ଓଲିଉଡ ଅଭିନେତା ଦୀପକ ଙ୍କ ବିଷୟରେ ରୋଚକ କଥା – ଦିନେ ଥିଲେ ଆଲବମ ରେ ସୁପରଷ୍ଟାର – ହେଲେ ଏବେ ଫିଲ୍ମ ମିଳୁ ନାହିଁ କାହିଁକି

Spread the love

ସାଙ୍ଗମାନେ ଆଜିର ଏହି ବିଶେଷ ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଅନ୍ୟତମ କଳାକାରଙ୍କ ଜୀବନୀ ଏବଂ ତାଙ୍କ ପରିବାର ବିଷୟରେ ଜାଣିବା।ସେ ତାଙ୍କ ଆକ୍ଟିଙ୍ଗ ଦ୍ୱାରା ଅନେକ ଦର୍ଶକ ମାନଙ୍କ ମନ ମୋହି ପାରିଛନ୍ତି।ଏବଂ ତାଙ୍କ ଆକ୍ଟିଙ୍ଗ ଦେଖିବା ପାଇଁ ତାଙ୍କ ଫ୍ୟାନ ମାନଙ୍କ ଭିଡ଼ ସର୍ବଦା ଲାଗିରହିଥାଏ।ସେ ନିଜ ଆକ୍ଟିଙ୍ଗ ବଳରେ ଦର୍ଶକ ମାନଙ୍କ ହୃଦୟରେ ନିଜର ଏକ ଅଲଗା ସ୍ଥାନ ସୃଷ୍ଟି କରିପାରିଛନ୍ତି।ସେ ଆମ ଗହଣରେ ଷ୍ଟାଇଲସ ଷ୍ଟାର ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତିଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ସେହି ଅଭିନେତାଙ୍କ ଜୀବନୀ ବିଷୟରେ।।ଏଥିପାଇଁ ଏଜି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏହା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ତଥ୍ୟ ଭଲ ଭାବରେ ପାଇପାରିବେ।ଏବେ ଆସନ୍ତୁ ଜାଣିବା ତାଙ୍କ ଜୀବନୀ।

ସେହି ବିଶିଷ୍ଟ ଅଭିନେତାଙ୍କ ନାମ ହେଉଛି ଦୀପକ କୁମାର ବାରିକ।ଏବେ ଆସନ୍ତୁ ଜାଣିବା ତାଙ୍କ ଜନ୍ମ ବିଷୟରେ।ଦୀପକଙ୍କ ଜନ୍ମ ୧୯ ଡିସେମ୍ବରରେ ହୋଇଥିଲା।ଜନ୍ମ ମସିହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।ସେ ଏହି ଦିନ ତାଙ୍କର ଜନ୍ମଦିନ ଅତି ଧୂମ ଧାମରେ ପାଳନ କରନ୍ତି।ଏବେ ଆସନ୍ତୁ ତାଙ୍କ ପରିବାର ବିଷୟରେ କିଛି ବିଶେଷ ଖବର ଜାଣିବା।

ଦୀପକ ୨୦୧୮ ମସିହାରେ ବିବାହ କରିଥିଲେ।ତାଙ୍କ ପତ୍ନୀଙ୍କ ନାମ ହେଉଛି ତନୁଜା ସାହୁ।ତନୁଜାଙ୍କ ଘର ହେଉଛି ଓଡିଶାର ଯାଜପୁର ଠାରେ।ତାଙ୍କର ତନୁଜଙ୍କ ସହିତ ଅନେକ ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ରହିଛି।ଏବଂ ତାଙ୍କ ଫ୍ୟାନ ମାନେ ଏହାକୁ ବହୁତ ଅଧିକ ପସନ୍ଦ କରିଛନ୍ତି।ଏହା ସହିତ ସେ ଏବଂ ତାଙ୍କ ପରିବାର ଏକାଠି ଥିବାର ମଧ୍ୟ ଅନେକ ଫଟୋ ସୋସିଆଲ ମିଡିଆରେ ଆପଣ ପାଇପାରିବେ।ତାଙ୍କ ଯୋଡି ଦର୍ଶକ ମାନଙ୍କୁ ଖୁବ ଭଲ ଲାଗିଥାଏ।ଦୀପକ ଏବଂ ତନୁଜା ଅନେକ ଗୀତରେ ଭିଡିଓ ବନାଇ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ତାହା ମଧ୍ୟ ତାଙ୍କ ଫ୍ୟାନ ମାନଙ୍କୁ ଖୁବ ପସନ୍ଦ ଅସିଛି।

ଏବେ ଆସନ୍ତୁ ଜାଣିବା ତାଙ୍କ ଅଭିନୟ ଜୀବନୀ ବିଷୟରେ।ଦୀପକ ଓଡ଼ିଆ ଅଲବମ ଭିଡିଓରୁ ନିଜର ଅଭିନୟ ଆରମ୍ଭ କରିଥିଲେ।ସେ ତାଙ୍କର ପ୍ରଥମ ଫିଲ୍ମ ମନ ମୋର ପ୍ରଜାପତିରେ ଅଭିନୟ କରିଥିଲେ।ତାଙ୍କ ଅଲବମ ଗୀତ ରାମା ରାମା ଚିଲକମା ତାଙ୍କୁ ଲୋକଲୋଚନକୁ ଆଣିଥିଲା।ତାଙ୍କ ଡ୍ୟାନ୍ସ ଏବଂ ଆକ୍ଟିଙ୍ଗ ଉଭୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ।ତେବେ ତାଙ୍କୁ ଲୋକ ଆଲବମରେ ପସନ୍ଦ କରିଥିଲେ କିନ୍ତୁ ଫିଲ୍ମ ରେ ଲୋକ ତାଙ୍କୁ ଗ୍ରହଣ କଲେ ନାହିଁ ଓ ତାଙ୍କର ସମସ୍ତ ଫିଲ୍ମ ଫ୍ଲପ ହେଲା ସେଥିପାଇଁ ତାଙ୍କୁ ଆଉ ସେତେ ଫିଲ୍ମ ମିଳୁ ନାହିଁ

ଦୀପକ ନିଜ ଆକ୍ଟିଙ୍ଗ କ୍ୟାରିଅର ସହିତ ନିଜ ଶରୀରର ଫିଟନେସ ଉପରେ ମଧ୍ୟ ଅଧିକ ଧ୍ୟାନ ଦିଅନ୍ତି।ସେ ଜିମରେ ୱାର୍କ ଆଉଟ କରୁଥିବା ଭିଡିଓ ମଧ୍ୟ ଆପଣ ସୋସିଆଲ ମିଡିଆରେ ଦେଖିପାରିବେ।ସେ କସରତ ଦ୍ୱାରା ନିଜ ଶରୀରକୁ ଫିଟ ରଖିଛନ୍ତି।ଏହା ଦ୍ୱାରା ସେ ନିଜର ଅନେକ ଫ୍ୟାନଙ୍କୁ ମଧ୍ୟ ପ୍ରଭାଭିତ କରିଛନ୍ତି।ବର୍ତ୍ତମାନ ସୁଦ୍ଧା ସେ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରିସାରିଲେଣି।

Leave a Reply

Your email address will not be published. Required fields are marked *