ସିରିଏଲ ଛାଡିବା ପରେ ବର୍ତ୍ତମାନ କଣ କରୁଛନ୍ତି Radhika ଏବଂ Swatik,ଲୁଚି ଲୁଚି ଏବେ ଏହି କାମ କରୁଛନ୍ତି ଦୁଇଜଣ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ବିଷୟରେ କିଛି ବିଶେଷ ଖବର ଜାଣିବା।ଅପଣମାନେ ଯଦି ଓଡିଶାରେ ରୁହନ୍ତି ତେବେ ଆପଣ ଓଡ଼ିଆ ସିରିଏଲ ତ ନିଶ୍ଚୟ ଭାବରେ ଦେଖୁଥିବେ।ଏବଂ ଏହାକୁ ବେସ ପସନ୍ଦ ମଧ୍ୟ କରୁଥିବେ।ଆଜି କାଲି ଓଡ଼ିଆ ସିରିଏଲ ଟ୍ରେଣ୍ଡ ରେ ଚାଲୁଛି।ଏବଂ ଅନେକ ଲୋକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି।ଏହି ସବୁ ସିରିଏଲ ବିଷୟରେ ସବୁ ଆଡେ ଚର୍ଚ୍ଚା ମଧ୍ୟ ଚାଲିଥାଏ।

ସେଭଳି ଏକ ସିରିଏଲ ମଧ୍ୟରୁ ଅନ୍ୟତମ ସିରିଏଲ ହେଉଛି ନୂଆ ବୋହୁ।ଏହା ବର୍ତ୍ତମାନ ସମୟରେ ଅନେକ ଲୋକପ୍ରିୟତା ହାସଲ କରି ସାରିଛି।ପ୍ରତ୍ୟେକ ଲୋକ ଏହାକୁ ପସନ୍ଦ କରୁଛନ୍ତି।ଏହାର କାହାଣୀ ଲୋକଙ୍କୁ ଅନେକ ମାତ୍ରାରେ ପ୍ରଭାଭିତ କରିଛି।ଏହାର କାରଣ ହେଉଛି ଏଥିରେ ଥିବା ଅଭିନେତା ଏବଂ ଅଭିନେତ୍ରୀ।ସେମାନଙ୍କ ଅଭିନୟ ସିରିଏଲଟିକୁ ଅଧିକ ମାତ୍ରାରେ ଆକର୍ଷିତ କରିଛି।

ସେମାନଙ୍କ ଅଭିନୟ ବାସ୍ତବ ଭଳି ହୋଇଥିବାରୁ ଲୋକମାନେ ଏହାକୁ ଅଧିକରୁ ଅଧିକ ପସନ୍ଦ କରୁଛନ୍ତି।କିନ୍ତୁ ଆପଣ ଜାଣିଥିବେ ବର୍ତ୍ତମାନ ଏହି ସିରିଏଲଟି ସମାପ୍ତ ହୋଇଯାଇଛି।ଏବଂ ଏହି ସିରିଏଲ ସ୍ଥାନରେ ଅନ୍ୟ ଏକ ସିରିଏଲ ଆସିବାକୁ ଯାଉଛି ଯାହାର ନାମ ରହିଛି ଝିଅ ଆମର ନୂଆ ବୋହୁ।ଏହି ସିରିଏଲରେ ଆପଣ ରାଧିକା ଏବଂ ସାତ୍ଵିକଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।

ତେବେ ଏହି ସିରିଏଲଟି ସରିବା ପର ରାଧିକା ଏବଂ ସାତ୍ଵିକ ବର୍ତ୍ତମାନ ସମୟରେ କଣ କରିବେ ଆଜି ଆମେ ସେହି ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଆଗାମୀ ଦିନ ମାନଙ୍କରେ ନୂଆ ବୋହୁ ସିରିଏଲଟି ସାରିଯାଉଛି ଏବଂ ଏହି ସିରିଏଲର କାହାଣୀ ଆଗାମୀ ୧୮ ବର୍ଷ ପରବର୍ତ୍ତୀ ସମୟକୁ ଗଡି ଯାଉଛି।ଏହି ୧୮ ବର୍ଷ ପରେ ରାଧିକା ଏବଂ ସାତ୍ଵିକ ମରିଯାଇଛନ୍ତି ଏବଂ ତାଙ୍କ ସ୍ଥାନରେ କିଛି ନୂତନ ଅଭିନେତା ଏବଂ ଅଭିନେତ୍ରୀ ଅଭିନୟ କରିବେ।

ରାଧିକା ଏବଂ ସାତ୍ଵିକ ଏହି ସିରିଏଲଟି ବର୍ତ୍ତମାନ ସମୟରେ ଛାଡିବାକୁ ଯାଉଛନ୍ତି।ଏହି ସିରିଏଲଟି ଛାଡିବା ପରେ ସେମାନେ କଣ କରିବେ ଓଡିଶାର ଦର୍ଶକ ମାନଙ୍କ ମନରେ ପ୍ରଶ୍ନ ରହିଛି।ଜବରଦସ୍ତ ଯୋଡି ରାଧିକା ଏବଂ ସାତ୍ଵିକଙ୍କୁ ଓଡିଶାର ଦର୍ଶକ ମାନେ ଅନେକ ଭଲ ପାଇବା ଦେଇଛନ୍ତି।ଏହି ସିରିଏଲଟି ସରିବା ପରେ ଅନ୍ୟ ଏକ ନୂଆ ସିରିଏଲରେ ଅଭିନୟ କରିବେ ବୋଲି ରାଧିକା ନିଜର ଲାଇଭ ସୋରେ କହିଛନ୍ତି।

ରାଧିକା ଏବଂ ସାତ୍ଵିକ କିଛି ଦିନ ପୂର୍ବେ ଲାଇଭ ରେ ଆସିଥିଲେ ଏବଂ ନିଜ ଫ୍ୟାନ ମାନଙ୍କ ସହିତ କଥା ହୋଇଥିଲେ।ନିଜ ଫ୍ୟାନ ମାନଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।ସେମାନେ କହିଥିଲେଯେ ଆମେ ଆଗାମୀ ଦିନ ମାନଙ୍କରେ ଏକ ନୂଆ ସିରିଏଲରେ ଏକାଠି ଅଭିନୟ କରିବୁ।ଏବଂ ଆପଣ ମାନଂକ ଠାରୁ ଆମେ ବେସି ଦିନ ପର୍ଯ୍ୟନ୍ତ ଦୂରରେ ରହିପାରିବୁ ନାହିଁ।

ଏହା ସହିତ ରାଧିକା ଏବଂ ସାତ୍ଵିକଙ୍କ ଫ୍ୟାନ ସେମାନଙ୍କ ବିବାହ ବିଷୟରେ ମଧ୍ୟ ପଚାରିଥିଲେ।କିନ୍ତୁ ଏହି କଥାକୁ ନେଇ ରାଧିକା କହିଥିଲେ ଯେ ସେମାନେ ଏବେ ବିବାହ କରିବେ ନାହିଁ।ସେମାନେ ଆଗାମୀ ଦିନ ମାନଙ୍କରେ ଏକ ନୂଆ ସିରିଏଲରେ ଅଭିନୟ କରିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *