ୍ଭାବନା ନାହିଁ।

କାରଣ ଷର୍ମିଷ୍ଟା ଯେଉଁ କହୁଥିଲେ ଯେ ତାଙ୍କ ପାଖରେ ଅଛି ବୋଲି ସେହି କଥା ଏବେ ମିଛ ବୋଲି ଜଣା ପଡ଼ିଲାଣି।ମାନସ ଏହି ମେମୋରୀଚ଼ିପ ପାଇଁ ବ୍ଲାକ ମେଲ କରୁଥିଲେ ଷର୍ମିଷ୍ଟାଙ୍କୁ ଏହା ଗୋଟିଏ ଦିଗରୁ ଜଣାପଡିଲା।ତେଣୁ ଏ ସବୁ ଜିନିଷ କୁ ଧୀରେ ଧୀରେ ଏକାଠି କରିବାକୁ ଲାଗିଛି। ଏବଂ ଧୀରେ ଧୀରେ ଏହା କୁ ଯୋଡିବାରେ ଲାଗିଛି କ୍ରାଇମବ୍ରାଞ୍ଚ। ପ୍ରାୟ ଆମେ ପୂର୍ବରୁ ମଧ୍ୟ କହୁଥିଲୁ ଯେ ମେମୋରୀଚ଼ିପ ମିଳିବାର ସମ୍ଭାବନା ନାହିଁ ତ ବ୍ୟତୀତ ମଧ୍ୟ ତଦନ୍ତ୍ ଯଥେଷ୍ଟ ଅଗ୍ରଗତି କରିଛି।ଏବଂ ଆଉ କିଛି ଅଧିକ ପଚାରା ଗଲା ପରେ ଏହି କେସ୍ କୁ ଅଧିକ ସଲଭ କରିପାରିବ କ୍ରାଇମବ୍ରାଞ୍ଚ।

Leave a Reply

Your email address will not be published. Required fields are marked *