ପୂଜା କରିବା ସମୟରେ ଆଖିରୁ ଲୁହ ଆସିବା ହାଇ ଆସିବାର ଅର୍ଥ କଣ ହୋଇଥାଏ?ଏହି ବଡ ସଂକେତ ଏବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆମ ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ବ୍ରହ୍ମାଣ୍ଡ ଅନ୍ଧକାରମୟ ଥିଲା।ଅଚାନକ ଏକ ବିଶାଳକାୟ ଶିବଲିଙ୍ଗ ପ୍ରକଟ ହୋଇଥିଲା।ଏବଂ ଯାହାଦ୍ୱାରା ବ୍ରହ୍ମାଣ୍ଡ ଶକ୍ତିରେ ପରିପୂର୍ଣ୍ଣ ହୋଇଥିଲା।ଏହାର କିଛି ସମୟ ପରେ ବ୍ରହ୍ମାଣ୍ଡରେ ଜଳ, ଧାତୁ ବାୟୁ ଏବଂ ଅଗ୍ନି ଆଦି ପଦାର୍ଥର ଜନ୍ମ ହୋଇଥିଲା।ସେଥିପାଇଁ ଏହି ସମସ୍ତ ପଦାର୍ଥରେ ଭଗବାନ ଶିବ ଶଙ୍କର ବାସ କରନ୍ତି ବୋଲି କୁହାଯାଇଥାଏ।ସମସ୍ତ ବ୍ରହ୍ମାଣ୍ଡରେ ବାସ କରୁଥିବା ଅସୀମ ଶକ୍ତିହିଁ ଶିଵ ଅଟନ୍ତି।ଶିଵହିଁ ଆଦି ଏବଂ ଅନ୍ତ ହୋଇଥାନ୍ତି।

ସାଙ୍ଗମାନେ ଆମ ଶାସ୍ତ୍ର ଅନୁସାରେ ଆମେ ଯେତେବେଳେ ମଧ୍ୟ ଈଶ୍ୱରଙ୍କ ପୂଜା ପାଠ ଏବଂ ଆରାଧନା କରିଥାଉ ଆମ ଆତ୍ମାର ସଂଯୋଗ ଈଶ୍ୱରଙ୍କ ସହିତ ହୋଇଥାଏ।କାରଣ ଈଶ୍ୱର ସର୍ଵବ୍ୟାପି ଅଟନ୍ତି ସେ ସମସ୍ତ ସଜୀବ ଏବଂ ନିର୍ଜୀବ ବସ୍ତୁରେ ମଧ୍ୟ ବାସ କରିଥାନ୍ତି।ଏହି କାରଣରୁ ଯେତେବେଳେ ଆପଣଙ୍କ ଅନ୍ତରାତ୍ମାର ମିଳନ ଈଶ୍ୱରଙ୍କ ସହିତ ହୋଇଥାଏ ସେତେବେଳେ ଆପଣଙ୍କୁ କିଛି ସଙ୍କେତ ମିଳିଥାଏ।ଏହି ସଙ୍କେତ ଅତି ସାଧାରଣ ହୋଇଥିଲେ ମଧ୍ୟ ଆମେ ସେହି ସବୁକୁ ନବୁଝି ଅଣଦେଖା କରିଦେଇଥାଉ।କାରଣ ଆମେ ଯେତେବେଳେ ପୂଜାପାଠ କରିଥାଉ ଆମ ଚତୁରପାର୍ଶ୍ଵ ସକାରତ୍ମକ ଉର୍ଜାରେ ପରିପୂର୍ଣ୍ଣ ହୋଇଥାଏ ଏବଂ ଆମର ସମସ୍ତ ନକରତ୍ମକ ଶକ୍ତି ଦୂର ହୋଇଜାଇଥାଏ।ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଯଦି ଆମେ ପୂଜା ପାଠ କରିବା ସମୟରେ ଆମକୁ ଏହି ସଙ୍କେତ ମିଳୁଛି ତେବେ ବୁଝିନେବା ଉଚିତ ଯେ ଈଶ୍ୱର ଆମ ପାଖରେ ରହିଛନ୍ତି।

ପ୍ରଥମଟି ହେଉଛି ପୂଜା କରିବା ସମୟରେ ଆଖିରୁ ଲୁହ ଆସିବା।ଆଖିରୁ ଲୁହ ବାହାରିବା ଏକ ସାଧାରଣ କଥା ଅଟେ।ମାତ୍ର ଯଦି ଆପଣ ପୂଜା କରିବା ସମୟରେ ଈଶ୍ୱରଙ୍କ ପ୍ରତି ବ୍ୟାକୁଳ ହୋଇ ଆଖିରୁ ଲୁହ ଝରିଆସେ ତେବେ ଏହା ବୁଝିନିଅନ୍ତୁଯେ ଈଶ୍ୱର ଆପଣଙ୍କ ସାଥିରେ ଅଛନ୍ତି।ଏବଂ ଏହା ଈଶ୍ୱରଙ୍କର ଏକ ସଙ୍କେତ ହୋଇଥାଏଯେ ଆପଣଙ୍କ ଆତ୍ମାର ମିଳନ ଈଶ୍ୱରଙ୍କ ସହିତ ହୋଇଛି।ଏବଂ ଏହା ଈଶ୍ୱରଙ୍କ ଠାରୁ କିଛି ମାଗିବାର ସଠିକ ସମୟ ଅଟେ।ଯଦି ଆପଣ ଏହି ସମୟରେ ଆପଣଙ୍କ ମନସ୍କାମନା ଈଶ୍ୱରଙ୍କ ଆଗରେ କହିଥାନ୍ତି ତେବେ ତାହାର ଉତ୍ତର ନିଶ୍ଚିତ ଆସିଥାଏ।

ଦ୍ୱିତୀୟଟି ହେଉଛି ଜଳାଇଥିବା ଦ୍ବୀପର ଜ୍ଵତି ହଠାତ ବୃଦ୍ଧି ପାଇବା।ଅଗ୍ନି ପଞ୍ଚତତ୍ୱ ମଧ୍ୟରୁ ଏକ ହୋଇଥାଏ।ଏବଂ ଅଗ୍ନିରେ ଭଗବାନ ଶିବ ବାସ କରିଥାନ୍ତି।ପୂଜା କରିବା ସମୟରେ ଅଗ୍ନିର ଜ୍ଵତି ବୃଦ୍ଧିପାଇବାର ଅର୍ଥ ହେଉଛି ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି। ସମୟରେ ଆପଣଙ୍କ ମନସ୍କାମନା ଈଶ୍ୱରଙ୍କ ଆଗରେ କହିଥାନ୍ତି ତେବେ ତାହାନିଶ୍ଚିତ ପୂରଣ ହୋଇଥାଏ।

ତୃତୀୟଟି ହେଉଛି ଆପଣ ଜଳାଇଥିବା ଧୂପକାଠିର ଧୂଆଁ ଈଶ୍ୱରଙ୍କ ପ୍ରତିମା ଆଡ଼କୁ ଯିବା।ଏବଂ ଏହାର ଅର୍ଥ ହେଉଛି ଆପଣଙ୍କ ପୂଜାକୁ ଈଶ୍ୱର ସ୍ୱୀକାର କରିଛନ୍ତି।ଏବଂ ଚତୁର୍ଥରେ ଯଦି ଆପଣ ଠାକୁରଙ୍କ ଉପରେ ଚଢାଇଥିବା ଫୁଲ ହଠାତ ତଳେ ପଡିଯାଏ ତେବେ ତାହା ଶୁଭ ହୋଇଥାଏ।ପଞ୍ଚମରେ ଯଦି ଆପଣ ଭଗବାନଙ୍କ ପୂଜା କରିବା ସମୟରେ ଆପଣଙ୍କ ଦ୍ୱାର ନିକଟକୁ ଗାଈ ଆସିଥାଏ ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *