ଓଡ଼ିଆ ଅଭିନୟ ଜଗତର Heroin ମାନେ ଗୋଟେ Film ପାଇଁ କେତେ ଟଙ୍କା ନିୟନ୍ତି,ଫିଲ୍ମ ବ୍ୟତୀତ ଏହି ଉପାୟ ରେ ପଇସା ରୋଜଗାର କରନ୍ତି

Spread the love

ଓଡ଼ିଆ ଅଭିନୟ ଜଗତରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଦର୍ଶକ ମାନଙ୍କ ପାଖରେ ନିଜକୁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ତେବେ ଏହି ଅଭିନେତ୍ରୀ ମାନେ ନିଜର ପ୍ରତିଭା ବଳରେ ଅନେକ ଲୋକଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।ତେବେ ଏହି ଅଭିନେତ୍ରୀ ମାନେ ଗୋଟିଏ ଫିଲ୍ମ କରିବା ପାଇଁ କେତେ ପାରିଶ୍ରମିକ ନେଇ ଥାନ୍ତି ଅଥବା ସେମାନେ କୌଣସି ଏକ ବିଜ୍ଞାପନ କରିବା ପାଇଁ କେତେ ପାରିଶ୍ରମିକ ନେଇଥାନ୍ତି ଆମେ ବର୍ତମାନ ସେହି ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।

ଝିଲିକ ଆଚାର୍ଯ୍ୟ:- ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ନିଯକୁ ସର ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ କରି ପାରିଛନ୍ତି।ତେବେ ସେ ଗୋଟିଏ ଫିଲ୍ମ କରିବା ପାଇଁ ୫ ଲକ୍ଷ ଟଙ୍କା ନେଇଥାନ୍ତି କିନ୍ତୁ ବର୍ତ୍ତମାନ ସେ ୩ ଲକ୍ଷ୍ୟ ଟଙ୍କା ନେଉଛନ୍ତି।

ବର୍ଷା :- ଅଭିନେତ୍ରୀ ବର୍ଷାଙ୍କ ଅଭିନୟ ଦେଖିବା ପାଇଁ ଆମେ ଅନେକ ମାତ୍ରାରେ ପସନ୍ଦ କରିଥାଉ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ସେ ଗୋଟିଏ ଫିଲ୍ମ କରିବା ପାଇଁ ପ୍ରାୟ ୫-୭ ଲକ୍ଷ ଟଙ୍କା ନେଇଥାନ୍ତି।ବିବାହ ପରେ ତାଙ୍କର ଫିଲ୍ମ କରିବାରେ ହ୍ରାସ ଘଟିଛି।

ରିୟା ଦେ:- ଏହି ଅଭିନେତ୍ରୀ ଜଣଙ୍କ ନିଜର ବିଶେଷ ଅଭିନୟ ଶୈଳୀ ପାଇଁ ବେସ ଅଧିକ ପରିଚିତ ହୋଇ ପାରିଛନ୍ତି।ସେ ନିଜର ଅଭିନୟ ଦ୍ୱାରା ବହୁତ ଅଧିକ ପ୍ରତିଷ୍ଠା ପାଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।ସେ ଗୋଟିଏ ଫିଲ୍ମ କରିବା ପାଇଁ ୫ ଲକ୍ଷ ଟଙ୍କା ନେଇ ଥାଆନ୍ତି।

ଭୂମିକା ଦାସ:- ଏହି ଅଭିନେତ୍ରୀ ଜଣକ ଖୁବ କମ ସମୟରେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ତାଙ୍କର ଅଭିନୟ ଅନେକ ଆକର୍ଷଣୀୟ ହୋଇଥାଏ ସେଥିପାଇଁ ସେ ଅନେକ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ।ତେବେ ସେ ଗୋଟିଏ ଫିଲ୍ମ କରିବା ପାଇଁ ପ୍ରାୟ ୪-୬ ଲକ୍ଷ ଟଙ୍କା ନେଇଥାନ୍ତି।

ଶିବାନୀ ସଙ୍ଗୀତା:- ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ବର୍ତ୍ତମାନ ଅନେକ ପ୍ରତିଷ୍ଠା ପାଇ ପାରିଛନ୍ତି।ତେବେ ସେ ବର୍ତ୍ତମାନ ଗୋଟିଏ ଫିଲ୍ମ କରିବା ପାଇଁ ବର୍ତ୍ତମାନ ୫ ଲକ୍ଷ ଟଙ୍କା ନେଇଥାନ୍ତି।

ଏଲିନା ସାମନ୍ତରାୟ:- ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ଓଡ଼ିଆ ଅଭିନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ସେ ଗୋଟିଏ ଫିଲ୍ମ କରିବା ପାଇଁ ପ୍ରାୟ ୮-୧୦ ଲକ୍ଷ ଟଙ୍କା ନେଇଥାନ୍ତି।ତେବେ ତାଙ୍କର ଅଭିନୟ ମଧ୍ୟ ବହୁତ ଅଧିକ ଆକର୍ଷଣୀୟ ହୋଇଥାଏ।

Leave a Reply

Your email address will not be published. Required fields are marked *